ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।
୧. ସ୍ତ୍ରୀ ସ୍ଵାମୀକୁ ପଚାରିଲା… ସ୍ତ୍ରୀ- ଆମ ଦୁଇଜଣଙ୍କ ମଧ୍ୟରୁ ସବୁ ଠାରୁ ସୁନ୍ଦର କିଏ ? ସ୍ଵାମୀ- ମୁଁ ସ୍ତ୍ରୀ- କେମିତି ?
ସ୍ଵାମୀ- ତମେ ବିଉଟି ପାର୍ଲର କାହିଁକି ଯାଉଛ ? ଯାହା ହେଉ ଭଗବାନ ମତେ ସୁନ୍ଦର କରିଛନ୍ତି ନ ହେଲେ ମତେ ମଧ୍ୟ ପାର୍ଲର ଯିବାକୁ ପଡିଥାନ୍ତା …!!
୨. ରାଜୁର ସ୍ତ୍ରୀ ବାଦାମ ଖାଉଥିଲା… ରାଜୁ ରୋମାଣ୍ଟିକ ହୋଇ କହିଲା- ଆରେ ମତେ ବି ଟିକେ ଦିଅ ଟେଷ୍ଟ କରିବି ମୁ ।
ସ୍ତ୍ରୀ ରାଜୁ ହାତରେ ଗୋଟିଏ ବାଦାମ ରଖି ଆଉ ସବୁ ବାଦାମ ନିଜେ ଖାଇବାକୁ ଲାଗିଲା ।
ରାଜୁ- କଣ ଗୋଟିଏ ମାତ୍ର ?
ସ୍ତ୍ରୀ- ହଁ, ବାକି ବାଦାମର ଟେଷ୍ଟ ମଧ୍ୟ ଏହିପରି ଅଛି ।
୩. ମହିଳା- ମୋ ସ୍ଵାମୀ ଗୋଟିଏ ସପ୍ତାହ ହେଲା ଗାୟବ ଅଛନ୍ତି …
ପୋଲିସ- ତାଙ୍କର କୌଣସି ସନ୍ତକ ଅଛି ?
ମହିଳା- ହଁ ଅଛି ନା, ଏ ପପୁ 6 ବର୍ଷର ଅଟେ
ଓ ଏ ଗପୁ 4 ବର୍ଷର ଅଟେ
୪. ଗୋଟେ ବୁଢା ଛୁଆକୁ ପଚାରିଲା…
ବୁଢା-ପୁଅ କେମିତି ଅଛୁ ?
ଛୁଆ- ଠିକ ଅଛି…
ବୁଢା- ପାଠ ପଢା କେମିତି ଚାଲିଛି ?
ଛୁଆ- ବିଲକୁଲ ମୋ ଜୀବନ ପରିକା ।
ବୁଢା- ମାନେ ?
ଛୁଆ- ଭଗବାନଙ୍କ ଭରସାରେ ଚାଲିଛି ଆଉ…
୫. ଆକବର- ବୀରବଲ ମତେ ଗୋଟେ କଥା କୁହ !
ଆମ ଷ୍ଟାଫ ମାନଙ୍କ ଭିତରୁ ସବୁଠୁ ଅଧିକ ପରିଶ୍ରମ କରୁଥିବା ମଣିଷକୁ କେମିତି ଚିହ୍ନିବା ?
ବୀରବଲ- ମହାରାଜ, ମୁଁ ଏବେ ଯାଇ ସମସ୍ତଙ୍କୁ ଡକେଇ ଆଣୁଛି,
ତା ପରେ ଆପଣଙ୍କୁ କହୁଛି !
ବୀରବଲ ସେହି ସମୟରେ ସମସ୍ତଙ୍କୁ ଡାକି ଆଣିଲା ଓ ଜଣଙ୍କର ହାତ ଧରି କହିଲା
‘ମହାରାଜ ଏହି ଅଟେ ସେହି ମଣିଷ’
ଆକବର – ତୁମେ କେମିତି ଏହି ମହାନ ବ୍ୟକ୍ତି କୁ ଚିହ୍ନିଲ ?
ବୀରବଲ- ମହାରାଜ ! ମୁଁ ୟାର ମୋବାଇଲ ଏବେ ଚେକ କରିଛି,
ୟାର ମୋବାଇଲରେ ବ୍ଯାଟେରୀ 98% ଅଛି !!
୬. ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,
ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।
ସ୍ଵାମୀ- ତା ହେଲେ ?
ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?
ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।
୭. ରାସ୍ତାରେ ଗୋଟେ ଲୋକ ଅନ୍ୟ ଲୋକକୁ ଅଟକାଇ ପଚାରିଲା…
ଲୋକ- ଭାଇନା ଆମ ଭାଉଜ ବାଉଁଆ ଅଛନ୍ତି କି ?
ଅନ୍ୟ ଲୋକ- ହଁ, ହେଲେ ଆପଣ କେମିତି ଜାଣିଲେ ?
ଲୋକ- କାରଣ ଆପଣଙ୍କ ଡାହାଣ ପଟ ଗାଲଟି ସଂପୂର୍ଣ୍ଣ ନାଲି ପଡିଯାଇଛି…
୮. ସ୍ତ୍ରୀ- ତମେ ମୋ ପାଇଁ କଣ କରି ପାରିବ ?
ସ୍ଵାମୀ- ତମେ ଯଦି କହିବ ତା ହେଲେ ମୁ ତମ ପାଇଁ ଜନ୍ହ ତାର ନେଇ ଆସିବି ।
ସ୍ତ୍ରୀ- ଏତେ କଷ୍ଟ କରିବା ଦରକାର ନାହିଁ, ବେଡରୁ ଉଠି ମୋ ପାଇଁ ଗୋଟେ ଗ୍ଳାସ ପାଣି ନେଇ ଆସିଲ ।
ସ୍ଵାମୀ- ଆରେ ମୁ ପରା ନିଦରେ ଅଛି, ମୁ ବି ଜାଣିନି ତମକୁ ମୁ କଣ କହିଲି କି ?
୯. ପୁଅଟି ତା’ର ଗର୍ଲଫ୍ରେଣ୍ଡକୁ କହିଲା-
ଜାନୁ ଜାଣିଛ !! କାଲି ରାତିରେ ତୁମେ ମୋ ସ୍ଵପ୍ନରେ ଆସିଥିଲ…
ଝିଅ- କଣ …ସତରେ ?
ବୟଫ୍ରେଣ୍ଡ- ହଁ, ସତରେ
ଝିଅ- ସ୍ଵପ୍ନରେ ଆମେ ଦୁଇ ଜଣ କଣ କରୁଥିଲେ ?
ପୁଅ- ମୁଁ ଆଇସକ୍ରିମ ଖାଉଥିଲି
ତୁ ମୋ ସାମ୍ନାରେ ବସି କହୁଥିଲୁ କମ ସେ କମ ରାପର ତ ଦେ ମତେ ଚାଟିବା ପାଇଁ
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ