Odisha Nua Swara ମଞ୍ଚରେ Dibyasai ଙ୍କ ଜବରଦସ୍ତ ସିଙ୍ଗିଙ୍ଗ ସାଙ୍ଗକୁ Viral ବୟ Santanu Kumar ଓ Papu Pompom ଙ୍କ ଜବରଦସ୍ତ କମେଡି ଦେଖିଲେ ହସି ହସି ଗଡିଯିବେ…

ବର୍ତ୍ତମାନ ଓଡିଆର କେତେକ ଚ୍ଯାନେଲରେ ବହୁତ ରିୟାଲିଟି ଶୋ ପ୍ରସାରିତ ହେଉଛି । ଯାହାକୁ ଦର୍ଶକମାନେ ପସନ୍ଦ ବି କରୁଛନ୍ତି । ଏହି କାରଣରୁ ଓଡିଶାରେ ଲୁଚି ଥିବା ପ୍ରତିଭା ବି ସାମ୍ନାକୁ ଆସୁଛି । ଏହିଭଳି ଭାବରେ ସମସ୍ତଙ୍କୁ ନିଜର ପ୍ରତିଭା ଦେଖିଇବା ପାଇଁ ଚାନ୍ସ ମିଳୁଛି । ବର୍ତ୍ତମାନ ସିଦ୍ଧାର୍ଥ ଟିଭି ଚ୍ଯାନେଲରେ ପ୍ରସାରିତ ହେଉ ଥିବା ଓଡିଶାର ନୂଆ ସ୍ଵର Jr ବହୁତ ପପୁଲାର ହୋଇ ଯାଇଛି । ସମସ୍ତେ ସେହି ଶୋକୁ ବହୁତ ପସନ୍ଦ କରୁଛନ୍ତି ଓ ଏଥିର ନଜର ଆସୁଥିବା ଛୋଟ ଛୋଟ ଗାୟକମାନଙ୍କୁ ବି ପସନ୍ଦ କରାଯାଉଛି ।

ଏହିଭଳି ରିୟାଲିଟି ଶୋ ପ୍ରଥମ ଥର ପାଇଁ ଏତେ ଲୋକପ୍ରିୟ ହୋଇ ପାରିଛି । ଯଦି ଏହି ଶୋ ବିଷୟରେ କହିବା ତେବେ ଏହା ବହୁତ କମ ଦିନ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇ ଯାଇଛି । ଏହି ଶୋ ରେ ନଜର ଆସୁଥିବା ଗୋଟିଏ ଛୋଟ କଳାକାର ଏହି ଶୋ କାରଣରୁ ବହୁତ ପ୍ରସିଦ୍ଧ ହୋଇ ଯାଇଛି । ତାର ପ୍ରାୟତଃ ସବୁ ଭିଡିଓ ଭାଇରାଲ ହୋଇଥାଏ ।

ସେହି ଛୋଟ କଳକାରର ନାଁ ହେଉଛି ଶାନ୍ତୁନୁ କୁମାର । ଯିଏକି ନିଜର ଗାୟକ ଦ୍ଵାରା ସମସ୍ତଙ୍କର ପ୍ରିୟ ହୋଇ ଯାଇଛନ୍ତି । କେବଳ ଗୀତ ନୁହେଁ ସେ ଭଲ କମେଡି ବି କରନ୍ତି । ଯଦି ଆପଣ ତାଙ୍କର କଥା ଶୁଣିବେ ତେବେ ହସି ହସି ଗଡି ଯିବେ ।

କିଛି ଦିନ ତଳେ ପପୁ ପମ୍ପ ପମ୍ପ ଏହି ଶୋକୁ ଅତିଥି ରୂପରେ ଆସି ଥିଲେ । ଏହା ପରେ ପପୁ ଓ ଶାନ୍ତୁନୁଙ୍କ କମେଡି ଦେଖିବାକୁ ମିଳିଥିଲା । ପ୍ରଥମେ ଦିବ୍ୟ ସାଇ ନାମକ ଗୋଟିଏ ଛୋଟ ପିଲା ବହୁତ ସୁନ୍ଦର ଗୀତ ଗାଇଲା । ଯାହାର ପ୍ରଶଂସା ବି ସମସ୍ତେ କରିଲେ । ଏହା ଛଡା ଦର୍ଶକମାନେ ବି ଦିବ୍ୟର ଏହି ଗୀତକୁ ବହୁତ ପସନ୍ଦ କରିଲେ ।

ପପୁ ଓ ଶାନ୍ତୁନୁର କମେଡି ଆରମ୍ଭ ହୋଇ ଯାଇ ଥିଲା । ପପୁ ଶାନ୍ତୁନୁଙ୍କୁ ପ୍ରଶ୍ନ କରିଲେ କି ଚିଠି କେଉଁଥିରେ ତିଆରି ହୋଇଥାଏ । ଯାହାର ଉତ୍ତର ଶାନ୍ତୁନୁ କହିଲା କି ଚିଠି ବାଉଁଶରୁ ତିଆରି ହୋଇଥାଏ । ଯାହାକୁ ଶୁଣିବା ପରେ ସେଠି ଉପସ୍ଥିତ ଥିବା ଜଜ ଓ ଅନ୍ୟ ଛୋଟ ପିଲାମାନେ ହସିବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *