Odia Jokes – ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା, ଚାକରାଣୀ- କ୍ଷମା କରିବେ ମେମ ସାହାବ,1000 ଟଙ୍କା ଲୋଭରେ ପଡି ଯାଇଥିଲି, ଆଉ ତା’ ପରେ …

କୌଣସି ବିନା କାରଣରେ ମଣିଷ ଖୁସି ରହିପାରିବ ନାହିଁ । ନିଜର ଚିନ୍ତାଗ୍ରସ୍ତ ଜୀବନରେ ମଣିଷ ସବୁବେଳେ ବ୍ୟସ୍ତରେ ରହୁଛି, ଏହାଦ୍ବାରା ସେ ନିଜର ମନୋରଞ୍ଜନ କରିପାରୁ ନାହିଁ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ଆଣିଛୁ ଯାହାକୁ ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

jokes 1

ସ୍ଵାମୀ – ଯେତେବେଳେ ମୁ ତୁମ ଉପରେ ଚିଲାଏ ତମେ ନିଜ ରାଗକୁ କେମିତି ବାହାର କର

ସ୍ତ୍ରୀ- ଟଏଲେଟ ସଫା କରି ।

ସ୍ଵାମୀ- ହା ହା ହା, ସେଇଟା କେମିତି

ସ୍ତ୍ରୀ- ଟଏଲେଟକୁ ମୁ ତମ ଟୁଥବ୍ରସରେ ସଫା କରେ, ଏବେ ଟିକେ ହସୁନ ।

jokes 2

ସ୍ଵାମୀ ସନ୍ଧ୍ୟାରେ ନିଜ କାମ ସାରି ଘରକୁ ଫେରିବା ମାତ୍ରେ ସେ ନିଜ ସ୍ତ୍ରୀର ଆଖିକୁ ନିଜ ହାତରେ ଲୁଚାଇ ଦେଲା ।

ସ୍ତ୍ରୀ(ପ୍ରେମରେ ଡାକିଲା)- ରାଜୁ

ସ୍ଵାମୀ(ରାଗିକି )- ରାଜୁ ନୁହେଁ ମୁଁ ।

ସେହି ସମୟରେ ସ୍ତ୍ରୀ ନିଜ କଥା ବୁଲେଇ ଦେଇ କହିଲା

ସ୍ତ୍ରୀ- sorry, ମୁଁ କହୁଥିଲି ରାଜୁ ପାଣି ନେଇ ଆସ, ସାହେବ ଆସିଲେ ।

jokes 3

ଏକ ଋଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ତାକୁ ଅମୃତ ଦେଇଥିଲେ ହେଲେ ସେ ସେହି ଅମୃତକୁ ମନା କରିଦେଇଥିଲେ ।

ଭଗବାନ- କଣ ହେଲା ବତ୍ସ୍ୟ ଅମୃତ କାହିଁକି ପାନ କରୁନ ତମେ ?

ଋଷି- ପ୍ରଭୁ ଆଉ ଟିକେ ପରେ ପିଇଦେବି ବର୍ତ୍ତମାନ ମୁଁ ପାନ ଖାଉଛି ପ୍ରଭୁ ।

jokes 4

ମୋର ସନ୍ଦେହ ହେଉଛି ଯେ, ମୋ ସ୍ଵାମୀଙ୍କର ଅନ୍ୟ କେଉଁ ମହିଳାଙ୍କ ସହ ଅଫେୟାର ଚାଲିଛି ।

ମହିଳାଙ୍କ ସାଙ୍ଗ- ତା ହେଲେ ବର୍ତ୍ତମାନ ତୁ କଣ କରିବୁ ?

ମହିଳା- ନିଜ ବୟଫ୍ରେଣ୍ଡକୁ ମୋ ସ୍ଵାମୀର ପଛରେ ଲଗାଇ ଦେବି ।

jokes 5

ପୁଅ- ମା ମୋର ୭ ଜନ୍ମ ପର୍ଯ୍ୟନ୍ତ ଚାକିରି ଲାଗିଗଲା ।

ମା- ପୁଅ କେମିତି ?

ପୁଅ- ମତେ ଷ୍ଟାରପ୍ଲସର ସିରିଏଲରେ କାମ ମିଳିଗଲା ।

jokes 6

ଶ୍ରେଣୀରେ ସବୁ ଛାତ୍ର ପପୁକୁ ବୁଆ ବୁଆ କହି ଚିଡାଊ ଥିଲେ । ଏହା ଦ୍ଵାରା ପପୁ ଶିକ୍ଷକଙ୍କ ପାଖରେ ପିଲା ମାନଙ୍କର କମ୍ପ୍ଲେନ କରିଥିଲା ।

ଏହା ପରେ ଶିକ୍ଷକ ଆସି କହିଲେ- ଯେଉଁ ପିଲା ପପୁକୁ ବୁଆ ବୁଆ ଡାକି ଚିଡାଉଛ ସେମାନେ ଠିଆ ହେଇଯାଅ ।

ଏହା ଦ୍ଵାରା ଶ୍ରେଣୀର ସବୁ ପିଲା ଛିଡା ହୋଇଯାଇଥିଲେ ହେଲେ ଗୋଟିଏ ପିଲା ଛିଡା ହେଲା ନାହିଁ ।

ଶିକ୍ଷକ- କଣ ତମେ ପପୁକୁ ଚିଡାଅ ନାହିଁ ।

ଛାତ୍ର – ନାହି ସାର ମୋତେ ସମସ୍ତେ ମଉସା ମଉସା କହି ଚିଡାନ୍ତି ।

jokes 7

ଦିନେ ଗଣିତ ମାଷ୍ଟର ତାଙ୍କ ଶ୍ରେଣୀରେ ପିଲା ମାନଙ୍କ ଉପରେ ଚିଲାଉ ଥିଲେ ।

ଶିକ୍ଷକ- କାଲି ଯିଏ ସୂତ୍ର ମନେ ନରଖି ଆସିଥିବ ତାର ବେଳା ଖରାପ ମୁ କରିବି ।

ପପୁ- ଠିକ ଅଛି ସାର, କାଲିର କଥା କାଲି ଦେଖିବା ।

ଶିକ୍ଷକ- ଯଦି କାଲି ସୂତ୍ର ପଢି ନ ଆସିଥିବ ତା ହେଲେ ଦେଖିବ ।

ପପୁ- ସାର କଣ ଦେଖେଇବେ ଆପଣ ଏବେ କହି ଦିଅନ୍ତୁ, ଆମେ କାଲି ଆଉ କାହିଁକି ଆସିବୁ ।

jokes 8

ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା

ଚାକରାଣୀ – କ୍ଷମା କରିବେ ମେମ ସାହାବ

1000 ଟଙ୍କା ଲୋଭରେ ପଡି ଯାଇଥିଲି

ସ୍ତ୍ରୀ – କିନ୍ତୁ ମୁଁ ତତେ 5000 ଟଙ୍କା ଦେବି

ପ୍ରଥମେ ମତେ କହ କି ସାହାବ ଙ୍କୁ ତୁ କେମିତି ପଟେଇଥିଲୁ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *