ସିନିୟରଙ୍କ ଉପରେ ବି ଏମିତି ହୁଏ ରାଗିଂ ? ଦେଖନ୍ତୁ ଏଠି ଓଲଟା ଜୁନିୟର ସିନିୟରଙ୍କ ସହ କଣ କଲେ ? ଦେଖନ୍ତୁ ଏହି ଭାଇରାଲ Video

ରାସ୍ତା ଉପରେ ରାଗିଂର ଓଲଟା ଚିତ୍ର । ସିନିୟରଙ୍କୁ ଗୋଡଏଇ ଗୋଡଏଇ ପଇଟଇଲେ ଜୁନିୟର । କମ ଉଚ୍ଚତାକୁ ନେଇ ଆରମ୍ଭ ହୋଇଥିଲା କଳି । କଲେଜରୁ ବାହାରକୁ ଡାକି ନିସ୍ତୁକ ମଆଡ ମଆରିଲେ ଜୁନିୟର । ଭିଡିଓ ଭାଇରାଲ ପରେ ଏବେ ଚାଲିଛି ତଦନ୍ତ  । ଦର୍ଶକ ବନ୍ଧୁ କଲେଜରେ ରାଗିଂ ପାଇଁ ଅକାଳରେ ବହୁତ ନିରୀହ ଛାତ୍ର-ଛାତ୍ରୀଙ୍କ ଜୀବନ ଚାଲି ଯାଉଥିବାର ଆପଣ ଶୁଣିଥିବେ । କିନ୍ତୁ ବଲାଙ୍ଗୀର ସଇଁତଲା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଖୁଲମ ଖୁଲା ଓଲଟା ରାଗିଂର ଚିତ୍ର ଦେଖିବାକୁ ମିଳିଛି ।

ଯେଉଁଠି ଜୁନିୟର ପିଲା ମାନେ ସିନିୟରଙ୍କୁ ରାସ୍ତା ଉପରେ ପଇଟାପଇଟି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜୁନିୟର ମାନେ ସଙ୍ଗବଦ୍ଧ ଭାବରେ ଜଣେ ସିନିୟରଙ୍କୁ ଗୋଡଏଇ ଗୋଡଏଇ ପଇଟୁ ଥିବାର ଦେଖିବାକୁ ମିଳିଛି ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆକରମଣର ଶଇକାର ହୋଇଥିବା ଛାତ୍ର ଜଣକ ହେଉଛନ୍ତି +2 ଦ୍ଵିତୀୟ ବର୍ଷର ଛାତ୍ର କାହ୍ନା ତାଣ୍ଡି । ତେବେ ପୀଡିତ ଯୁବକ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି, ମୁଁ କଲେଜରେ ଫେରିବା ବେଳେ ମୋ ପଛ ପଟରୁ ଚାରିଟି ପିଲା ଆସୁଥିଲେ । ସେମାନେ ମୋର ଉଚ୍ଚତାକୁ ନେଇ ମୋତେ କମେଣ୍ଟ କଲେ ଆଉ ଗାଳଇ ଗଉଲଜ ବି କଲେ ମୁଁ ତାଙ୍କୁ ବୁଝେଇ କହିଲି ମୁଁ ତମ ସିନିୟର ହେବି ମୋତେ କାହିଁକି ଭାଷା କହୁଛ ।

ଏହା ପରେ ସେମାନେ ମୋତେ ମଆରପଇଟ କରିଲେ ମୋ ଫୋନ ନମ୍ବର ନେଇ ମୋତେ କଲ୍ କରି ଏବେ ଧଅମକ ଦେଉଛନ୍ତି । କାହ୍ନାଙ୍କୁ ଜୁନିୟର ପିଲା ମଆଡ ମଆରୁଥିବା ବେଳେ କାହ୍ନା ଜୀବନ ବିକଳରେ କ୍ୟାମ୍ପସରୁ ବାହାରି ରାସ୍ତାରେ ଦୌଡୁ ଥିବା ବେଳେ ଜୁନିୟର ପିଲା ତାଙ୍କ ପିଛା କରିଥିଲେ । ଆଉ ତାଙ୍କୁ ଗୋଡଏଇ ଗୋଡଏଇ ମଆଡ ମଆରୁଥିଲେ । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓଟି ଭାଇରାଲ ହେବା ପରେ ଏବେ ସଇଁତଲା ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଏହା ସହ କଲେଜରେ ଏକ ପାଞ୍ଚ ଜଣିଆ କମିଟି ଗଠନ ହୋଇଛି । ଏହି କମିଟିର ତଦନ୍ତ ରିପୋର୍ଟ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କଲେଜ କର୍ତ୍ତୁପକ୍ଷ କହିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *