ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ସାରା ଓଡ଼ିଶାରେ ଓଡ଼ିଆ ନବବର୍ଷ ବୋଲି ପାଳନ କରାଯାଏ । ଏହି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ସାରା ଓଡ଼ିଶାରେ ବହୁ ଆଡ଼ମ୍ବରରେ ପାଳନ କରା ଯାଇଥାଏ । କିନ୍ତୁ ଏହି ପଣା ସଂକ୍ରାନ୍ତି ଦିନ ଗ୍ରହ ମାନଙ୍କର ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ମାନଙ୍କର ଏହି ପରିବର୍ତ୍ତନ ହେତୁ ଏହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡିବ ।
କିଛି ରାଶି ଉପରେ ଖରାପ ପ୍ରଭାବ ମଧ୍ୟ ପଡିବ । ଆଉ ଏହି ଗ୍ରହ ମାନଙ୍କର ପ୍ରଭାବ ହେତୁ ମଣିଷ ଜୀବନରେ ଖୁସି ଏବଂ ଦୁଃଖର ଛାୟା ପଡିଥାଏ । କିନ୍ତୁ ଏହି ପଣା ସଂକ୍ରାନ୍ତି ଦିନ ପରଠାରୁ ଏହି ୬ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ତେବେ ଆସନ୍ତୁ ଜାଣିନେବା ସେହି ୬ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।
୧- ପ୍ରଥମ ରାଶି ଟି ହେଉଛି ବୃଷ ରାଶି । ତେବେ ଅଟକି ରହିଥିବା କାର୍ଯ୍ୟରେ ଆଗେଇବେ । ଧନ ଲାଭ ଘଟିପାରେ । ଅଭାବ ଏଡାଇ ପାରିବେ । ଭୟରୁ ମୁକ୍ତି ପାଇବେ । ଯାତ୍ରାରେ କୌଣସି ବିଘ୍ନ ଘଟିବ ନାହିଁ । ଗୃହ କାର୍ଯ୍ୟରେ ମନ ଦେବେ । ବିଚାର ବିଭ୍ରାଟ ଘଟିଲେ ମଧ୍ୟ ଆପଣ ଲାଭବାନ ହେବେ । ଶତ୍ରୁ କବଳରେ ପଡିପାରନ୍ତି । ଯାତ୍ରା ଆଦିରେ ସମ୍ବଳିତ ହେବେ । ପରିବେଶ ପୁରା ବଦଳିଯିବ ।
ବାଧ୍ୟତାର ବଶବର୍ତ୍ତୀ ହୋଇ କୌଣସି କାର୍ଯ୍ୟ କରିପାରନ୍ତି । ଶାରୀରିକ କଷ୍ଟ ଅନୁଭବ କରିଲେ ମଧ୍ୟ ଆପଣ ସମସ୍ତ କାର୍ଯ୍ୟରେ ସଫଳ ହୋଇପାରିବେ । ଆପଣଙ୍କର ଆର୍ଥିକ ଅବସ୍ଥା ସୁଧରି ଯିବ । କୌଣସି ପ୍ରତିଯୋଗିତାରେ ଭାଗ ନେଇପାରନ୍ତି । ସେଥିରେ ସଫଳତା ପାଇବେ । ଆପଣଙ୍କ ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ ।
୨- ଦ୍ଵିତୀୟ ରେ ହେଉଛି କୁମ୍ଭ ରାଶି । ତେବେ ଆପଣଙ୍କ ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଏଡାଇ ପାରିବେ । ବିବାଦର ସମାଧାନ ହେବ । କଷ୍ଟ ଭୋଗିଲେ ମଧ୍ୟ ଆପଣ ଲାଭବାନ ହେବେ । ବନ୍ଧୁ ବିଛେଦ ଘଟିପାରେ କିନ୍ତୁ ଆପଣଙ୍କୁ ଏହା ଦ୍ୱାରା ଲାଭବାନ ହେବ । ଆର୍ଥିକ ସହଯୋଗ ମିଳିବ । ଯାତ୍ରା ଆଦିରେ ଲାଭବାନ ହେବେ । କାର୍ଯ୍ୟପ୍ରବଳ ବହୁଳ ହେବେ । ବାଧ୍ୟତାର ବଶବର୍ତ୍ତୀ ହୋଇ କୌଣସି କାମ କରି ପାରନ୍ତି । ବିରକ୍ତି ପ୍ରକାଶ କରିପାରନ୍ତି । ଶତ୍ରୁ ଦ୍ୱାରା ଉପକୃତ ହେବେ । ଆପଣଙ୍କର ମନ ପ୍ରଫୁଲ୍ଲିତ ରହିବ । ପରିବାରରେ ଜୀବନରେ ସୁଖ ଶାନ୍ତି ଫେରି ଆସିବ ।
୩- ତୃତୀୟ ରାଶି ଟି ହେଉଛି ତୁଳା ରାଶି । ତେବେ ପାରିବାରିକ ଜୀବନ ସୁଖ ଦୁଃଖରେ କଟିବ । ଚାକିରୀରେ ଆଶା ଜନକ ଫଳ ପାଇବେ । ଯାନ ବହନ କ୍ରୟର ଯୋଗ ବନୁଛି । ବ୍ୟବସାୟରେ ଅଗ୍ରଗତି ଘଟିବ । କର୍ମ ଚଞ୍ଚଳ ରହିବେ । ସୁଖ ସମ୍ମାନ ଆପଣଙ୍କୁ ମିଳିବ । ସାମୁୟିକ କାର୍ଯ୍ୟରେ ଆଗେଇବେ । ଆପଣଙ୍କର ସ୍ୱାସ୍ଥ୍ୟର ଅବସ୍ଥା ଠିକ ରହିବ । ସବୁବେଳେ ମନବଳ ପ୍ରଫୁଲ୍ଲ ରହିବ । ତୀର୍ଥ ଭ୍ରମଣର ଯୋଗ ରହିଛି । ବନ୍ଧୁ ମେଳରେ ଦିନ କଟାଇବେ । ବ୍ୟବସାୟରେ ଅଗ୍ରଗତି ଘଟିବ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ରରେ ପଦନ୍ନତିର ଆଭାସ ଦେଖାଯିବ ।
୪- ଚତୁର୍ଥ ରେ କନ୍ୟା ରାଶି । ତେବେ ଜୀବନରେ ଥିବା ସମସ୍ତ ବାଧା ବିଘ୍ନ ଏଡାଇ ପାରିବେ । ବିବାଦର ସମାଧାନ ହୋଇଯିବ । ଆର୍ଥିକ ସହଯୋଗ ମିଳିପାରେ । ଯାତ୍ରା ଆଦିରେ ଲଭବାନ ହୋଇପାରନ୍ତି । କାର୍ଯ୍ୟ ପ୍ରମାଦ ବହୁଳ ହେବ । ତେବେ ଆପଣଙ୍କର ମନ ପ୍ରଫୁଲ୍ଲ ରହିବ । ପରିବାରରେ ଜୀବନରେ ସୁଖ ଶାନ୍ତି ଫେରି ଆସିବ । ଏହା ସହ ଦୀର୍ଘ ଦିନର ଅପେକ୍ଷାକରୁଥିବା କୌଣସି ମନର ଇଛା ପୁର୍ଣ ହୋଇଯିବ ।
୫- ପଞ୍ଚମ ରାଶି ଟି ହେଉଛି ମିଥୁନ ରାଶି । ତେବେ ଦୀର୍ଘ ଦିନରୁ ଅପେକ୍ଷା କରିଥିବା କୌଣସି କାମରେ ସଫଳତା ପାଇବେ । ଅଭାବ ଦୂରେଇ ଯିବ । ବନ୍ଧୁବର୍ଗରେ ସମ୍ମାନୀତ ହେବେ । ସାହାର୍ଯ୍ୟ ସହଯୋଗ ମିଳିବ । ଦେବ ଦର୍ଶନରେ ଆନନ୍ଦ ପାଇବେ । ଅଶାନ୍ତିର ଅବସର ଘଟିବ । ନିଜ କର୍ମରୁ ଆନନ୍ଦ ପାଇବେ । ବିଭିନ୍ନ ଦିଗରୁ ସୁଖ ମିଳିପାରେ ।
୬- ଷଷ୍ଠ ରେ ହେଉଛି ମକର ରାଶି । ତେବେ କୌଣସି ମୂଲ୍ୟବାନ ଜିନିଷ ଆଦି କ୍ରୟ କରିବେ । ସ୍ବାସ୍ଥ୍ୟରେ ଉନ୍ନତି ଘଟିବ । ପରିବାରରେ ସୁଖ ବଢିବ । ସମସ୍ତ ବାଧା ବିଘ୍ନ ଦୁରେଇ ଯିବ । ତେବେ କାର୍ଯ୍ୟ ଦକ୍ଷତା ଯୋଗୁ ସମ୍ମାନୀତ ହେବେ । ପାରିବାରିକ ଶୃଙ୍ଖଳା ଘଟିପାରେ । ସ୍ବାସ୍ଥ୍ୟରେ ଉନ୍ନତି ଘଟିବ । ସମସ୍ତ କାର୍ଯ୍ୟରେ ଆଗେଇବେ । ଉଦ୍ୟମରେ ସଫଳତା ପାଇବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ମୂଲ୍ୟବାନ ଦ୍ରବ୍ୟ କିଣିବେ । ଆୟର ଉନ୍ନତି ଘଟିବ । ଦକ୍ଷତାର ଉପଯୋଗ କରିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ