ପ୍ଲାଷ୍ଟିକ ସର୍ଜରୀ କରି ନିଜ ସୁନ୍ଦର ଚେହେରାକୁ ବିଗାଡି ଦେଲେ TV ର ଏହି 5 Actress, ନମ୍ବର 3 ଙ୍କୁ ତ ଲୋକ କହିବାକୁ ଲାଗିଲେ ପୁରୁଷ

ନମସ୍କାର ବନ୍ଧୁଗଣ ତେବେ ସୁନ୍ଦର ଦେଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସର୍ଜରୀ କରିଥାନ୍ତି । କହିବାକୁ ଗଲେ ଗ୍ଲୈମର ଇଣ୍ଡଷ୍ଟ୍ରିରେ ଏହି ପ୍ରଚଳନ ବହୁତ ସମୟ ହେବ ଚାଲିଆସୁଛି । ବଲୀଉଡର ପ୍ରାୟତଃ ଅଭିନେତ୍ରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନା କିଛି ସର୍ଜରୀ କରିସାରିଛନ୍ତି । କିଏ ସୁନ୍ଦର ଦେଖିବା ପାଇଁ ଓଠର ସର୍ଜରୀ କରୁଛନ୍ତି ତ କେହି ପତଳା ହେବା ପାଇଁ ଲିପୋସକ୍ଶନର ସାହାରା ନେଉଛନ୍ତି । କେହି କେହି ନୋଜ ଜବ କରାଊଛନ୍ତି ତ କେହି ବ୍ରେସ୍ଟ ଇମ୍ପ୍ଲାଂଟ କରୁଛନ୍ତି ।

ଆଜିକାଲି ଏହି ମଡେନ ଯୁଗରେ କିଛି ବି ଅସମ୍ଭବ ନୁହେଁ ବର୍ତ୍ତମାନ ସମୟରେ ଏମିତି ଏମିତି ଟେକନିକ ଆସିଯାଇଛି ଯାହା ସାହାର୍ଯ୍ୟରେ ମଣିଷ ନିଜର ସବୁ କମଜୋରକୁ ସବୁଦିନ ପାଇଁ ଦୂର କରିପାରିବ । କିନ୍ତୁ କିଛି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖରେ ସବୁକିଛି ଅଛି ତଥାପି ସେମାନେ ନିଜ ଉପରେ ସନ୍ତୁଷ୍ଟ ନୁହନ୍ତି । ସେମାନଙ୍କୁ ନିଜର ଆଖି, ପାଟି, ଓଠରେ କିଛି ନା କିଛି ଖରାପ ନଜର ଆସିଥାଏ । କିନ୍ତୁ ସେମାନେ ଦୁନିଆର ନଜରରେ ପୁରା ଠିକ ଅଟନ୍ତି ।

ଟିଭି ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୁନ୍ଦର ହେବା ସତ୍ବେ ବି ନିଜ ଚେହେରା ଉପରେ ଖୁସି ନୁହନ୍ତି । ଏବଂ ନିଜ ଚେହେରାର ସର୍ଜରୀ କରାନ୍ତି । ସର୍ଜରୀ ହେବା ପରେ ସେମାନଙ୍କ ସାମନାରେ ଯେଉଁ ଫଳ ଆସିଲା ତାହାକୁ ଦେଖି ସେମାନେ ଖୁସି ହେବା ପରିବର୍ତ୍ତେ ଦୁଖୀ ହୋଇଯାଇଛନ୍ତି ।  କାରଣ ତାଙ୍କର ସର୍ଜରୀ ସଫଳ ହୋଇ ପାରିଲା ନାହିଁ । ଯେମିତି ନିଜକୁ ଦେଖିବାକୁ ଚାହୁଁଥିଲେ ସେମିତି ହୋଇ ପାରିଲା ନାହିଁ । ସେଥିପାଇଁ ସର୍ଜରୀର ନିଷ୍ପତି ଭାବିଛିନ୍ତି ନେବା ଦରକାର । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଟିଭିର ଇଣ୍ଡଷ୍ଟ୍ରି ସେହି ଅଭିନେତ୍ରୀଙ୍କର କିଛି ଫଟୋ ଦେଖାଇବାକୁ ଯାଉଛୁ ଯେଉଁମାନେ ସୁନ୍ଦର ଦେଖିବା ପାଇଁ ସର୍ଜରୀ କରିଲେ କିନ୍ତୁ ତାଙ୍କର ସର୍ଜରୀ ଆଶୀର୍ବାଦ ନୁହେଁ ଅଭିଶାପ ହୋଇଗଲା ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି । ସୋଫିୟା ହୟାତ । ତେବେ ସେ ହେଉଛନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ ସୋଫିୟା ଜଣେ ସିଂଗର, ଅଭିନେତ୍ରୀ ଏବଂ ଲୋକପ୍ରିୟ ଟେଲିଭିଜନ କଳାକାର  । ତେବେ ସେ ପ୍ରଥମେ ବହୁତ ସୁନ୍ଦର ଦେଖା ଯାଉଥିଲେ ଏବଂ ଲୋକମାନେ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରନ୍ତି ତେବେ ସେ ପରେ ନିଜ ଲିପ୍ସ ର ପ୍ଲାଷ୍ଟିକ ସର୍ଜରୀ କରି ବଡ଼ କରିଥିଲେ କିନ୍ତୁ ଏହି ଲୁକ କୁ ଦର୍ଶକ ମାନେ ପସନ୍ଦ କଲେ ନାହିଁ ଏବଂ ସେ ବହୁତ ଟ୍ରୋଲ ମଧ୍ୟ ହୋଇଥିଲେ ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ସାରାଖାନ୍ । ଟିଭି ସିରିୟଲ ଜରିଆରେ ଦର୍ଶକଙ୍କ ପାଖରେ ପହଁଚିଥିବା ଚୁଲ୍ବୁଲି ସାରାଙ୍କୁ ଦର୍ଶକ ଖୁବ ପସନ୍ଦ କରୁଥିଲେ । ହେଲେ ସାରାଙ୍କ ପ୍ଲାଷ୍ଟିକ ସର୍ଜରୀ ପରେ ସାମ୍ନାକୁ ଆସିଥିବା ଫଟୋକୁ ଦେଖି ଚୁଲ୍ବୁଲି କହୁଥିବା ଦର୍ଶକ ହଠାତ୍ ଡରିଯାଇଥିଲେ । ସେ ନିକ ନାକ ଏବଂ ଓଠ ର ସର୍ଜରୀ କରିଥିଲେ ଯାହା କି ଭଲ ଦେଖା ଯାଉ ନଥିଲା ତେବେ ଏଥିପାଇଁ ସେ ଖୁବ ଟ୍ରୋଲ ମଧ୍ୟ ହୋଇଥିଲେ ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ରାକ୍ଷୀ ସାବନ୍ତ । ତେବେ ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ରାକ୍ଷୀ ସାବନ୍ତ । ଆପଣ ମାନେ ସମସ୍ତେ ରାକ୍ଷୀ ସାବନ୍ତଙ୍କ ଜବରଦସ୍ତ ଡ୍ୟାନ୍ସ ଓ ତାଙ୍କ ଲୁକ୍ ତ ନିଶ୍ଚୟ ଦେଖିଥିବେ । ରାକ୍ଷୀ ସାବନ୍ତ ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ମିଡିଆ ସାମ୍ନାରେ ନିଜ ପର୍ଶନାଲ ଲାଇଫ କଥା କହି ଦିଅନ୍ତି । ରାକ୍ଷୀ ସାବନ୍ତ ପ୍ଲାଷ୍ଟିକ ସ-ର୍ଜ-ରୀ କରିଛନ୍ତି । ଆପଣ ମାନେ ତାଙ୍କର ପୂର୍ବ ଓ ବର୍ତ୍ତମାନ ଲୁକ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ପାରୁଥିବେ ।


୪- ଚତୁର୍ଥ ରେ ଅଛନ୍ତି ଅଭିନେତ୍ରୀ ଗୋହର ଖାନ । ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଗୋହର ଖାନ୍ କେବଳ ସିରିଏଲ ନୁହେଁ, ଅନେକ ରିଅଲିଟି ଶୋ ଏବଂ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଅଧିକ ସୁନ୍ଦର ଦେଖାଯିବାକୁ ସେ ତାଙ୍କ ଚେହେରାର ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି । ତାଙ୍କର ଏହି ଫଟୋକୁ ଦେଖି ଆପଣ ଜାଣିପାରୁଥିବେ ଯେ ସର୍ଜରୀ ପରେ ଗୋହରଙ୍କ ଚେହେରା କେତେ ବଦଳି ଯାଇଛି ।


୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ପାରୁଲ ଚୌହାନ୍ । ‘ବିଦାଇ’ ସିରିଏଲର ପାରୁଲ ଓ ‘ୟେ ରିସ୍ତା କ୍ୟା କେହେଲଆତା ହୈ’ର ପାରୁଲ୍ ମଧ୍ୟରେ ଥିଲା ଆକାଶପାତାଳ ପ୍ରଭେଦ ।  ‘ୟେ ରିସ୍ତା କ୍ୟା କେହେଲଆତା ହୈ’ରେ ତାଙ୍କ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କୁ ଦେଖି କେହି ବିଶ୍ୱାସ କରି ନଥିଲେ ଯେ ଇଏ ସେହି ‘ବିଦାଇ’ର ପାରୁଲ୍ ବୋଲି । ପାରୁଲ ନିଜକୁ ଏପରି ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରାଇଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *