ଏମାନେ ହେଲେ ଆପଣଙ୍କ ପ୍ରିୟ Ollywood ହୀରୋ ମାନଙ୍କର Real life ମା’, ବହୁତ ହିଁ ସୁନ୍ଦର ଲାଗନ୍ତି ନମ୍ବର 2 ଙ୍କ ମା’

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଏହି ଓଲିଉଡ ଜଗତର କିଛି ଲୋକପ୍ରିୟ ଅଭିନେତା ଏବଂ ତାଙ୍କ ମାଆ ଙ୍କ ବିଷୟରେ ଜାଣିନେବା ।


୧- ପ୍ରଥମ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି । ଓଲିଉଡ କିଙ୍ଗ ଭାବେ ପରିଚିତ ଅନୁଭବ ମହାନ୍ତି ପ୍ରତ୍ୟେକ ଓଡ଼ିଆ ଲୋକଙ୍କ ର ପ୍ରିୟ ଅଭିନେତା । ସେ ନିଜର ସୁନ୍ଦର ଅଭିନୟ ଏବଂ ସଫଳ ସିନେମା ରେ ଅନେକ ଲୋକ ମାନଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି । ଅନୁଭବ ମହାନ୍ତି ଙ୍କ ମାଆ ହେଉଛନ୍ତି ମଧୁସ୍ମିତା ମହାନ୍ତି ଯାହାକୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ।


୨- ଦ୍ୱିତୀୟ ଯୋଡି ହେଉଛନ୍ତି ବାବୁଶାନ ମହାନ୍ତି । ବାବୁଶାନ ନିଜ କମେଡି ସିନେମା କୁ ନେଇ ଅଧିକ ଲୋକ ପ୍ରିୟ ତାଙ୍କ ର ଅନେକ ସିନେମା ସୁପର ହିଟ ହୋଇଛି । ବାବୁଶାନ ଙ୍କ ମାଆ ଙ୍କ ନାମ ହେଉଛି ଅପରାଜିତା ମହାନ୍ତି । ସେ ଜଣେ ଓଲିଉଡ ର ସଫଳ ଅଭିନେତ୍ରୀ ।


୩- ତୃତୀୟ ଅଭିନେତା ହେଉଛନ୍ତି ସମ୍ବିତ । ସମ୍ବିତ ମଧ୍ୟ ଓଲିଉଡ ଜଗତର ଜଣେ ସଫଳ ଅଭିନେତା । ସେ ମଧ୍ୟ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି । ତାଙ୍କ ମାଆ ଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।


୪- ଚତୁର୍ଥ ଅଭିନେତା ହେଉଛନ୍ତି ସବ୍ୟସାଚୀ । ଓଲିଉଡ ର ଚକଲେଟ ହିରୋ ଭାବେ ସେ ପରିଚିତ । ତାଙ୍କ ମାଆ ଙ୍କ ନାମ ହେଉଛି ଡାକ୍ତର ସୁଷମା ମିଶ୍ର ଯାହାଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।

୫- ପଞ୍ଚମ ଅଭିନେତା ହେଉଛନ୍ତି ଅର୍ଧେନ୍ଦୁ । ଓଲିଉଡ ରେ ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅର୍ଧେନ୍ଦୁ । ତେବେ ସେ ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି । ତାଙ୍କ ମାଆ ଙ୍କୁ ଆପଣ ମାନେ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ସେ ଦେଖିବାକୁ ଖୁବ ସୁନ୍ଦର ।

୬-ଷଷ୍ଠ ଅଭିନେତା ହେଉଛନ୍ତି ଜୟଜିତ ସେ ଛୋଟ ପରଦା ଏବଂ ବଡ଼ ପରଦା ଉଭୟ ରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କ ମାଆ ଙ୍କ ନାମ ହେଉଛି ବବିତା ଦାସ । ଯାହାକୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।


୭- ସପ୍ତମ ଅଭିନେତା ହେଲେ ଦୀପକ । ସେ ମଧ୍ୟ ଜଣେ ଓଲିଉଡ ର ସଫଳ ଅଭିନେତା । ତାଙ୍କ ମାଆ ଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *