Ollwood ହିରୋଇନ ଙ୍କ ସବୁଠୁ ଦାମୀ ମଙ୍ଗଳସୂତ୍ର, 3 ନମ୍ବର ହିରୋଇନ ଙ୍କ ମଙ୍ଗଳସୂତ୍ରର ଦାମ ଶୁଣିଲେ ଆପଣ ଚମକି ପଡିବେ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବାହାଘର ରେ ଶଙ୍ଖା ସିନ୍ଦୁର ସହିତ ମଙ୍ଗଳସୁତ୍ର ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନଙ୍କ ଦାମୀ ମଙ୍ଗଳସୁତ୍ର ସମ୍ବନ୍ଧରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ୨୦୧୪ ମସିହାରେ ବର୍ଷା ବିବାହ କରିଥିଲେ ଅନୁଭବ ମହାନ୍ତି ଙ୍କୁ ।


ଏମାନଙ୍କ ବିବାହ ବହୁତ ଧୁମଧାମରେ ହୋଇଥିଲା । ଅନୁଭବ ବର୍ଷା ଙ୍କୁ ଗୋଟିଏ ସୁନା ର ମଙ୍ଗଳସୁତ୍ର ଦେଇଥିଲେ ଯାହାର ଦାମ ଥିଲା ଦେଢ଼ ଲକ୍ଷ ଟଙ୍କା । ୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି, ସୋମାଲୀନ ପରିଡ଼ା । ସୋମାଲୀନ କିଛି ଦିନ ପୂର୍ବରୁ ହିଁ ନିଶିଥ ଙ୍କୁ ବିବାହ କରିଛନ୍ତି । ସୋମାଲୀନ ତାଙ୍କ ବାହାଘର ର ହେଭି ଜ୍ୱେଲେରୀ ପିନ୍ଧିଥିଲେ । ନିଶିଥ ସୋମାଲୀନ ଙ୍କୁ ସୁନା ର ଏକ ମଙ୍ଗଳସୁତ୍ର ପିନ୍ଧାଇ ଥିଲେ । ଯାହାର ଦାମ ଥିଲା ୮୦ ହଜାର ଟଙ୍କା ।


୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଅର୍ଚ୍ଚିତା ୨୦୨୧ ମସିହାରେ ସବ୍ୟସାଚୀ ଙ୍କୁ ବିବାହ କରିଥିଲେ । ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ସୁନା ସହିତ ଡାଇମଣ୍ଡ ର ମଙ୍ଗଳସୁତ୍ର ପିନ୍ଧାଇ ଥିଲେ । ଯାହାର ଦାମ ଥିଲା ୨ ଲକ୍ଷ ଟଙ୍କା ।


୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ । ୨୦୨୦ ମସିହାରେ ଝିଲ୍ଲୀକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବଙ୍ଗାଳି ଷ୍ଟାଇଲ ରେ ବିବାହ କରିଥିଲେ । ପ୍ରୀତି ରଞ୍ଜନ ଝିଲ୍ଲୀକ ଙ୍କୁ ସୁନା ର ଦାମିକିଆ ମଙ୍ଗଳସୁତ୍ର ପିନ୍ଧାଇ ଥିଲେ । ଯାହାର ଦାମ ଥିଲା ଦେଢ଼ ଲକ୍ଷ ଟଙ୍କା ।


୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଜ୍ୟାଙ୍କଲୀନ ପରିଡ଼ା । ଜ୍ୟାଙ୍କଲୀନ ୨୦୨୧ ମସିହାରେ ଅରବିନ୍ଦ ଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଜ୍ୟାଙ୍କଲୀନ ଙ୍କୁ ଅରବିନ୍ଦ ସୁନା ର ମଙ୍ଗଳସୁତ୍ର ପିନ୍ଧାଇ ଥିଲେ । ଯାହାର ଦାମ ଥିଲା ଏକ ଲକ୍ଷ ଟଙ୍କା । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ଏବଂ ଆପଣ ଏହି ସମ୍ବନ୍ଧରେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *