ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତା ମାନଙ୍କ ପୁଅଙ୍କ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତା ମାନଙ୍କ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ସିଦ୍ଧାନ୍ତ ମହାପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର । ଆପଣ ମାନେ ସମସ୍ତେ ସିଦ୍ଧାନ୍ତଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ସିଦ୍ଧାନ୍ତଙ୍କ ପୁଅ ଓ ଝିଅ ।
ଆକାଶ- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆକାଶ । ଆପଣ ମାନେ ସମସ୍ତେ ଆକାଶଙ୍କୁ ବହୁତ ସାରା ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଆକାଶ ନିଜ ଜବରଦସ୍ତ ଅଭିନୟ ଓ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଏ ହେଉଛନ୍ତି ଆକାଶଙ୍କ ପୁଅ ।
ଦେବାଶିଷ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଆଲବମ ହିରୋ ଦେବାଶିଷ । ଦେବାଶିଷ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି । ତେବେ ଏ ହେଉଛନ୍ତି ଦେବାଶିଷଙ୍କ ପୁଅ ଓ ଝିଅ ।
ପପୁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜବରଦସ୍ତ କମେଡିଆନ ପପୁ । ଆପଣ ମାନେ ସମସ୍ତେ ପପୁଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏ ହେଉଛନ୍ତି ପପୁଙ୍କ ଝିଅ ଓ ପୁଅ ।
ବାବୁସାନ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ବାବୁସାନ । ତେବେ ଆପଣ ମାନେ ସମସ୍ତେ ବାବୁସାନଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ । ଗତ କିଛି ମାସ ତଳେ ବାବୁସାନଙ୍କର ଏକ ପୁଅ ଜନ୍ମ ହୋଇଥିଲା । ଆପଣ ମାନେ ଏହି ଫଟୋରେ ବାବୁସାନଙ୍କ ପୁଅକୁ ଦେଖି ପାରୁଥିବେ ।
ଅରିନ୍ଦମ ରାୟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଅରିନ୍ଦମ ରାୟ । ଆପଣ ମାନେ ସମସ୍ତେ ଅରିନ୍ଦମଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ଅରିନ୍ଦମଙ୍କ ପୁଅ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।