Ollywood ର କେଉଁ ହୀରୋଙ୍କ ସ୍ତ୍ରୀ ସବୁଠୁ ଅଧିକ ସୁନ୍ଦର ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ହିରୋ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ହିରୋ ମାନେ ନିଜ ଲାଇଫ ଷ୍ଟାଇଲ ଓ ନିଜ ଫିଲ୍ମ ଗୁଡିକ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଓଡିଆ ହିରୋଙ୍କ ସ୍ତ୍ରୀ ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ହିରୋଙ୍କ ସ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସବ୍ୟସାଚୀ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର । ଆପଣ ମାନେ ସମସ୍ତେ ସବ୍ୟଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ସବ୍ୟ ଗତ ବର୍ଷ ୨୦୨୧ରେ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ବିବାହ କରିଥିଲେ ଓ ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ରହୁଛନ୍ତି ।

ଅରିନ୍ଦମ ରାୟ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଅରିନ୍ଦମ ରାୟ । ଆପଣ ମାନେ ସମସ୍ତେ ଅରିନ୍ଦମଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଅରିନ୍ଦମଙ୍କ ସ୍ତ୍ରୀଙ୍କ ନାମ ହେଉଛି ଅନୁପା ରାୟ ଓ ସେ ଜଣେ ରାଜନୀତିଜ୍ଞଙ୍କ ଭଉଣୀ ଅଟନ୍ତି ।

ଶ୍ରିତମ ଦାସ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଶ୍ରିତମ ଦାସ । ଶ୍ରିତମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଶ୍ରିତମଙ୍କ ପତ୍ନୀଙ୍କ ନାମ ହେଉଛି ପୁନମ ଦାସ ଓ ଏହି ଦୁଇଜଣଙ୍କର ଗୋଟେ ଝିଅ ବି ଅଛି ।

ଆକାଶ ଦାସ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଆକାଶ ଦାସ । ଆପଣ ମାନେ ସମସ୍ତେ ଆକାଶଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଆପଣ ମାନେ ସମସ୍ତେ ଏହି ଫଟୋରେ ଆକାଶଙ୍କ ସ୍ତ୍ରୀଙ୍କୁ ଦେଖି ପାରୁଥିବେ ।

ଅନୁଭବ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଅନୁଭବ ମହାନ୍ତି । ଅନୁଭବ ଜଣେ ଅଭିନେତା ହେବା ସହ ଜଣେ ରାଜନେତା ବି ଅଟନ୍ତି । ଅନୁଭବଙ୍କ ପତ୍ନୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ । ବର୍ଷା ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରୟ ଅଭିନେତ୍ରୀ ଅଟନ୍ତି ।

ବାବୁସାନ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ବାବୁସାନ ମହାନ୍ତି । ବାବୁସାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବାବୁସାନଙ୍କ ପତ୍ନୀଙ୍କ ନାମ ହେଉଛି ତୃପ୍ତି ଶତପଥି ।

Leave a Reply

Your email address will not be published. Required fields are marked *