Ollywood ର Top 6 ହିରୋଇନ ଯାହାଙ୍କର ଅସଲ ଜୀବନରେ ହୋଇ ସାରିଛି ଡିଭୋର୍ସ, 2 ନଂ ଯୋଡି ଥିଲା ଓଡିଶାର ଫେବ୍ରେଟ ଯୋଡି

ନମସ୍କାର ବନ୍ଧୁଗଣ ତେବେ ରିଲ ହେଉ କିମ୍ବା ରିୟଲ ଜୀବନରେ ଛାଡପତ୍ର ବିଷୟ ସବୁବେଳେ ଚର୍ଚ୍ଚା ରେ ରହି ଆସିଛି। ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ବେଶ ଚର୍ଚ୍ଚା ରେ ରହିଛନ୍ତି ତାହା ଆପଣ ମାନେ ଜାଣିଥିବେ । କିଛି କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ହସ ଖୁସିରେ ନିଜର ସମୟ ଅତିବାହିତ କରୁଛନ୍ତି । କିନ୍ତୁ ଅନ୍ୟ କିଛି କଳାକାର ମାନେ ବିବାହ ପରେ ନିଜ ସାଥିଙ୍କ ଠାରୁ ଅଲଗା ହୋଇ ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁକୁ ଯାଉଛୁ ଯେଉଁ ମାନେ ନିଜ ସ୍ଵାମୀଙ୍କ ଠାରୁ ଅଲଗା ହୋଇ ସାରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ।

୧- ପ୍ରଥମ ରେ ହେଉଛନ୍ତି କୋୟଲ ବାନାର୍ଜୀ। ତେବେ ଅଭିନେତା ବବି ମିଶ୍ର ଓ ବଙ୍ଗୀୟ ନାୟିକା କୋୟଲ ବାନାର୍ଜୀ ବିବାହ ବନ୍ଧନରେ ହୋଇଥିଲେ । କିନ୍ତୁ ଦୁଇ ବର୍ଷ ତଳେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି। ତେବେ କୁହା ଯାଉଛି ବବି ମିଶ୍ର ନିଜ ପତ୍ନୀ ଙ୍କୁ ମାରପିଟ କରୁଥିଲେ।

୨- ଦ୍ଵିତୀୟ ରେ ହେଉଛନ୍ତି ରଚନା ବାନାର୍ଜୀ। ତେବେ ଅଭିନେତ୍ରୀ ରଚନା ବାନାର୍ଜୀ ନିଜର ଅଭିନୟ ପାଇଁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ସେ ୨୦୦୩ରେ ଅଭିନେତା ସିଦ୍ଧାର୍ଥଙ୍କୁ ବିବାହ କରିଥିଲେ କିନ୍ତୁ ୨୦୦୪ରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ।

୩- ତୃତୀୟ ରେ ହେଉଛନ୍ତି ଅନୁ ଚୌଧୁରୀ। ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ହେଉଛନ୍ତି ଅନୁ ଚୌଧୁରୀ । ସେ ୨୦୦୬ରେ ବିବାହ କରିଥିଲେ ଓ ୨୦୧୨ରେ ନିଜ ସ୍ଵାମୀଙ୍କ ଠାରୁ ଅଲଗା ହୋଇଥିଲେ।

୪- ଚତୁର୍ଥ ରେ ହେଉଛନ୍ତି ପ୍ରିୟା ଚୌଧୁରୀ। ତେବେ ଓଡିଆ ସିନେମା ଜଗତରେ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କୁ କିଏ ବା ନ ଜାଣେ । ସେ ତାଙ୍କର ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ସେ ୨୦୧୩ରେ ବିବାହ କରିଥିଲେ କିନ୍ତୁ ୨୦୧୭ରେ ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହୋଇଥିଲେ।

୫- ପଞ୍ଚମ ରେ ହେଉଛି ବର୍ଷା ପ୍ରିୟଦର୍ଶିନୀ। ତେବେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ୨୦୧୪ରେ ଆବଦ୍ଧ ହୋଇଥିଲେ । ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଅଲଗା ମଧ୍ୟ ହୋଇ ଯାଇଛନ୍ତି।

୬- ଷଷ୍ଠ ରେ ହେଉଛନ୍ତି ଉଷସୀ ମିଶ୍ର। ତେବେ ଅଭିନେତ୍ରୀ ଉଷସୀ ମିଶ୍ର ଓଡିଆ ଜଗତରେ ନିଜର ଜବରଦସ୍ତ ଅଭିନୟ କରି ବେଶ ନାମ କମାଇଛନ୍ତି । ସେ ୨୦୦୯ରେ ରଜତ ଙ୍କୁ ବିବାହ କରିଥିଲେ ଓ ୨୦୧୯ ରେ ତାଙ୍କ ସାଥିଙ୍କ ଠାରୁ ଅଲଗା ହୋଇଥିଲେ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *