ଇଏ କେଉଁ ଗଛର ପଇଡ କିରେ ? ପଇଡ ଭିତରୁ ବାହାରୁଛି ଏମିତି ଜିନିଷ, ଦେଖି ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଖବର ଓ ଘଟଣା ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ଓ ଏହା ସହିତ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।


ଏହି ଭିଡିଓଟି ଯେତିକି ମଜାଦାର ସେତିକି ଆଶ୍ଚର୍ଯ୍ୟ ଜନକ ମଧ୍ୟ । ସମସ୍ତ ସ୍ଥାନରେ ଏହି ଭିଡିଓର ଚର୍ଚା ଜୋର ସୋର ଚାଲିଛି ।  ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ଭାଇରାଲ ହେଉଥିବା ଭିଡିଓରେ ଗୋଟେ ଟ୍ରକରେ ପଇଡ ଗଦା ହୋଇ ପଡିଛି ।

ସ୍ଥାନୀୟ ଲୋକଙ୍କ ସହ ମିଡିଆ ବାଲା ସେହି ସ୍ଥାନରେ ଛିଡା ହୋଇ ଦୃଶ୍ୟ ଦେଖୁଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ଅଧିକାଂଶ ଲୋକ କହୁଛନ୍ତି ଗଲା ବାତ୍ୟାରେ ଏତିକି ପଇଡ ଖସି ପଡିଛି ହେଲେ ଗଲା ବାତ୍ୟାରେ ଏତେ ତ ପବନ ହୋଇ ନାହିଁ । ଅନେକ ଲୋକ ଭାବୁ ଛନ୍ତି ଏହି ପଇଡ ଭିକି କୌଶଲ ଓ କାଟ୍ରିନା କେଆଫଙ୍କ ବିବାହ ପାଇଁ ଯାଉଛି ।

ମିଡିଆ ରିପୋର୍ଟସ ଅନୁସାରେ ଏହି ଭିଡିଓଟି ଜୟପୁର ସଦର ଥାନା ପରିସରର ଅଟେ । ବନ୍ଧୁଗଣ ପଇଡ ଟ୍ରକ ଭିତରେ ଗଞ୍ଜଏଇ ନିଆ ଯାଉଥିଲା । ଏହି ଲୋକମାନେ କୌଣସି ବୈଜ୍ଞାନିକଙ୍କ ଠାରୁ କମ ନୁହନ୍ତି । ଚନ୍ଦ୍ର ଯାନ ମଙ୍ଗଳ ଯାନ ପାଇଁ ବୈଜ୍ଞାନିକ ମାନେ ଯେତିକି ଟେକନିକ ବାହାର କରିନଥିବେ ଏହି ଲୋକମାନେ ଗଞ୍ଜଏଇ ଚାଳନ ପାଇଁ ତା ଠାରୁ ଅଧିକ ଟେକନିକ ବାହାର କଲେଣି ।


କେତେବେଳେ ଆମ୍ବୁଲାନ୍ସରେ ତ କେତେବେଳେ ପେଟ୍ରୋଲ ଗାଡି ଭିତରେ ଶେଷରେ ଆଜି ପଇଡ ଗାଡି ଭିତରେ ଗଞ୍ଜଏଇ ଜବତ ହୋଇଛି । ଲକ୍ଷ ଲକ୍ଷ ଟଙ୍କାର ମାଲ ଯାଉଥିବାରୁ ଏହି ଟ୍ରକରେ ଜିପିଏସ ମଧ୍ୟ ଲଗା ଯାଇଥିଲା । ଏହି ପଇଡ ଗାଡିର ସୂଚନା ପୋଲିସ ପାଖରେ ପହଞ୍ଚିବା ପରେ ପୋଲିସ ଏହି ଗାଡିରେ ଥିବା ଗଞ୍ଜଏଇକୁ ଜବତ କରିଛି । ତା ହେଲେ ବନ୍ଧୁଗଣ ଏଭଳି ଘଟନା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ,

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *