ବନ୍ଧୁଗଣ ଆସନ୍ତା ୧୮ ମାର୍ଚ୍ଚ ଶୁକ୍ରବାର ଦିନ ପଡୁ ଅଛୁ ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳ ଯାତ୍ରା ହିନ୍ଦୁ ମାନଙ୍କର ଏକ ବଡ ପର୍ବ । ଦୋଳିରେ ରାଧା କୃଷ୍ଣଙ୍କୁ ବସାଇ ପରିକ୍ରମା କରିଥିବାରୁ ଏହାର ନାମ ଦୋଳ ଯାତ୍ରା ହୋଇ ଅଛି । ଏଥର ଦୋଳ ପୂର୍ଣ୍ଣିମା ଠାରୁ ୪ଟି ଗ୍ରହ ଏକା ସାଙ୍ଗରେ ବସି ଛନ୍ତି । ମକର ରାଶିରେ ବୁଧ, ମଙ୍ଗଳ, ଶୁକ୍ର ଓ ଶନିଙ୍କର ଉକ୍ତି ବନୁ ଅଛି । ଏହି ଦୋଳ ପୂର୍ଣ୍ଣିମାରେ କିଛି ରାଶି ମାନଙ୍କର ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ଏହି ରାଶି ମାନଙ୍କ ଉପରେ ପ୍ରଭୁ ଶ୍ରୀ କୃଶ୍ନ୍ନଙ୍କ ବିଶେଷ କୃପା ଦୃଷ୍ଟି ପଡିବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭାଗ୍ୟଶାଳୀ ରାଶି ମାନଙ୍କର ବିଷୟରେ ।
ବୃଷ ରାଶି- ବନ୍ଧୁଗଣ ଏହି ଦୋଳ ପୂର୍ଣ୍ଣିମା ପରଠାରୁ ଆପଣ ମାନଙ୍କ ଉପରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପା ପଡୁ ଅଛି । ଆପଣ ନିଜ ସମସ୍ତ କାର୍ଯ୍ୟରେ ସଫଳ ହେବେ ଓ ଆପଣ ପ୍ରଚୁର ଧନ ପ୍ରାପ୍ତି କରିବେ । ଧନରେ ମାଲା ମାଲ ହେବାକୁ ଆପଣଙ୍କୁ କେହି ବି ରୋକିପାରିବେ ନାହିଁ । ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ ଦୁଇଗୁଣ ଧନ ଲାଭ ହୋଇପାରେ ।
କନ୍ୟା ରାଶି- ବନ୍ଧୁଗଣ ଆପଣ ମାନଙ୍କ ଭାଗ୍ୟ ଏହି ଦୋଳ ପୂର୍ଣ୍ଣିମା ପରଠାରୁ ସଂପୂର୍ଣ୍ଣ ବଦଳିବାକୁ ଯାଉଛି । ଆପଣ ମାନଙ୍କ ଉପରେ ଭଗବାନ ଶ୍ରୀ କୃଷ୍ଣଙ୍କ ବିଶେଷ କୃପା ପଡିବାକୁ ଯାଉଛି । ଆପଣ ମାନେ ଧନରେ ମାଲା ମାଲ ହେବାକୁ ଯାଉଛନ୍ତି । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ରହିବ ଓ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଯଦି ଆପଣ କୌଣସି ନୂଆ ବେପାର ଆରମ୍ଭ କରିବାକୁ ଚାହୁଁ ଛନ୍ତି ତା ହେଲେ ଏହି ସମୟ ଆପଣଙ୍କ ପାଇଁ ଶୁଭଦାୟକ ।
ସିଂହ ରାଶି- ବନ୍ଧୁଗଣ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପା ଦୃଷ୍ଟିରୁ ଆପଣ ମାନଙ୍କୁ ଦୋଳ ପୂର୍ଣ୍ଣିମା ପରଠାରୁ ଦୁଇଗୁଣା ଲାଭ ମିଳିବ । ଆପଣଙ୍କୁ ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ ଓ ଖୁବ ଶୀଘ୍ର ଆପଣ ମାନଙ୍କୁ ଏକ ବଡ ଖୁସି ଖବର ମିଳିବ । ଶ୍ରୀ କୃଷ୍ଣଙ୍କ କୃପାରୁ ଆପଣ ପ୍ରଚୁର ଧନ ଲାଭ କରିବେ ଏହା ସହ ଆପଣଙ୍କ ଆଗାମୀ ଜୀବନ ସମୃଦ୍ଧିମୟ ରହିବ ।
ତୁଳା ରାଶି- ବନ୍ଧୁଗଣ ଏହି ପବିତ୍ର ଦୋଳ ପୂର୍ଣ୍ଣିମା ପରଠାରୁ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିବାକୁ ଯାଉ ଅଛି । ଆପଣଙ୍କ ଉପରେ ଭଗବାନ ଶ୍ରୀ କୃଷ୍ଣଙ୍କ ବିଶେଷ କୃପା ରହିବ ଯାହାଫଳରେ ଆପଣ ସମସ୍ତ କ୍ଷେତ୍ରରେ ସଫଳ ହେବେ । ଏହା ସହ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ଯା ଦୂର ହେବ । ବ୍ୟାପାର କ୍ଷେତ୍ରରେ ଆପଣ ପ୍ରଚୁର ଧନଲାଭ କରିବେ ଓ ଆଗାମୀ ଜୀବନ ସୁଖମୟ ରହିବ ।
କୁମ୍ଭ ରାଶି- ଏହି ଦୋଳ ପୂର୍ଣ୍ଣିମା ପରଠାରୁ ଆପଣ ମାନଙ୍କୁ ଅନେକ ସ୍ଥାନରୁ ଧନର ଲାଭ ଦେଖିବାକୁ ମିଳିବ । ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ମାନେ ଏହି ସମୟରେ ନିବେଶ କରିପାରନ୍ତି ଆଉ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଏହା ସହିତ ଆପଣ ମାନଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ