ଯାହାକୁ ରଖିବେ ଅନନ୍ତ ! ଭୟଙ୍କର ଭାବେ ଓଲଟିଲା ଟ୍ରକ, କିନ୍ତୁ ଯେଉଁପରି ଭାବରେ ବଞ୍ଚିଗଲେ ଟ୍ରକ ଡ୍ରାଇଭର ଓ ସାଥି ନିଜ ଆଖିରେ ନ ଦେଖିଲେ ବିଶ୍ଵାସ କରି ହେବନି, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  । ତେବେ ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାରେ ମଧ୍ୟ ରହିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଆମ ଭାରତରେ ସଡକ ଦୁର୍ଘଟଣା ରାତିଦିନ କେଉଁଠି ନା କେଉଁଠି ହୋଇଥାଏ । ସଡକ ଦୁର୍ଘଟଣାରେ ଅନେକ ଲୋକ ଆଘାତ ପ୍ରାପ୍ତ ହୋଇଥାନ୍ତି ତ ଅନେକ ଲୋକ ନିଜ ପ୍ରାଣ ହରାଇ ଥାନ୍ତି । ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଓ ମଣିଷ ଜୀବନକୁ ବଞ୍ଚାଇବା ପାଇଁ ଭାରତ ସରକାର ଅନେକ ନିୟମ ଲାଗୁ କରିଛନ୍ତି ।

ହେଲେ ମଧ୍ୟ ଅନେକ ସ୍ଥାନରେ କିଛି ଭୁଲ ବଶତଃ ସଡକ ଦୁର୍ଘଟଣା ହୋଇଥାଏ । ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ସଡକ ଦୁର୍ଘଟଣା ସହ ଜଡିତ ଅଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଏହି ଦୁର୍ଘଟଣାରେ କେହି ବି ଆଘାତ ପ୍ରାପ୍ତ ହୋଇ ନାହାନ୍ତି । ଭାଇରାଲ ହେଉଥିବା ଭିଡିଓରେ ବହୁତ ଦୂରରୁ ଗୋଟେ ଟ୍ରକ ହାଇ ୱେ ଦେଇ ଆସୁଛି ।

ଟର୍ନିଙ୍ଗ ପଏଣ୍ଟରେ ଟ୍ରକ ଡ୍ରାଇଭର ଭାରସାମ୍ୟ ହରାଉଛନ୍ତି ଯାହାଫଳରେ ରାସ୍ତା ମଝିରେ ଟ୍ରକକୁ ଖସି ପଡୁଛି । ଟ୍ରକଟି ମାଲରେ ମଧ୍ୟ ପୂର୍ଣ୍ଣ ରହିଛି । ଟ୍ରକ ଖସିବା ପରେ ଡ୍ରାଇଭର ଓ ଦୁଇଟି ହେଲପର ସାମ୍ନା କାଚ ଭାଙ୍ଗି ବାହାରକୁ ଛିଟିକି ପଡ଼ୁଛନ୍ତି ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ କାହାର ବି କୌଣସି କ୍ଷତି ହୋଇ ନାହିଁ ।

ବନ୍ଧୁଗଣ ଏହି ଭିଡିଓଟିକୁ ଦେଖି ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ ହେଲେ ଏହା ସତ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ତାମିଲନାଡୁର ଏକ ହାଇ ୱେରେ ଘଟିଛି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *