ହେ ଠାକୁର …କୁନି ପୁଅକୁ ରକ୍ଷା କର, ବୋରୱେଲ ରେ 50 ଘଣ୍ଟା ବିତିଲା ଏବେ କେମିତି ଅଛି ରାହୁଲ…Video ଦେଖିଲେ କାନ୍ଦି ପକେଇବେ ଆପଣ

ଜୀବନ ପାଇଁ ସବୁ ଲୋକମାନେ ସଂଘର୍ଷ କରି ଥାନ୍ତି ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ପିଲା ହୁଅନ୍ତୁ କିମ୍ବା ବୃଦ୍ଧା ସବୁ ବେଳେ କେହି ନା କେହି ଚାହିଁ ଥାନ୍ତି । ତେବେ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି ଚାହିଁବା ତାହା କରିପାରିବା । କିନ୍ତୁ ଆପଣ ଏହା ମଧ୍ୟ ଜାଣି ଥିବେ କି ବିପଦ ବେଳେ ଘର ପରିବାର ଲୋକମାନେ ଆମ ମାନଙ୍କ ସହ ଠିଆ ହୋଇ ଥାନ୍ତି ।

ଯଦି ଦରକାର ହୋଇଥାଏ ସାଙ୍ଗସାଥି ମାନେ ମଧ୍ୟ ଠିଆ ହୋଇ ଥାନ୍ତି । 11 ବର୍ଷ ର ଏକ ପିଲା 80 ଫୁଟ ତଳେ ଫାଶୀ କି ରହିଛି । ନିଜ ପାଇଁ ନିଜେ ଚେଷ୍ଟା କରୁଥିବା ବେଳେ ତା ପାଖକୁ ସବୁ କିଛି ପଠା ଯାଉଛି ଛତିଶଗଡର ରାଜ୍ୟ ସରକାର ମଧ୍ୟ ସାହାଜ୍ଯ ପଠାଇ ଛନ୍ତି ପିଲାର ସ୍ୱାସ୍ଥ୍ୟ କୁ ଦେଖା ରକ୍ଷା କରିବା ପାଇଁ ଏକ ଟିମ ସେଠାରେ ଅଛି ।

ଏହା ସହ କିଛି ଟିମ ଉଧାର କାମରେ ମଧ୍ୟ ଲାଗିଛନ୍ତି । କିନ୍ତୁ ଏହା ପାଇଁ ସେହି 11 ବର୍ଷ ର ବାଳକ କୁ ମଧ୍ୟ ଚେଷ୍ଟା ଚଳାଇଛି । ତାରା ନାମ ରାହୁଲ ଅଟେ । ଟିୟୁବ ବେଲ ର ପାଇଁ ଖୋଲା ହୋଇଥିବା ଗାତରେ ପଡି ଯାଇଛି ଏହି କୁନି ପିଲା । ସେହି ବାଟ ଦେଇ ପାଣି ବାହାରୁ ଥିବାରୁ ବାଲଟି ସାହାଯ୍ୟରେ ନିଜ କୁ ରକ୍ଷା କରିବା ପାଇଁ ପାଣି ବାହାର କରିବାରେ ମଧ୍ୟ ସାହାଜ୍ଯ କରୁଛି ।

ପିଲାର ସାହାଶ ଓ ଧାର୍ଯ୍ୟ ବଢାଇବା ପାଇଁ ସେହି ଜାଗାରେ ଅନେକ ଲୋକମାନେ ଅଛନ୍ତି । ରାଜ୍ୟ ସରକାର ପଠାଇଥିବା ରେସକ୍ୟୁ ଟିମ ମଧ୍ୟ ପତଥାଇ ଛନ୍ତି ସେମାନେ ଅନ୍ୟ ପଟରୁ ସାହାଜ୍ଯ କରୁଛନ୍ତି । ଯାହା ଦ୍ଵାରା ବହୁତ ଜଲ୍ଦି ରାହୁଲ କୁ ବାହାର କରିବାର ଉପାୟ ସଫଳ ହେବାରେ ଲାଗିଛି । ତଥାପି କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ ର ଭି ଚେଷ୍ଟା କରୁଛନ୍ତି ରାହୁଲ ଙ୍କୁ ବାହାର କରିବା ପାଇ ।

ରାହୁଲ କୁ ଖାଇବା ଦେବା ପାଇଁ ଅନେକ ପ୍ରକାର ଚେଷ୍ଟା କରା ଯାଉଛି କଦଳୀ ପାଉଁରୁଟି ଆଦି ସବୁ କିଛି ପଠା ଯାଉଛି । ବାଲଟି ବାଲଟି ପାଣି କଢା ଯାଉଛି ବଞ୍ଚାଇବା ପାଇଁ । ଏହା ସହ ପାଇପ ମାଧ୍ୟମରେ ଅମ୍ଳଜାନ ମଧ୍ୟ ପଠା ଯାଉଛି । ସହ ସହ ଅଧିକାରୀ ଏହି କାମରେ ଲାଗି ପଡିଛନ୍ତି । ଅମ୍ଳଜାନ ପଠାଇବା ପାଇଁ ଏକ ସିଲିଣ୍ଡର ଆସିଛି ଓ ଏହାକୁ ପାଇପ ମାଧ୍ୟମରେ ପଠା ଯାଉଛି ।

ବିଶ୍ଵାଶ ରକ୍ଷା ଯାଇଛି କି ବହୁତ ଶୀଘ୍ର ଏହାକୁ ବାହାରକୁ ବାହାର କରା ଯାଇ ପାରିବ । ତେବେ ଏହାକୁ ନେଇକି ଅନେକ ମହଲରେ ଅନେକ ପ୍ରକାର ଚେଷ୍ଟା କରା ଯାଉଥିବାର ସୂତ୍ରରୁ ଜଣା ପଡିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *