ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।
ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ କିନ୍ତୁ ଆଜି ଆମେ ଆପଣ ଙ୍କୁ ଜଣେ ଏଭଳି କଳାକାର ଙ୍କ ବିଷୟରେ ଆଲୋଚନା କରିବୁ ଯିଏ କି ବର୍ତ୍ତମାନ ଓଡ଼ିଶାର ଜଣେ ପ୍ରତିଷ୍ଠିତ ଓଡିଶୀ ନର୍ତ୍ତକୀ ।
ତେବେ ଶାଶ୍ୱତ ଯୋଶୀ ୧୮ ଡିସେମ୍ବର ୧୯୮୪ ଟିଟଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ଶାଶ୍ୱତ ୫ ବର୍ଷ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ଗୁରୁଙ୍କ ନାମ ଥିଲା ପ୍ରସନ ପଟ୍ଟନାୟକ ଓ ଶାନ୍ତନୁ ବେହେରା । ଶିଶୁ କଳାକାର ରୂପରେ ସମ୍ପୂର୍ଣ୍ଣ ରୁଚି ଓ ସମର୍ପଣ ସହକାରେ ସେ ଓଡ଼ିଶୀ ଶିଖିଥିଲେ । ତେବେ ୨୦୦୦ ମସିହାରେରେ ଶାଶ୍ୱତ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କଠାରୁ ତାଙ୍କ ପେଶାଦାର ଓଡ଼ିଶୀ ତାଲିମ ନେଇଥିଲେ । ସେ ପଦ୍ମ ଭୂଷଣ ଗୁରୁ [କେଲୁଚରଣ ମହାପାତ୍ର]ଙ୍କ ଓଡ଼ିଶୀ ନୃତ୍ୟ ପ୍ରଣାଳୀକୁ ଅନୁସରଣ କରୁଥିଲେ ।
ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ସେ ବାର୍ଷିକ ବୃତ୍ତି ପାଆନ୍ତି । ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ସେ ବିଷାରଦ କରିଥିଲେ ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ସଙ୍ଗୀତ ରତ୍ନ ଆୱାର୍ଡ ପାଇଥିଲେ । ବିଶ୍ୱର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ସେ ଓଡ଼ିଶୀ ବିଷୟରେ ବୁଝାଇଥିଲେ । ଓଡ଼ିଶୀ ନୃତ୍ୟକୁ ପ୍ରସିଦ୍ଧ କରିବା ପାଇଁ ସେ ଅନେକ ଉରୋପୀୟ ଓ ଏସୀୟ ଦେଶ ଯଥା ଇଟାଲୀ, ଫ୍ରାନ୍ସ, ଫିନଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ହଙ୍ଗେରୀଇତ୍ୟାଦି ଦେଶ ମାନଙ୍କରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ତେବେ ଶାଶ୍ୱତ ମାନ୍ୟବର ଡ୍ରେସ, ବୟନିକା, ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ମଡେଲିଙ୍ଗ କରିଥିଲେ । ତେବେ ଓଡ଼ିଶୀରେ ନୃତ୍ୟ ଡ୍ରାମା,ମାତୃ ରୂପ,ମଲ୍ଲହାର,ଦେବୀ,ଶିବ ତାଣ୍ଡବ,କ୍ରୀଷ୍ଣା ସମର୍ପଣ, ମା- ଆତ୍ମଜୀବନୀ ଉପରେ ଆଧାରିତ ରମାଦେବୀ ଚୌଧୁରୀ ମିଶ୍ରିତ କୋରିୟଗ୍ରାଫୀ, ସାରିଆ ୫ ପଦାର୍ଥ, ଇନ୍ଦ୍ରଧନୁ, ରୁଦ୍ର ସତ୍ୟମ ଶିବମ ସୁନ୍ଦରମ ଦିଲ୍ଲୀ ଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଏନସିସି କ୍ୟାଡେଟ ମାନଙ୍କ ତରଫରୁ ଓଡ଼ିଶାର ନୃତ୍ୟ ପ୍ରଦର୍ଶନ କରିଥିଲେ ।
ତେବେ ଶାଶ୍ୱତ ଲାସ୍ୟକଳା କେନ୍ଦ୍ରର ପ୍ରତିଷ୍ଠାତା । ଏହିଠାରେ ଅନେକ ଛାତ୍ର ଛାତ୍ରୀ ଓଡ଼ିଶୀ ଶିଖିଥାନ୍ତି । ତେବେ ଶାଶ୍ୱତ ଙ୍କ ସ୍ତ୍ରୀ ହେଉଛନ୍ତି ସୁଚରିତା ରଥ ଏବଂ ତାଙ୍କର ଗୋଟିଏ କୁନି ଝିଅଟିଏ ମଧ୍ୟ ଅଛି ତାଙ୍କ ନାମ ହେଉଛି ଶ୍ରେୟାନ୍ଭି ଯୋଶୀ ତେବେ ତାଙ୍କ ଝିଅ ମଧ୍ୟ ବହୁତ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ।
ତେବେ ଶାଶ୍ୱତ ଜଣେ ଭଲ ନୃତ୍ୟଶିଳ୍ପୀ ହେବା ସଙ୍ଗେ ସଙ୍ଗେ ଜଣେ ବହୁତ ଭଲ ବାପା ମଧ୍ୟ । ତେବେ ସେ ନିଜ ଝିଅ ଏବଂ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି ସେ ଜଣେ ବହୁତ ଭଲ ମଣିଷ ମଧ୍ୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ