ଡିଭୋର୍ସ ପରେ ଆଉ ବିବାହ କରିବାକୁ ସାହସ କଲେ ନାହିଁ ଏହି 5 ମହିଳା ରାଜନେତା, ସିଂଗଲ ରହି ଏଞ୍ଜୟ କରୁଛନ୍ତି ଲାଇଫ, ନମ୍ବର 2 ତ ସମସ୍ତଙ୍କ ଫେବ୍ରେଟ !

ବନ୍ଧୁଗଣ ବହୁତ ମହିଳା ଅଛନ୍ତି ଯେଉଁ ମାନେ ନିଜ ଲାଇଫ ଷ୍ଟାଇଲରେ ବଞ୍ଚିବା ପାଇଁ ବହୁତ ପସନ୍ଦ କରନ୍ତି । ଏହି ମହିଳା ମାନେ ନିଜ ଜୀବନରେ କିଛି କରି ଦେଖାଇବାର ସାହାସ ରଖିଥାନ୍ତି ଓ ସଫଳ ମଧ୍ୟ ହୁଅନ୍ତି । ଆଜି ଆମେ ଆମ ଭାରତର କିଛି ଏପରି ମହିଳା ନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ତଲାକ ପରେ ଦ୍ଵିତୀୟ ବିବାହ କରି ନଥିଲେ ଓ ନିଜ ଜୀବନରେ ରାଜନୀତିରେ ସୁନାମ ଅର୍ଜନ କରିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ମାନଙ୍କ ବିଷୟରେ ।

ରୂପା ଗାଙ୍ଗୁଲି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ ଜନତା ପାର୍ଟିରେ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି । ୧୯୯୨ ମସିହାରେ ରୂପା ଧ୍ରୁବ ମୁଖାର୍ଜୀଙ୍କ ସହ ବିବାହ କରିଥିଲେ । ବିବାହର ୧୪ ବର୍ଷ ପରେ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା । ଏହି ଦୁଇଜଣଙ୍କର ଏକ ପୁଅ ମଧ୍ୟ ଅଛି ହେଲେ ଆଜି ପର୍ଯ୍ୟନ୍ତ ରୂପା ଦ୍ଵିତୀୟ ବିବାହ କରିନାହାନ୍ତି ।

ଜୟାପ୍ରଦା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଜୟାପ୍ରଦା । ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ଜୟା ରାଜନୀତିରେ ପାଦ ଦେଇଥିଲେ । ଜୟା ଶ୍ରୀକାନ୍ତ ନାହଟାଙ୍କ ସହ ବିବାହ କରିଥିଲେ । ଶ୍ରୀକାନ୍ତ ଆଗରୁ ବିବାହିତ ଥିଲେ ଓ ତଲାକ ନେଇ ନଥିଲେ ସେହି ସମୟରେ ସେ ଜୟାଙ୍କ ସହ ବିବାହ କରିଥିଲେ । ହେଲେ ପରେ ଜୟା ଓ ଶ୍ରୀକାନ୍ତଙ୍କ ତଲାକ ହୋଇଗଲା । ଆଜି ମଧ୍ୟ ଜୟା ସିଙ୍ଗଲ ଅଛନ୍ତି ।

ଅଳକା ଲାମ୍ବା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଳକା ଲାମ୍ବା । ବନ୍ଧୁଗଣ ଅଳକା ଲୋକେଶ କପୁରଙ୍କ ସହ ଇଣ୍ଟରକାଷ୍ଟ ପ୍ରେମ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଗୋଟେ ପୁଅ ମଧ୍ୟ ଅଛି । ହେଲେ ପୁଅ ଜନ୍ମ ହେବାର କିଛି ଦିନ ପରେ ଅଳକା ଓ ମୁକେଶ ଅଲଗା ହୋଇଯାଇଥିଲେ । ଅଳକା ଆମ ଆଦାମି ପାର୍ଟିରେ ବିଧାୟକ ଅଛନ୍ତି ।

ସ୍ଵାତି ମାଲିବାଲ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଦିଲ୍ଲୀ ମହିଳା ଆୟୋଗର ଚେୟାରମେନ ସ୍ଵାତି ମାଲିବାଲ । ସ୍ଵାତି ନବୀନ ଜୟାହିନ୍ଦଙ୍କ ସହ ବିବାହ କରିଥିଲେ । ହେଲେ ୨୦୦୨ ମସିହାରେ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା । ତଲାକ ହେବା ପରେ ସ୍ଵାତି ଦ୍ଵିତୀୟ ବିବାହ କରି ନଥିଲେ ଓ ଆଜି ପର୍ଯ୍ୟନ୍ତ ସେ ସିଙ୍ଗଲ ଅଛନ୍ତି ।

ଜୟା ଜେଟେଲି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସମତା ପାର୍ଟିରେ ପୂର୍ବତ୍ତମ ଅଦକ୍ଷ ଜୟା ଜେଟେଲି । ୧୯୬୫ ମସିହାରେ ଜୟା ଅଶୋକଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଜନ୍ମ ହୋଇଥିଲେ । ହେଲେ ଛୁଆ ଜନ୍ମ ହେବାର କିଛି ବର୍ଷ ପରେ ଜୟା ଓ ଅଶୋକ ଅଲଗା ହୋଇଯାଇଥିଲେ । ତଲାକ ହେବା ପରେ ଜୟା ଦ୍ଵିତୀୟ ବିବାହ କରିନଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *