ଆପଣଙ୍କର ପ୍ରିୟ Ollywood ଅଭିନେତ୍ରୀ ମାନଙ୍କ ଘର କେଉଁଠି ? କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ନମସ୍କାର ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତ ସହ ପରିଚିତ ନିଶ୍ଚିତ ଥିବେ । ଓଲିଉଡ ର ସିନେମା ମଧ୍ୟ ବହୁତ ଚର୍ଚ୍ଚା ରେ ରହିଥାଏ । ଲୋକମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ଖୁବ ପସନ୍ଦ ମଧ୍ୟ କରନ୍ତି ଏବଂ ଏହି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଏବଂ ଅଭିନେତା ମାନଂକୁ ମଧ୍ୟ ଖୁବ ପସନ୍ଦ କରନ୍ତି ।

ନିଜ ନିଜର ମନ ପସନ୍ଦ ର ଅଭିନେତା କିମ୍ବା ଅଭିନେତ୍ରୀ ମାନଙ୍କ ସିନେମା କୁ ଆପଣ ମାନେ ଦେଖିବାକୁ କେବେବି ଭୁଲନ୍ତି ନାହିଁ । ତେବେ ଆଜି ଆମେ ସେହି ଓଲିଉଡ ଜଗତର କିଛି ଅଭିନେତ୍ରୀ ମାନଙ୍କ ଜୀଵନ ଶୈଳୀ ଏଵଂ ସେମାନଙ୍କ ଜନ୍ମସ୍ଥାନ କେଉଁଠାରେ ଅସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।


୧- ପ୍ରଥମ ରେ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତେବେ ଓଲିଉଡ ର ସବୁଠାରୁ ସୁନ୍ଦର ଏବଂ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ ନିଜର ସୁନ୍ଦର ଅଭିନୟ ଏବଂ ଲୁକ ରେ ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ । ତେବେ ସେ କଟକ ରେ ହିଁ ଜନ୍ମଗ୍ରହଣ କରିଛନ୍ତି ଏବଂ ଏହିଠାରେ ବଡ଼ ହୋଇଛନ୍ତି ।


୨- ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ । ଓଲିଉଡ ର ଟାଲେଣ୍ଟଡ଼ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା । ନିଜର ଅଭିନୟ ପ୍ରତିଭା ଦେଖାଇ ସେ ଦର୍ଶକ ମାନଙ୍କ ହୃଦୟ ରେ ନିଜର ଘର କରି ପାରିଛନ୍ତି ତେବେ ତାଙ୍କର ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱର ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ । ତେବେ ଏଲିନା ଏକ ରିୟାଲିଟି ଶୋ ରୁ ବିଜୟ ହୋଇ ନିଜର କ୍ୟାରିଅର ବନେଇ ଥିଲେ ଏବଂ ଏହା ପରେ ଗୋଟିଏ ପରେ ଗୋଟିଏ ହିଟ ସିନେମା ଓଲିଉଡ କୁ ପ୍ରଦାନ କରି ଚାଲିଲେ । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି ଭଦ୍ରକ ।


୪- ଚତୁର୍ଥ ରେ ହେଉଛନ୍ତି ଝିଲିକ ଭଟାଚାର୍ୟ । ତେବେ ଜଣେ ଚୁଲବୁଲି ନାୟିକା ଭାବରେ ସେ ବେଶ ପରିଚିତ ଏବଂ ଓଲିଉଡ କୁ ସେ ଅନେକ ହିଟ ସିନେମା ମଧ୍ୟ ପ୍ରଦାନ କରିଛନ୍ତି । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି କଲିକତା ।


୫- ପଞ୍ଚମ ରେ ହେଉଛନ୍ତି ଲିପ୍ସା ମିଶ୍ର । ତେବେ ଲିପ୍ସା ଅନେକ ଧାରାବାହିକ ଏବଂ ସିନେମା ଉଭୟ ରେ ନିଜର ଅଭିନୟ ର ଯାଦୁ ଢାଳି ଦେଇଛନ୍ତି । ତେବେ ବହୁତ କମ ସମୟରେ ସେ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲେ । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର ।


୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ଶିବାନୀ ସଂଗୀତା । ତେବେ ଜଣେ ବାଲ୍ୟ କଳାକାର ରୁ ବର୍ତ୍ତମାନ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଛନ୍ତି ଶିବାନୀ । ତେବେ ସେ ଦେଖିବାକୁ ଖୁବ ସୁନ୍ଦର ଏବଂ ଅଭିନୟ ମଧ୍ୟ ବହୁତ ଭଲ କରନ୍ତି । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି ଖୋର୍ଦ୍ଧା ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *