ବନ୍ଧୁଗଣ, ପାକିସ୍ଥାନ ରେ ଇମ୍ରାନ ସରକାର ଙ୍କ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । କୁହାଯାଉଅଛି ଯେ ଇମ୍ରାନ ଖାନ ଇସ୍ତଫା ଦେବାକୁ ଯାଉଛନ୍ତି । କ’ଣ ଏହି ପ୍ରସ୍ତାବ ରେ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଭୋଟିଂ ହୋଇପାରିବ । ମି-ଡି-ଆ ରିପୋର୍ଟ ରେ କୁହାଯାଇଅଛି ଯେ ପାକିସ୍ଥାନ ର ସେନା ପ୍ରମୁଖ ଜନୱାଲ କମର ଜାୱେଦ ବାଜୱା ଓଆଇସି କନଫ୍ରେସ ପରେ ଇମ୍ରାନ ଖାନ ଙ୍କୁ ପଦ ରୁ ଇସ୍ଥିଫା ଦେବା ନିମନ୍ତେ କହିଛନ୍ତି । ଏହି ସବୁ ପରେ ଏହି ଖବର ଆସୁଅଛି ଯେ ବିପକ୍ଷ ପାର୍ଟି ନୂଆ ସରକାର ନିର୍ମାଣ ମଧ୍ୟ କରି ସାରିଛନ୍ତି ।
ଏହା ସହିତ ବିପକ୍ଷ ଦଳ ସହବାଜ ସରିଫ କୁ ପ୍ରଧାନ ମନ୍ତ୍ରୀ ବନାଇବା ନିମନ୍ତେ ସହମତି ହୋଇଯାଇଛନ୍ତି । ଏହା ମଧ୍ୟ କୁହାଯାଊଅଛି ଯେ ଏହି ସରକାର ରେ ବିଲାବଲ ଭୂକଟୋ ବିଦେଶ ମନ୍ତ୍ରୀ ହେବେ ଏବଂ ମରିୟମ ନବାଜ ଗୃହମନ୍ତ୍ରୀ । ଏହା ଜାଣିବା ନିହାତି ଜରୁରୀ ଅଟେ ଯେ ସହବାଜ ସରିଫ କିଏ ? କେଉଁ କାରଣ ନିମନ୍ତେ ତାଙ୍କୁ ପ୍ରଧାନ ମନ୍ତ୍ରୀ ବନାଇବା ପାଇଁ ଇମ୍ରାନ ଖାନ କୁ ହଟାଯାଉଅଛି ।
ଆପଣଙ୍କୁ କହିବାକୁ ଯାଉଅଛୁ ଯେ ସହବାଜ ସରିଫ କାଶ୍ମୀର ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ନେଇ କଣ ବୟାନ ଦେଇଛନ୍ତି ? ସହବାଜ ସରିଫ ପାକିସ୍ଥାନ ର ପୂର୍ବ ପ୍ରଧାନ ମନ୍ତ୍ରୀ ନବାଜସରିଫ ଙ୍କର ଭାଇ ଅଟନ୍ତି । ସେ ବିପକ୍ଷ ଙ୍କର ନେତା ମଧ୍ୟ ଅଟନ୍ତି । ଏହା ପୂର୍ବରୁ ସହବାଜ ସରିଫ ପାକିସ୍ଥାନ ରେ ପଞ୍ଜାବ ପ୍ରାନ୍ତ ରେ ୩ ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ୨୦୧୮ ରେ ପାକିସ୍ଥାନ ରେ ସାଧାରଣ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନ ରେ ପାକିସ୍ଥାନ ମୁସଲିମଲିଗ ନବାଜ, ସହବାଜ ସରିଫ ଙ୍କୁ ପ୍ରଧାନ ମନ୍ତ୍ରୀ ପଦ ରେ ଘୋଷିତ କରିଥିଲେ ।
ମାତ୍ର ସେହି ନିର୍ବାଚନ ରେ ଇମ୍ରାନ ଖାନ ଙ୍କ ପାର୍ଟି ବିଜେତା ହୋଇଥିଲା । ସେପ୍ଟେମ୍ବର ୨୦୨୦ ରେ ସହବାଜ ସରିଫ ଙ୍କୁ ମନି ଲଣ୍ଡରିଙ୍ଗ କେସ ରେ ଗିରଫ କରାଯାଇଥିଲା । ତାଙ୍କ ଉପରେ କରୋଡ ପଇସା ର ହେରଫେରି ର ଆରୋପ ଲାଗିଥିଲା । ଏପ୍ରିଲ ୨୦୨୧ ରେ ସହବାଜ ଙ୍କୁ ଲାହୋର ହାଇକୋର୍ଟ ଆଜାଦ କରିଦେଇଥିଲା । ମାତ୍ର ସହବାଜ ସରିଫ ଙ୍କ ଉପରେ ବର୍ତ୍ତମାନ ମଧ୍ୟ ଏହି କେସ ଚାଲୁଅଛି । ସହବାଜ ସରିଫ କଶ୍ମୀର କୁ ନେଇ ଭାରତ ଉପରେ ଜହର ଓଗାଳି ଆସିଛନ୍ତି । ସହବାଜ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ନେଇ ମଧ୍ୟ ଅନେକ ବିବାଦୀୟ ବୟାନ ଦେଇଥିଲେ ।
ସହବାଜ ସରିଫ କହିଥିଲେ ଯେ ମୋଦୀ ସରକାର କାଶ୍ମୀର ରେ ଅତ୍ୟାଚାର କରୁଛନ୍ତି । ସହବାଜ ସରିଫ ଏହା ମଧ୍ୟ କହିଛନ୍ତି ଯେ ଭାରତ ଯେବେ ମଧ୍ୟ G20 ଦେଶ ର ବୈଠକ ରେ ଯାଇଛି ତେବେ ମୋ ହୃଦୟରେ ତୀର ଲାଗିଯାଇଥାଏ । ସହବାଜ କରିଥିଲେ ଯେ ମୁଁ ଏହା ବରଦାସ କରି ପାରୁନାହିଁ ଯେ PM ମୋଦୀ G20 ର ବୈଠକ ରେ ଯାଉଅଛନ୍ତି ଏବଂ ଆମ୍ଭେ ଛିଡା ହୋଇ ତମାସା ଦେଖୁଅଛୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।