Ollywood ର Top 10 ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମଗ୍ର ଓଡ଼ିଶା ରେ ଲୋକପ୍ରିୟତା ହାସଲ କରି ସାରିଛି। ଏହାର ପଛରେ ମୁଖ୍ୟ ହାତ ରହିଛି ଫିଲ୍ମ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ। ବିଶେଷ କରି ଅଭିନେତ୍ରୀ ମାନଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକ ମାନଙ୍କୁ ଆକର୍ଷିତ କରିଥାଏ। ତେବେ ଆପଣ ମାନେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନଙ୍କୁ ତ ଦେଖିଥିବେ।

କିନ୍ତୁ କଣ ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କ ପ୍ରକୃତ ଘର କେଉଁଠି ଅବସ୍ଥିତ ସେହି ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଭୂମିକା- ଆପଣମାନେ ଜାଣିଥିବେ ଯେ ଭୂମିକା ବହୁତ ଛୋଟ ବେଳୁ ଅଭିନୟ କରୁଛନ୍ତି ।ତାଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି ରାଉରକେଲା ।ସେ ସେଠାରେ ଜନ୍ମ ହୋଇଥିଲେ। କିନ୍ତୁ ସେ ବର୍ତ୍ତମାନ ଭୁବନେଶ୍ୱର ରେ ରହିକି ନିଜର ଅଭିନୟ କାମ କରିବା ସହିତ ନିଜ ପାଠପଢା ମଧ୍ୟ ଜାରି ରଖିଛନ୍ତି।


୨. ପୁନମ- ଆପଣମାନେ ଜାଣିଥିବେ ପୁନମ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି ।ସେ ବହୁତ ଚଳଚ୍ଚିତ୍ରରେ ହିରୋଇନ ଭାବେ କାମ କରିଛନ୍ତି ।ସେଥିପାଇଁ ସେ ଇଣ୍ଡଷ୍ଟ୍ରୀ ରେ ବହୁତ ଜଣାଶୁଣା ।ତାଙ୍କର ପ୍ରକୃତ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର ।ସେ ସେଠାରେ ଜନ୍ମ ହୋଇଥିଲେ ।ସେ ବର୍ତ୍ତମାନ ଭୁବନେଶ୍ୱର ରେ ରହି ନିଜର ଭବିଷ୍ୟତ ଗଢୁଛନ୍ତି ।


୩. ବର୍ଷା ପ୍ରିୟାଦର୍ଶନୀ- ଏହି ଅଭିନେତ୍ରୀ ବହୁତ ଚଳଚ୍ଚିତ୍ରରେ ହିରୋଇନ ଭାବରେ କାମ କରିଛନ୍ତି। ସେଥିପାଇଁ ସେ ବହୁତ ଜଣାଶୁଣା ।ତାଙ୍କର ପ୍ରକୃତ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର ।ସେ ସେଠାରେ ଜନ୍ମ ହୋଇଥିଲେ।ବର୍ତ୍ତମାନ ସେ କଟକ ରେ ରହୁଛନ୍ତି।


୪. ଶିବାନି ପ୍ରିୟଦର୍ଶିନୀ- ଶିବାନୀ ବର୍ତ୍ତମାନ ହେଉଛନ୍ତି ଓଲିଉଡ ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ।ସେ ବହୁତ ଚଳଚ୍ଚିତ୍ର ରେ ହିରୋଇନ ଭାବେ କାମ କରିଛନ୍ତି।ତାଙ୍କର ପ୍ରକୃତ ଘର ହେଉଛି ଖୋର୍ଦ୍ଧା। ସେ ଖୋର୍ଦ୍ଧାରେ ଜନ୍ମ ହୋଇଥିଲେ।

୫. ଅର୍ଚ୍ଚିତା ସାହୁ- ଏହି ଅଭିନେତ୍ରୀ ଅନେକ ଚଳଚ୍ଚିତ୍ର ରେ ହିରୋଇନ ଭାବେ କାମ କରିଛନ୍ତି।ତାଙ୍କ ପ୍ରକୃତ ଘର ଭୁବନେଶ୍ୱର ରେ ଅବସ୍ଥିତ।

୬. ଶିତଲ- ଶିତଲ ହେଉଛନ୍ତି ଓଲିଉଡ ର ଜଣେ ଜଣାଶୁଣା ଅଭିନେତ୍ରୀ।ତାଙ୍କର ସବୁ ଚଳଚ୍ଚିତ୍ର କୁ ଲୋକ ମାନେ ବହୁତ ଭଲ ପାଇଥାନ୍ତି।ତାଙ୍କ ପ୍ରକୃତ ଘର ହେଉଛି କଟକ।

୭. ରିୟା- ଅଭିନେତ୍ରୀ ରିୟା ମଧ୍ୟ ବହୁତ ଭଲ ଅଭିନୟ କରନ୍ତି। ତାଙ୍କ ଚଳଚ୍ଚିତ୍ର ମଧ୍ୟ ବହୁତ ଲୋକପ୍ରିୟ ।ତାଙ୍କ ଘର ହେଉଛି ବାଲେଶ୍ଵର ।


୮. ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ- ଝିଲ୍ଲୀକ ହେଉଛନ୍ତି ଜଣେ ବେଙ୍ଗଲୀ ଝିଅ ।ସେ ଓଡ଼ିଶାର ବିଧାୟକ ଙ୍କୁ ବିବାହ କରି ବର୍ତ୍ତମାନ ଓଡ଼ିଶାରେ ରହୁଛନ୍ତି।ତାଙ୍କ ପ୍ରକୃତ ଜନ୍ମ ସ୍ଥାନ ହେଉଛି କୋଲକତା।

୯. ଏଲିନା ସାମନ୍ତରାୟ- ଏଲିନା ତରଙ୍ଗ ଟିଭି ମାଧ୍ୟମରେ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ। ତାଙ୍କ ପ୍ରଥମ ଚଳଚିତ୍ର ହେଉଛି “ଇସ୍କ ତୁ ହି ତୁ”।ତାଙ୍କ ଜନ୍ମସ୍ଥାନ ହେଉଛି ଭଦ୍ରକ। ସେ ବର୍ତ୍ତମାନ ଭଦ୍ରକ ର ଗୋଟିଏ ଗାଁ ରେ ରହୁଛନ୍ତି।

୧୦. ପ୍ରକୃତି ମିଶ୍ର- ପ୍ରକୃତି ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।ତାଙ୍କ ପ୍ରକୃତ ଘର ହେଉଛି ଖୋର୍ଦ୍ଧା ।ବର୍ତ୍ତମାନ ସେ ମୁମ୍ବାଇ ରେ ରହି ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି।


୧୧- ସୁପ୍ରିୟା- ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଓଡ଼ିଆ ଫିଲ୍ମ ରେ ନିଶ୍ଚିତ ଭାବରେ ଦେଖିଥିବେ। ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର ଗୁଜୁରାଟ ରେ ଅବସ୍ଥିତ।ସେ ବର୍ତ୍ତମାନ ଓଡ଼ିଶା ରେ ରହି ଓଡ଼ିଆ ଫିଲ୍ମ ରେ ଅଭିନୟ କରୁଛନ୍ତି।

୧୨. ସନ୍ମୀରା- ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିବାର ଦେଖିଥିବେ। ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର ମୟୁରଭଞ୍ଜ ରେ ଅବସ୍ଥିତ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *