ନମସ୍କାର ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ହସିବା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଯେଉଁମାନେ ଜୋକ୍ସ ପଢୁ ନାହାନ୍ତି ସେମାନେ ମଧ୍ୟ ଏହି ଜୋକ୍ସକୁ ପାଢୀ ନିଶ୍ଚୟ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।
Joke-1- ଗୋଟେ ଦିନ ପପୁର ଗାର୍ଲଫ୍ରେଣ୍ଡ ନିଜ ଘରେ ଏକା ଥିଲା ଓ ସେ ପପୁକୁ ବହୁତ ମନେ ପକାଉ ଥିଲା… ସେ ଭବିଲା ଘରେ କେହି ନାହାନ୍ତି ପପୁକୁ ଫୋନ କରି ଘରକୁ ଡାକି ଦଉଛି ।
ଗାର୍ଲଫ୍ରେଣ୍ଡ- ଆଜି ମୁ ଘରେ ଏକା ଅଛି ଆସ ନା…
ପପୁ- ଆରେ ପାଗେଳି ତୁ ମୋ ଘରକୁ ଆସିଯା ଏଠି ସମସ୍ତେ ଅଛନ୍ତି ।
Joke-2
ସ୍ଵାମୀ ଛୋଟେଇ ଛୋଟେଇ ଘରୁ ବାହାରୁ ଥିଲା
ଶାଶୁ- ଜ୍ଵାଇଁ ବାବୁ କଣ ହେଇଛି ତମର ?
ଜ୍ଵାଇଁ- ତମ ଝିଅ ମୋର ଗୋଡ ଭାଙ୍ଗି ଦେଇଛି ।
ଶାଶୁ- ଆଛା ହଉ, ସନ୍ଧ୍ୟା ସମୟରେ ଶୀଘ୍ର ଘରକୁ ଆସିଯିବ । ତମ ଶଳାକୁ ଦେଖିବା ପାଇଁ ଝିଅ ଘର ବାଲା ଆସୁଛନ୍ତି ।
ଜ୍ଵାଇଁ- ଆରେ ମୋ ନିଜର ଚଏସ ଏତେ ଖରାପ ଅଛି ମୁଁ ଆଉ କାହା ପାଇଁ କଣ ଉପଦେଶ ଦେବି ।
Joke-3
ଖାଇବା ପାଇଁ ଆସିଥିବା ସମୟରେ ସ୍ଵାମୀ ସ୍ତ୍ରୀକୁ ଆବାଜ ଦେଲା
ସ୍ଵାମୀ- ଆରେ ଶୁଣୁଛ, ଏହି ସବଜିର ନାମ କଣ, ଯାହାକୁ ତମେ ବନେଇଛ ?
ସ୍ତ୍ରୀ- କାହିଁକି କଣ ପାଇଁ ପଚାରୁଛ ?
ସ୍ଵାମୀ- ଆରେ ମତେ ସ୍ଵର୍ଗରେ ପଚରା ହେବ ନା, କଣ ଖାଇକି ତମେ ମରିଲ ।
Joke-4
ପୁଅ (ମା ସହିତ)- ମା ପ୍ରେଗନେଣ୍ଟ ମାନେ କଣ ?
ମା ରାଗି ଯାଇ ପୁଅକୁ ଦେଖିଲା ।
ପୁଅ ଭାବିଲା ରାଗ କୁ ପ୍ରେଗନେଣ୍ଟ କୁହନ୍ତି ।
ଗୋଟେ ଦିନ ପୁଅ ଏକ ଝିଅ ସହ ପିଟି ହୋଇଗଲା
ଝିଅର ମା- ଅନ୍ଧ ତତେ ଦେଖା ଯାଉନାହିଁ ?
ପୁଅ- ମୁଁ ପିଟି ହେଲି ତୁମ ଝିଅ ସହ ଆଉ ତମେ ପ୍ରେଗନେଣ୍ଟ ହେଇ ଯାଉଛ ।
Joke-5
ଏକ ଛୋଟ ପିଲାକୁ ରାସ୍ତାରେ ଏକ ଗର୍ଭବତୀ ମହିଳା ମିଳିଲା..
ଛୁଆ- ତମ ପେଟରେ କଣ ହେଇଛି ?
ମହିଳା- ମୋ ପେଟରେ ମୋର କ୍ୟୁଟ ପିଲା ଅଛି
ଛୁଆ- ଏତେ କ୍ୟୁଟ ଥିଲା ଯଦି ତୋର ପିଲା ତା ହେଲେ ତାକୁ ଗିଳୁ ଥିଲୁ କାହିଁକି ମୋଟି ।
Joke-6
ଆକବର (ବୀରବଲ କୁ)- କଥା ଦିଅ ବୀରବଲ କି ତୁମ ବାହାଘର ଯେବେ ହେବ ତ ତୁମ ସ୍ତ୍ରୀ କୁ ପ୍ରଥମେ ମୁଁ Kiss କରିବି
ବୀରବଲ – ଆଜ୍ଞା ହୁଜୁର, କିନ୍ତୁ ମୋର ବି ଗୋଟିଏ ସର୍ତ୍ତ
ଆକବର – କୁହ କଣ ସର୍ତ୍ତ ?
ବୀରବଲ – ମୁଁ ଆପଣଙ୍କ ଭଉଣୀକୁ ବାହାହେବି
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।