ଓଡିଶାର Top 5 ଲୋକପ୍ରିୟ Singer ମାନଙ୍କ ସ୍ଵାମୀ ମାନେ ଦେଖିବାକୁ କିପରି ?

ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଓଲିଉଡ ଜଗତ ର କିଛି ନାମୀ ଦାମୀ ଗାୟିକା ମାନଙ୍କ ର ଜୀଵନ ସାଥୀ ଙ୍କ ବିଷୟରେ ଜାଣିନେବା ।


୧- ପ୍ରଥମ ରେ ହେଉଛନ୍ତି ଲୋକପ୍ରିୟ ଗାୟିକା ସୋହିନୀ ମିଶ୍ର । ସୋହିନୀ ଓଡ଼ିଆ ସିନେମା ସହ ହିନ୍ଦୀ ସିନେମାରେ ମଧ୍ୟ ନିଜ କଣ୍ଠଦାନ କରିଛନ୍ତି ଏବଂ ରିୟାଲିଟି ସୋ ରେ ମଧ୍ୟ ସେ ନଜର ଆସିଛନ୍ତି ତେବେ ସେ ୨୦୨୦ ମସିହା ରେ ହିମାଂଶୁ ଶେଖର ପତି ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଦୁହେଁ ବହୁତ ଖୁସି ରେ ଅଛନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ । ଦୀପ୍ତିରେଖା ଗୀତ ଗାଇବା ସହ କିଛି ଧାରାବାହିକ ରେ ଅଭିନୟ ମଧ୍ୟ କରିଛନ୍ତି ତେବେ ଲୋକମାନେ ତାଙ୍କ ଗୀତ କୁ ଖୁବ ପସନ୍ଦ ମଧ୍ୟ କରନ୍ତି । ସେ ମଧ୍ୟ ୨୦୨୦ ରେ ସୋମ୍ୟରଞ୍ଜନ ଶତପଥୀ ଙ୍କୁ ବିବାହ କରିଥିଲେ ଏବଂ ସେ ଜଣେ ବ୍ୟବସାୟୀ ଅଟନ୍ତି ।


୩- ତୃତୀୟ ରେ ହେଉଛନ୍ତି ତପୁ ମିଶ୍ର । ସେ ଜଣେ ଖୁବ ଲୋକପ୍ରିୟ ଗାୟିକା । ତାଙ୍କର ସବୁ ଗୀତ କୁ ଶ୍ରୋତା ମାନେ ଖୁବ ପସନ୍ଦ କରନ୍ତି । ତେବେ ସେ ୨୦୧୮ ରେ ଅଭିନେତା ଏବଂ ବ୍ୟବସାୟୀ ଦୀପକ ପୂଜାହାରୀ ଙ୍କୁ ବିବାହ କରିଥିଲେ ।


୪- ଚତୁର୍ଥ ରେ ହେଉଛନ୍ତି ନମିତା ଅଗ୍ରୱାଲ । ନମିତା ଓଲିଉଡ଼ ର ବର୍ତ୍ତମାନ ନମ୍ବର ୧ ଗାୟିକା । ସେ ଅନେକ ସିନେମା ସହ ଅନେକ ଭଜନ ମଧ୍ୟ ଗାଇଛନ୍ତି ଏବଂ ଲୋକମାନେ ତାଙ୍କ ଗୀତ କୁ ଖୁବ ଭଲ ପାଇଥାନ୍ତି ତେବେ ନମିତା ୧୯୯୨ ରେ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇ ପୁତ୍ର ମଧ୍ୟ ଅଛନ୍ତି ।


୫-ପଞ୍ଚମ ରେ ହେଉଛନ୍ତି ଲୋକପ୍ରିୟ ଏବଂ ପ୍ରସିଦ୍ଧ ଗାୟିକା କୃଷ୍ଣପ୍ରିୟ ମିଶ୍ର । କୃଷ୍ଣ ପ୍ରିୟ ଭଜନ ଆଦିରେ ନିଜ କଣ୍ଠଦାନ କରିଛନ୍ତି । ସେ ଅଳ୍ପ ସମୟରେ ସମସ୍ତ ଙ୍କ ପ୍ରିୟ ହୋଇ ପାରିଲେ । ତେବେ ସେ ବିବାହ କରିଛନ୍ତି ଓଲିଉଡ ଜଗତର ପ୍ରସିଦ୍ଧ ଗାୟକ ଏବଂ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର ଙ୍କୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *