Ollywood ର ଲୋକପ୍ରିୟ ଆକ୍ଟର Mihir Das ଙ୍କ Family ଓ Biography, ଆଗରୁ କେବେ ବି ଦେଖି ନଥିବେ !

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଜାଣିବା ବରିଷ୍ଠ ଅଭିନେତା ମିହିରଦାସଙ୍କ ଜୀବନ ଶୈଲୀ ବିଷୟରେ କିଛି ବିଶେଷ ତଥ୍ୟ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଆପଣମାନେ ତ ନିହାତି ଭାବରେ ଓଡ଼ିଆ ସିନେମା ଦେଖୁଥିବେ ଏବଂ ଯଦି ଆପଣ ଓଡ଼ିଆ ସିନେମା ଦେଖନ୍ତି ତେବେ ଆପଣ ମିହିର ଦାସଙ୍କୁ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ଅଭିନୟ ସହିତ ମଧ୍ୟ ବେସ ଭଲ ଭାବରେ ପରିଚିତ ଥିବେ । ତେବେ ମିହୀର ଦାସଙ୍କ ପ୍ରକୃତ ନାମ ହେଉଛି ମିହିର କୁମାର ଦାସ ।


ତାଙ୍କ ଡାକ ନାମ ହେଉଛି ମିହିର । ବରିଷ୍ଠ ଅଭିନେତା ମିହିର ଦାସଙ୍କ ଜନ୍ମ ୧୭ ଫେବୃଆରୀ ୧୯୬୬ ମସିହାରେ ମୟୁରଭଞ୍ଜ ଜିଲ୍ଲାରେ ହୋଇଥିଲା । ସେ ତାଙ୍କର ପିଲା ଦିନ ସେହି ଜାଗାରେ ହିଁ କଟାଇଛନ୍ତି । ତେବେ ବର୍ତ୍ତମାନ ତାଙ୍କର ବୟସ ହେଉଛି ୫୫ ବର୍ଷ । ଏବେ ଆସନ୍ତୁ ଜାଣିବା ମିହିର ଦାସଙ୍କର ଶାରୀରିକ ତଥ୍ୟ ବିଷୟରେ । ତେବେ ମିହିର ଦାସଙ୍କ ଉଚ୍ଚତା ହେଉଛି ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ ଏବଂ ତାଙ୍କର ଓଜନ ହେଉଛି ୭୦ କିଲୋ ।

ମିହିର ଦାସଙ୍କର ଆଖି ଏବଂ ଚୁଟିର ରଙ୍ଗ କଳା ଅଟେ । ସେ ଧର୍ମରେ ହିନ୍ଦୁ ଅଟନ୍ତି ଏବଂ ତାଙ୍କର ନାଗରିକତା ହେଉଛି ଭାରତୀୟ । ତେବେ ବନ୍ଧୁଗଣ ମିହିର ଦାସ କଟକର ରେଭେନ୍ସା ବିଶ୍ୱ ବିଦ୍ୟାଳୟରୁ ଗ୍ରାଜୁଏସନ କରିଛନ୍ତି । ସେ ତାଙ୍କର ସ୍କୁଲ ମଧ୍ୟ କଟକର ଏକ ସ୍କୁଲରୁ ପୂର୍ଣ କରିଥିଲେ । ତେବେ ଆସନ୍ତୁ ଜାଣିବା ମିହିର ଦାସଙ୍କ କ୍ୟାରିଅର ବିଷୟରେ । ତେବେ ମିହିର ଦାସ ତାଙ୍କର ଫିଲ୍ମ ଜୀବନର ଆରମ୍ଭ ୧୯୭୯ ମସିହାରେ ମଥୁରା ବିଜୟରୁ କରିଥିଲେ ।


ଏହା ପର ଠାରୁ ଅନେକ ଫିଲ୍ମରେ କାମ କରିଛନ୍ତି ମିହିର ଦାସ । ଆସନ୍ତୁ ଜାଣିବା ମିହିର ଦାସଙ୍କ ପରିବାର ବିଷୟରେ । ତେବେ ତାଙ୍କର ପରିବାରରେ ବର୍ତ୍ତମାନ ତାଙ୍କର ଦୁଇ ଜଣ ପୁଅ ଏବଂ ତାଙ୍କର ବୋହୁ ଅଛନ୍ତି । ମିହିର ଦାସଙ୍କ ସ୍ତ୍ରୀଙ୍କ ନାମ ହେଉଛି ସଙ୍ଗୀତା ଦାସ । ସେ ଏବେ ଆଉ ଏହି ଦୁନିଆରେ ନାହାନ୍ତି । ତେବେ ମିହିର ଦାସଙ୍କ ପସନ୍ଦର ରଙ୍ଗ ହେଉଛି ନାଲି ଏବଂ ଧଳା । ତାଙ୍କର ମନ ପସନ୍ଦର ଖାଦ୍ୟ ହେଉଛି ଆମିଷ ।

ମିହିର ଦାସଙ୍କ ମନ ପସନ୍ଦର ଅଭିନେତା ହେଉଛନ୍ତି ଅମିତାବ ବଚନ । ଏବେ ଆସନ୍ତୁ ଜାଣିବା ମିହିର ଦାସଙ୍କ କାର କଲେକ୍ସନ ବିଷୟରେ । ତେବେ ତାଙ୍କ ପାଖରେ ଅଛି ମାରୁତି ସୁଜୁକି କାର । ତେବେ ସ୍ତ୍ରୀ ସଂଗୀତ ଅଳ୍ପ ବୟସ ରେ ମୃତ୍ୟୁବରଣ କରିବା ପରେ ମିହିର ଦାସ ନିଜ ଅଭିନୟ ଯିବାକୁ କୁ ଆଗେଇବା ସହ ନିଜ ପୁଅ ମନକୁ ଏକ ବାପା ମା ହେଇକି ତାଙ୍କ ପାଇଁ କାମ କରିଥିଲେ ଓ ତାଙ୍କ ପୁଅ ଅମ୍ଲାନ କୁ ଏକ ପରିଚିତ ହିରୋ କରିଛନ୍ତି ସେ ଓ ତାଙ୍କ ପୁଅ ନିଜ ପରିବାର ର ଗୁରୁତ୍ୱପୂର୍ଣ ବ୍ୟବସାୟ ସାମ୍ବାଳୁଛନ୍ତି ।


ତେବେ ବର୍ତ୍ତମାନ ମିହିର ଦାସ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ହସ୍ପିଟାଲରେ ଅଛନ୍ତି ଏବଂ ଆମେ ପାର୍ଥନା କରୁଛୁ ସେ ଶୀଘ୍ର ଭଲ ହୋଇ ଫେରି ଆସନ୍ତୁ । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *