ବର୍ଷାଙ୍କ ଉତ୍ତର …..’ନେଇଯାରେ ମେଘ ମତେ ଓ ସୁନା ଚଢେଇ ମୋ ରୂପା ଚଢେଇ ରୁ ଆମେ…’

ନମସ୍କାର ବନ୍ଧୁଗଣ, ସାଂସଦ ତଥା ଅଭିନେତା ଅନୁଭବ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଘର କଳିର ବିବାଦ ଏବେ ସୁଧା ଲାଗି ରହିଛି । ଉଭୟଙ୍କ ମଧ୍ୟରେ ହୋଇଥିବା ବିବାଦ କୋର୍ଟର କାଠ ଗଡା ପର୍ଯ୍ୟନ୍ତ ଯାଇସାରିଥିଲେ ମଧ୍ୟ କୌଣସି ବି ଅନ୍ତିମ ସମାଧାନ ହୋଇପାରି ନାହିଁ । କିନ୍ତୁ ଆଜି ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟର କାଠ ଗଡାରେ ଠିଆ କରାଇ ପଚରା ଯାଇଥିଲା କିଛି ପ୍ରଶ୍ନ ।

ଯାହାର ଉତ୍ତର ସେ କଣ ଦେଇଥିଲେ ତାହା ସମ୍ପର୍କରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା । ଅନୁଭବ ଅନେକ ଦିନ ହେବ ଅପେକ୍ଷା କରି ଥକି ଯାଇଛନ୍ତି । ଆଜି ସେ ନିଜ ମନର କଷ୍ଟକୁ ସିଧା ସଳଖ ବର୍ଷାଙ୍କୁ ପଚାରିବାର ନିସ୍ପତି ନେଇଥିଲେ । ଅଦାଲତର କାଠ ଗଡାରେ ଠିଆ ହୋଇଥିଲେ ବର୍ଷା । ଓକିଲ ତାଙ୍କୁ ପଚାରୁ ଥିଲେ ପ୍ରଶ୍ନ ଉପରେ ପ୍ରଶ୍ନ । ଯାହାର ଉତ୍ତର ବର୍ଷା ପ୍ରିୟଦର୍ଶିନୀ ଦେଉଥିଲେ । ଏବଂ ତାଙ୍କର ସେହି ପ୍ରଶ୍ନର ଉତ୍ତରକୁ ନୋଟ କରୁଥିଲେ ଜଜ ।

ତାଙ୍କୁ ସବୁଠାରୁ ରୋଚକ ପ୍ରଶ୍ନ ପଚରାଯାଇଥିଲା ଆଜି । ସେହି ପ୍ରଶ୍ନ ଥିଲା କେବେ ଠାରୁ ଆରମ୍ଭ ହୋଇଥିଲା ଅନୁଭବଙ୍କ ସହ ତୁମର ପ୍ରେମ । କେବେ ଠାରୁ ଗଢି ଉଠିଥିଲା ଉଭୟଙ୍କର ପ୍ରେମ ସମ୍ପର୍କ । ଏହାର ଉତ୍ତରରେ ବର୍ଷା କହିଥିଲେ କି ବୋଧେ ସୁନା ଚଢେଇ କି ରୂପା ଚଢେଇ କିମ୍ବା ନେଇଯା ରେ ମେଘ ମତେ ସିନେମା ବେଳଠୁ । ଏହାପରେ ପ୍ରଶ୍ନ ଥିଲା କେମିତି ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମ ।

ସେହି ସମୟରେ ବର୍ଷା ଅନୁଭବଙ୍କ ଦୁର୍ବଳତା ଜାଣିଥିଲେ । ଏହାପରେ ଯାଇ ଆମର ପ୍ରେମ ହୋଇଥିଲା । ଏହାଶୁଣି ଅନୁଭବ କହିଥିଲେ ତୁମେ ମତେ ମୋ ଦୁର୍ବଳତା ଦେଖି ଭଲ ପାଇଛ । ତମେ ମୋ ଦୁର୍ବଳତା ଦେଖି ମତେ ବାହା ହୋଇଥିଲ । ତୁମେ ମୋ ଦୁର୍ବଳତା ଦେଖି ମୋ ସହ ଏତେ ସବୁ କଲ ।

ଏହିସବୁ କଥା ଶୁଣିବା ପରେ କୁଆଡେ ବର୍ଷା ପ୍ରିୟଦର୍ଶିନୀ ଥ ଥ ହୋଇଯାଇଥିଲେ ତାଙ୍କ ପାଟିରୁ  କଥା ବାହାରି ନଥିଲା ।  ଏହାପରେ ଉଭୟ କୋର୍ଟରୁ ବାହାରକୁ ବାହାରିଥିଲେ । ଜଣେ କୋର୍ଟର ବାମ ପାର୍ଶ୍ଵକୁ ଗଲେ ଆଉ ଜଣେ କୋର୍ଟର ଡାହାଣ ପାଖକୁ ଗଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *