ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା କିଏ କାହାକୁ କରିଛନ୍ତି ବିବାହ ? ପ୍ରଥମ ଥର ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ସିନେମା ଦେଖିବା ସମସ୍ତ ଙ୍କୁ ପସନ୍ଦ ଥିବ ଏଵଂ ହୁଏତ ଆପଣ ଙ୍କୁ ସିନେମା ରେ ଆକ୍ସନ ପସନ୍ଦ ଥିବ କାହାକୁ ରୋମାନ୍ସ ପସନ୍ଦ ଥିବ ତ କାହାକୁ କମେଡି । ନିଜ ନିଜ ପସନ୍ଦ ହିସାବ ରେ ସିନେମା ମଧ୍ୟ ଦେଖିଥାନ୍ତି । ତେବେ ସେ ବଲିଉଡ ହେଉ କିମ୍ବା ଓଲିଉଡ କିମ୍ବା ଟଲିଉଡ ସବୁଠି ସିନେମା ପ୍ରେମୀ ଆପଣଂକୁ ମିଲିଯିବେ । ତେବେ ଗୋଟିଏ ସିନେମା ରେ ଯଦି କିଛି କମେଡି ନଥାଏ କିମ୍ବା କୌଣସି ହାସ୍ୟାସ୍ପଦ ନଥାଏ ତେବେ ତାହା ଲୋକ ମାନଙ୍କୁ ପସନ୍ଦ ଆସେ ନାହିଁ ।

ତେବେ ସିନେମା ରେ କମେଡି ଆଣିବା ହାସ୍ୟ ଅଭିନେତା ଙ୍କ କାମ ସେମାନଙ୍କ ଯୋଗୁଁ ହିଁ ଆମେ ହସି ପାରୁ ଏବଂ ରିଲାକ୍ସ ହୋଇ ପାରୁ । ତେବେ ଆଜି ଆମେ ସେହି ହାସ୍ୟ କଳାକାର ଙ୍କ ଜୀଵନ ର ସାଥୀ ବିଷୟ ରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

୧- ପ୍ରଥମରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର କମେଡି କିଙ୍ଗ ପପୁ ପମପମ । ତେବେ ସେ ନିଜର ଅଭିନୟ ଏବଂ କଥା ରେ ଲୋକ ମାନଙ୍କ ହୃଦୟ ରେ ନିଜର ଘର କରି ପାରିଛନ୍ତି ଏବଂ ଲୋକ ମାନଂକୁ ହସାଇ ମଧ୍ୟ ପାରୁଛନ୍ତି । ତେବେ ତାଙ୍କୁ ଲୋକମାନେ ଖୁବ ପସନ୍ଦ କରନ୍ତି । ତେବେ ପପୁ ପମପମ ଙ୍କ ଜୀଵନ ସାଥୀ ଙ୍କ ନାମ ହେଉଛି ସଂଗୀତା ଶତପଥୀ ।


୨- ଦ୍ଵିତୀୟ କଳାକାର ହେଉଛନ୍ତି ହରି ହର ମହାପାତ୍ର । ନବେ ଦଶକ ର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା ଭାବରେ ପରିଚିତ ହେଉଛନ୍ତି ହରିହର । ସେ ଅନେକ ହିଟ ସିନେମା ରେ କାମ କରି ଲୋକ ମାନଙ୍କ ର ମନୋରଞ୍ଜନ କରିଛନ୍ତି ଏବଂ ଲୋକ ମାନଙ୍କ ଠାରୁ ଭଲ ପାଇବା ମଧ୍ୟ ପାଇଛନ୍ତି । ତେବେ ତାଙ୍କ ପତ୍ନୀ ହେଉଛନ୍ତି ମୋନାଲିସା ମହାପାତ୍ର ଯାହାଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।


୩- ତୃତୀୟ କଳାକାର ହେଉଛନ୍ତି ଅମର ମହାପାତ୍ର । ତେବେ ଅମର ଙ୍କୁ ଆପଣ ଅନେକ ସିନେମା ରେ କାମ କରିଥିବାର ଦେଖିଥିବେ ଏବଂ କିଛି ଧାରାବାହିକ ରେ ମଧ୍ୟ ତାଙ୍କୁ ଦେଖିଥିବେ । ସେ ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଆକ୍ଟିଭ ରହିଥାନ୍ତି । ତେବେ ସେ ମଧ୍ୟ ନିଜ ଅଭିନୟ ରେ ଲୋକ ମାନଙ୍କ ମନରେ ସ୍ଥାନ କରି ପାରିଛନ୍ତି । ତେବେ ତାଙ୍କ ପତ୍ନୀ ହେଉଛନ୍ତି ସୁନୟନା ମହାନ୍ତି ।


୪- ଚତୁର୍ଥ କଳାକାର ହେଉଛନ୍ତି ଗୁଡୁ । ତେବେ ଗୁଡୁ କୁ କିଏ ନ ଜାଣେ ସେ ବିବାହ କରିଛନ୍ତି ପ୍ରିୟଙ୍କା ଙ୍କୁ । ତେବେ ଗୁଡୁ ଅନେକ ସିନେମା ସହ ଅନେକ ଧାରାବାହିକ ରେ ମଧ୍ୟ କାମ କରିଛନ୍ତି ଏବଂ ସୁନ୍ଦର ଅଭିନୟ କରିବା ସହ ସେ ବହୁତ ଭଲ ଡାନ୍ସର ମଧ୍ୟ । ସେ ବହୁତ ଭଲ ନୃତ୍ୟ ମଧ୍ୟ କରିଥାନ୍ତି ।


୫- ପଞ୍ଚମ ରେ ହେଉଛନ୍ତି ସାତ୍ୟକି ମିଶ୍ର । ତେବେ ସାତ୍ୟକି ଜଣେ ବହୁ ପ୍ରତିଭାଶାଳୀ ଅଭିନେତା । ତେବେ ସେ କମେଡି ସହ ଖଳନାୟକ ଭୂମିକା ରେ ମଧ୍ୟ ଖୁବ ସୁନ୍ଦର ଭାବରେ ନିଭାଇ ପାରିଥାନ୍ତି । ତେବେ ସେ ସିନେମା ସହ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି । ତାଙ୍କ ଧର୍ମ ପତ୍ନୀ ହେଉଛନ୍ତି ସୁଚିସ୍ମିତା ମିଶ୍ର ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *