Ollywood ର ଏହି ହିରୋଇନ ମାନଙ୍କର ପ୍ରକୃତ ବୟଫ୍ରେଣ୍ଡ କିଏ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ଅପେକ୍ଷା ଧାରାବାହିକ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି। ଛୋଟ ପରଦାର ଧାରାବାହିକ କୁ ଦେଖିବା ପାଇଁ ଲୋକମାନେ ଟିଭି ଆଗରେ ବସି ରହୁଛନ୍ତି। କେତେବେଳେ ଶାଶୂ ବୋହୁ କଳି ପ୍ରେମ ତ କେତେବେଳେ ଆଉ କଣ। ତେବେ ସେହି ଭଳି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଅନେକ ଓଡ଼ିଆ ଧାରାବାହିକ ରହିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ।

ତେବେ ଟିଭି ପରଦା ରେ ପ୍ରସାରିତ ହୋଇଥିବା ସବୁ ଧାରାବାହିକ ଅତ୍ୟନ୍ତ ଲୋକପ୍ରିୟ ହୋଇଥାଏ। ତେବେ ଆସନ୍ତୁ ଏହି ସବୁ ଚ୍ୟାନେଲ ରେ ଅଭିନୟ କରିଥିବା କିଛି ଅଭିନେତ୍ରୀ ମାନଙ୍କ ଜୀଵନ ସାଥୀ ବିଷୟ ରେ ଆଲୋଚନା କରିବା।

୧- ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ରଥ। ଯିଏ କି କୁଆଁରୀ ବୋହୁ ରେ ଶ୍ରଦ୍ଧା ଚରିତ୍ର ରେ ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି। ତେବେ ସେ ରିୟଲ ଲାଇଫ ରେ ଅଭିନେତା ଆଶିଷ ଦାସ ଙ୍କୁ ଡେଟ କରୁଛନ୍ତି।


୨- ଏହି ଲିଷ୍ଟ ର ଦ୍ଵିତୀୟ ରେ ଅଛନ୍ତି ମିତାଲି ସାରଘାରିଆ। ଯିଏ କି ନୂଆବୋହୁ ଧାରାବାହିକ ରେ ରାଧିକା ଭୂମିକା ରେ ନଜର ଆସିଥିଲେ। ତେବେ ସେ ଖୁବ ପ୍ରତିଭାଶାଳୀ ଏବଂ ଭଲ ଅଭିନେତ୍ରୀ ମଧ୍ୟ। ତେବେ ସେ ରିୟଲ ଲାଇଫ ରେ ନିଜର କୋଷ୍ଟାର ଜଗଜିତ ପାଲ ଙ୍କୁ ଡେଟ କରୁଛନ୍ତି।


୩- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିଳାଖି ପାତ୍ର। ଯିଏ କି ସିନ୍ଦୂର ର ଅଧିକାର ଧାରାବାହିକ ରେ ଇତି ଭୂମିକାରେ ନଜର ଆସିଛନ୍ତି ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ସେ ବର୍ତ୍ତମାନ ସଞ୍ଜୟ ଙ୍କୁ ଡେଟ କରୁଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି ଏବଂ ସେମାନଙ୍କ ଅନେକ ଭିଡିଓ ଭାଇରାଲ ମଧ୍ୟ ହେଉଛି।


୪- ଚତୁର୍ଥ ରେ ହେଉଛନ୍ତି ଅଭିନେତ୍ରୀ ଜେସି। ତେବେ ଜେସି ଙ୍କୁ ଆପଣ ଜୀଵନ ସାଥୀ ଧାରାବାହିକ ରେ ଆପଣ ଭକ୍ତି ଭୂମିକା ରେ ଦେଖିଥିବେ ତେବେ ସେ ନିଜର ସୁନ୍ଦର ଅଭିନୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଛନ୍ତି ତେବେ ସେ ଜୀଵନ ସାଥି କୋଷ୍ଟାର ଅମର ଙ୍କୁ ପ୍ରେମ କରୁଛନ୍ତି।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ଦେବସ୍ମିତା ପଣ୍ଡା। ତେବେ ତୋ ପାଇଁ ମୁଁ ଧାରାବାହିକ ରେ ଅଭିନୟ କରି ଲୋକ ପ୍ରିୟତା ହାସଲ କରିଥିବା ଦେବସ୍ମିତା ନିଜର କୋଷ୍ଟାର ଋଷି ଙ୍କ ସହ ରିଲେସନ ରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି।

୬- ଷଷ୍ଠ ଅଭିନେତ୍ରୀ ହେଉଛି ଶ୍ୱେତଲାନା ଭଟ୍ଟାଚାର୍ୟ୍ଯ। ତେବେ ମଙ୍ଗୁଳା କନ୍ୟା ରେ ଆପଣ ଶ୍ୱେତଲାନା ଙ୍କ ସୁନ୍ଦର ଅଭିନୟ ଦେଖି ପାରୁଥିବେ ତେବେ ତାଙ୍କ ବୟଫ୍ରେଣ୍ଡ ହେଉଛନ୍ତି ଶିବ ମହାନ୍ତି। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *