ବଡ ଦୁଃଖ ଖବର, ସୁଟିଙ୍ଗ ବେଳେ Ollywood ଅଭିନେତ୍ରୀ Riya Dey ଙ୍କ ସହ ଘଟିଲା ଭୟଙ୍କର ଅଘଟଣ, ଦେଖନ୍ତୁ କିପରି ଅଛନ୍ତି ସେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରିୟା ଦେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ରିୟାଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ରିୟା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ରିୟା ।

ବନ୍ଧୁଗଣ ଗତ କିଛି ସମୟ ହେବ ରିୟାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସୁଟିଙ୍ଗ ବେଳେ ଅଘଟଣ ଘଟିଛି ରିୟା ଦେ ଏହି ଅଘଟଣରେ ଆହାତ ହୋଇଛନ୍ତି ।

ପଥରରୁ ରିୟା ଖସି ଯାଇଥିଲେ ଯାହାଫଳରେ ତାଙ୍କ ଗୋଡରେ ଆଘାତ ଲାଗିଛି । ଶିମିଳିପାଳ ଲୁଲୁମ ଠାରେ ଏକ ଓଡିଆ ସିନେମାର ଗୀତ ସୁଟିଙ୍ଗ ଚାଲୁ ଥିଲା । ପଥର ଉପରେ ଏକ ସିନ୍ ସୁଟ କରୁଥିବା ବେଳେ ପଥରରେ ଖସି ପଡିଥିଲେ ରିୟା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାରିପଦା ଅଣା ଯାଇଥିବା ବେଳେ ତାଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ଜଣା ପଡିଛି ।

ସୋସିଆଲ ମିଡିଆରେ ଏକ ଅଘଟଣ ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଏହି ଭିଡିଓରେ ରିୟା କାନ୍ଦୁ ଥିବାର ନଜର ଆସୁଛନ୍ତି ଓ ସୁଟିଙ୍ଗ ସେଟର ଷ୍ଟାଫ ମାନେ ତାଙ୍କ ସହ ଅଛନ୍ତି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *