Ollywood ରେ ସବୁଠୁ ଦାମୀ ଅଟେ ଏହି 5 ହିରୋଇନ ଙ୍କ ବିବାହ ଡ୍ରେସ, 1 ନଂ ହିରୋଇନ ଙ୍କ ଡ୍ରେସ ତ…ବାପରେ ବାପ ! ଏତେ ଦାମ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଝିଅଙ୍କ ପାଇଁ ବିବାହ ସବୁଠାରୁ ଖାସ ହୋଇଥାଏ । ସମସ୍ତ ଝିଅ ଚାହିଁ ଥାନ୍ତି ବିବାହରେ ସବୁଠାରୁ ସୁନ୍ଦର ଦେଖାଯିବା ପାଇଁ । ତେବେ ଆପଣ ମାନେ ସମସ୍ତେ ଆମ ଓଲିଉଡ ଅଭିନେତ୍ରୀ ମାନଙ୍କୁ ତ ନିଶ୍ଚୟ ଦେଖିଥିବେ । ଓଲିଉଡ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ମାନେ ତାଙ୍କ ବିବାହରେ ସବୁଠାରୁ ମହଙ୍ଗା ଡ୍ରେସ ପିନ୍ଧି ଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ଅର୍ଚ୍ଚିତା ସାହୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅର୍ଚ୍ଚିତାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗତ କିଛି ମାସ ତଳେ ଅର୍ଚ୍ଚିତା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ବିବାହ କରିଥିଲେ । ଅର୍ଚ୍ଚିତାଙ୍କ ବିବାହ ଗୋଟେ ଗ୍ରାଣ୍ଡ ୱେଡିଙ୍ଗ ଥିଲା । ବନ୍ଧୁଗଣ ଅର୍ଚ୍ଚିତା ତାଙ୍କ ବିବାହରେ ବହୁତ ମହଙ୍ଗା ଡ୍ରେସ ପିନ୍ଧି ଥିଲେ । ବିବାହରେ ଅର୍ଚ୍ଚିତା ଏକ ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧି ଥିଲେ ଯାହାର ଦାମ ୮୦ ହଜାର ଟଙ୍କା ଥିଲା ।

ଜାଙ୍କଲିନ ପରିଡା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଅଭିନେତ୍ରୀ ଜାଙ୍କଲିନ ପରିଡା । ଆପଣ ମାନେ ସମସ୍ତେ ଜାଙ୍କଲିନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବିବାହ ପରେ ଜାଙ୍କଲିନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ତେବେ ଜାଙ୍କଲିନ ଗତ କିଛି ମାସ ତଳେ ଅଭିନେତା ଅରବିନ୍ଦଙ୍କ ସହ ବିବାହ କରିଥିଲେ । ବିବାହ ଦିନ ଜଙ୍କଲିନ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଥିଲେ ଯାହାର ଦାମ ୩୦ ହଜାର ଟଙ୍କା ଥିଲା ।

ଏଲି ପାଢି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଏଲି ପାଢି । ବନ୍ଧୁଗଣ ଏଲି ୨୦୧୯ରେ ତାଙ୍କ ପୁରୁଷ ବନ୍ଧୁ ଶ୍ରୀମାନ କୁମାର ପଣ୍ଡାଙ୍କ ସହ ବିବାହ କରିଥିଲେ । ଏଲି ତାଙ୍କ ବିବାହରେ ଡ୍ରେସ ସହ ତାଙ୍କ ଜ୍ବେଲେରୀ ଉପରେ ମଧ୍ୟ ବହୁତ ଧ୍ୟାନ ଦେଇଥିଲେ । ଏଲି ତାଙ୍କ ବିବାହରେ ଏକ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଥିଲେ ଯାହାର ଦାମ ଥିଲା ୪୦ ହଜାର ଟଙ୍କା ।

ଝିଲିକ ଭଟ୍ଟାଚାର୍ଜ୍ୟ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ । ଝିଲିକ ଗତ ବର୍ଷ ୨୦୨୦ରେ ଏମଏଲଏ ପ୍ରୀତି ରଞ୍ଜନ ଘଡାଇଙ୍କ ସହ ବିବାହ କରିଥିଲେ । ଝିଲିକଙ୍କ ବିବାହ ବେଙ୍ଗୋଲି ଷ୍ଟାଇଲରେ ହୋଇଥିଲା । ସେ ଯେଉଁ ଶାଢୀ ପିନ୍ଧି ଥିଲେ ତାର ଦାମ ଥିଲା ୨୦ ହଜାର ଟଙ୍କା ।

ସୋମାଲିନ୍ ପରିଡା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସୋମାଲିନ ପରିଡା । ତେବେ ଗତ କିଛି ଦିନ ତଳେ ସୋମାଲିନ୍ ତାଙ୍କ ପୁରୁଷ ବନ୍ଧୁ ନିଶୀଥଙ୍କ ସହ ବିବାହ କରିଛନ୍ତି । ସୋମାଲିନ୍ ତାଙ୍କ ବିବାହରେ ଏକ ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧି ଥିଲେ ଯାହାର ଦାମ ଥିଲା ୪୦ ହଜାର ଟଙ୍କା । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *