ଆପଣ ପ୍ରାଇଭେଟ ଅଫିସରେ ବହୁତ ସୁନ୍ଦର ସୁନ୍ଦର ଝିଅ ମାନଙ୍କୁ ଦେଖିଥିବେ । କିନ୍ତୁ ସରକାରୀ କାର୍ଯ୍ୟଳୟରେ ସୁନ୍ଦର ଝିଅ ବହୁତ କମ ନଜର ଆସନ୍ତି । ଆଜି ଆମେ ଆପଣଙ୍କୁ ସୁନ୍ଦର ସୁନ୍ଦର IAS ଓ IPS ମହିଳାଙ୍କ ବିଷୟରେ କହିବୁ । UPSC ପରୀକ୍ଷା ଓ ମେନ୍ସ ପାସ କରିଲେ ହିଁ ଆପଣ ଜଣେ IAS ଓ IPS ଅଧିକାରୀ ହୋଇ ପାରିବେ । କିନ୍ତୁ ଏହା ଏତେ ବି ସହଜ ନୁହେଁ । ଆଜି ଆମେ ଯେଉଁ ମହିଳା IAS ଓ IPS ମହିଳା ଅଧିକାରୀଙ୍କ ବିଷୟରେ କହିବୁ ତାଙ୍କର ସୁନ୍ଦରତା କୌଣସି ବଲୀଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହେଁ ।
ରିଜୁ ବାଫନା
ରିଜୁ ବାଫନା ଛତିଶଗଢର ବାସିନ୍ଦା ଅଟନ୍ତି । ସେ ୨୦୧୩ ୭୭ ପୋଜିସନ ସହ UPSC ପରୀକ୍ଷା ପାସ କରିଥିଲେ ଓ ୨୦୧୪ରେ IAS ଅଧିକାରୀ ହୋଇଗଲେ । ତାଙ୍କର ହସ ବହୁତ ହିଁ ଆକର୍ଷକ ଅଟେ । ସୋସିଆଲ ମିଡିଆରେ ଆପଣ ତାଙ୍କର ଫଟୋ ଦେଖି ପାରିବେ । ତାଙ୍କ ସହ ଜଡିତ ବହୁତ ଘଟଣା ମଧ୍ୟ ଘଟିସାରିଛି ।
ସ୍ମିତା ସଭାରବାଲ
ସ୍ମିତା ସଭାରବାଲ ଡାର୍ଜିଲିଙ୍ଗ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ଅଟନ୍ତି । କିନ୍ତୁ ସେ ହାଇଦ୍ରାବାଦ ଓ ସିକନ୍ଦରାବାଦରେ ନିଜର ଶିକ୍ଷା ପୁରା କରିଛନ୍ତି । ୨୦୦୧ରେ ସେ ମାତ୍ର ୨୨ ବର୍ଷରରେ ଥିଲେ ଯେତେବେଳେ ସେ UPSC ପରୀକ୍ଷାରେ ୪ ତମ ପୋଜିସନରେ ଆସିଥିଲେ । ସେ ଭାରତର ସର୍ବେ ପ୍ରଥମେ ଆଇଏଏସ ଅଫିସର ଅଟନ୍ତି ଯାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ନିଯୁକ୍ତି କରାଯାଇଛି । ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟେରୀ ଅଟନ୍ତି ।
ମେରିନ ଜୋସେଫ
ମେରିନ ଜୋସେଫଙ୍କ ଜନ୍ମ କେରଲରେ ହୋଇଥିଲା । କିନ୍ତୁ ସେ ଦିଲ୍ଲୀରେ ବଡ ହୋଇଛନ୍ତି । ସିଭିଲ ସର୍ବିସ ପରୀକ୍ଷା ପାସ କରିଲେ । କେରଲର ସର୍ବ ପ୍ରଥମେ ଅଳ୍ପ ବୟସର ମହିଳା IAS ଅଫିସର ହୋଇଗଲେ । ବର୍ତ୍ତମାନ ମେରିନ ଜୋସେଫ କେରଲର ଏକ ଅଞ୍ଚଳରେ ପୋଲିସ କମିଶନର ପୋସ୍ଟରେ ଅଛନ୍ତି ।
ବି ଚନ୍ଦ୍ରକଳା
ବି ଚନ୍ଦ୍ରକଳା ତେଲଙ୍ଗାନାର କରିମନଗରର ଅଟନ୍ତି । ବି ଚନ୍ଦ୍ରକଳା ୨୦୦୮ର IAS ଅଫିସର ଅଟନ୍ତି । ସେ ସେତେବେଳେ ଅଧିକ ଚର୍ଚାରେ ଆସିଥିଲେ ଯେତେବେଳେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବିଲଡିଙ୍ଗ କାମ ଖରାପକୁ ନେଇ ଅଧିକାରୀମାନଙ୍କୁ ଗାଳି କରିଥିଲେ ।
ନବଜୋତ ଶିମି
Dr. ନବଜୋତ ଶିମି ପଞ୍ଜାବର ବାସିନ୍ଦା ଅଟନ୍ତି । ନବଜୋତ ଅନୁସୂଚିତ ଜାତିର ଅଟନ୍ତି । ସେ ପଞ୍ଜାବ ମଡେଲ ସ୍କୁଲରୁ ନିଜର ସ୍କୁଲ ଶିକ୍ଷା ପୁରା କରିଛନ୍ତି । ସେ ଜୁଲାଇ ୨୦୧୦ରେ ଲୁଧିଆନାରୁ BDSର ଡିଗ୍ରୀ ହାସଲ କରିଲେ । ୨୦୧୭ରେ IAS ଅଧିକାରୀ ଅଟନ୍ତି ଓ ବର୍ତ୍ତମାନ ସେ ପଟନାରେ DSP ଅଟନ୍ତି । କହିଦେଉଛୁ କି ନବଜୋତ ସବୁଠୁ ସୁନ୍ଦର IPS ମହିଳା ଅଧିକାରୀ ଅଟନ୍ତି ।