Odia Hasa Katha- ଝିଅର ବିଦାଇ ବେଳକୁ ବର ର ମୋବାଇଲ ବାଜିଲା ତ ଝିଅ ବରକୁ 2 ଚାପୁଡା ମାରିଲା, କାରଣ ତା’ର ରିଂଟୋନ ଥିଲା…

ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ବିଷୟ ରେ ।

୧. ଟ୍ରେନରେ ତିନି ଜଣ ଗୁଜୁରାଟୀ ଝିଅ ବସିଥିଲେ,

ଚମ୍ପକ ପଚାରିଲା: ଆପଣଙ୍କ ନାମ ?

ପ୍ରଥମ ଝିଅ: ପ୍ରିୟା ବେହେନ

ଦ୍ଵିତୀୟ ଝିଅ: ରାନୀ ବେହେନ

ତୃତୀୟ ଝିଅ: ଶିଳ୍ପା ବେହେନ

ଝିଅମାନେ ପଚାରିଲେ, ଆଉଆ ଆପଣଙ୍କ ନାମ ?

ଚମ୍ପକ ଜବାବ ଦେଲା:

୧- ଗୋଟିଏ ବାଳକ ଜଣଙ୍କ ଘରକୁ ଯାଇ ବେଲ ବଜାଇଲା।

ମହିଳା- କବାଟ ଖୋଲି କଣ ହେଲା ପୁଅ?

ବାଳକ- ମମି କହିଲା ଗିନା ରେ ଚିନି ଦବାକୁ।

ମହିଳା – ହସିକି ଆଉ କଣ କହିଲେ ତୋ ମମି।

ବାଳକ- କହିଲେ କି ସେ ଡାହଆଣୀ ଯଦି ନ ଦେବ ତେବେ ତା ପାଖ ଚୁଡଏଲ ଠାରୁ ନେଇ ଆସିବୁ।

୨. ବିବାହିତ ବ୍ୟକ୍ତିଙ୍କୁ ଲଟେରୀ ଲାଗିଗଲେ ବି

ଏତେ ଖୁସି ମିଳେନି ଯେତିକି ଖୁସି…

ପତ୍ନୀ ଫୋପାଡିଥିବା ଚାମୁଚ ଓ ବେଲଣା କାଠିରେ

ସେ ନିଜେ ହିଁ ଝୁଣ୍ଟିକି ପଡିଯାଏ ।

୩- ଶିକ୍ଷକ- ପିଲାମାନେ ତୁମ ଭିତରୁ ସ୍ୱର୍ଗ କିଏ ଯିବ?

ସବୁ ପିଲାମାନେ ହାତ ଟେକିଲେ କିନ୍ତୁ ଗୋଟିଏ ଝିଅ କୁ ଛାଡି। ତେବେ ଶିକ୍ଷକ ପଚାରିଲେ ଝିଅ ତୁ ସ୍ୱର୍ଗ ଯିବୁ ନାହିଁ?

ଝିଅ- ନା କାହିଁକି ନା ମାଆ କହିଛି ସ୍କୁଲ ରୁ ସିଧା ଘରକୁ ନ ଆସିଲେ ତୋ ଗୋଡ଼ ଭାଙ୍ଗି ଦେବି।

୪. ବ୍ୟକ୍ତି ଉଡାଜାହାଜରୁ ଓହ୍ଲାଇବା ମାତ୍ରେ ଦ୍ଵାର ପାଖେ ଠିଆ ହୋଇଥିବା ଏୟାର ହୋଷ୍ଟେସ କହିଲେ…

“ଆଶା କରୁଛି ଫ୍ଲାଇଟରେ ଆପଣଙ୍କୁ ଘର ପରି ମାହୋଲ ଲାଗିଥିବ”

ବ୍ୟକ୍ତି- ନା ବିଲକୁଲ ନୁହେଁ, ଘରେ ତ ମୋ କଥା ସେହି ଶୁଣନ୍ତି ନାହିଁ,

କିନ୍ତୁ ଏଠି ତ ଗୋଟେ ବଟନ ଚିପିଲେ ଚାରି ଚାରି ଜଣ ଆସି ଯାଉଥିଲେ…!!

୫- ପପୁ ର ସ୍ତ୍ରୀ ଆଜି ବହୁତ ରୋମାଣ୍ଟିକ ହୋଇ ଯାଇଛି। ପୁରା ବେଡ଼ ରେ ହାତ କୁ ମେଲାଇ ଶୋଇ ଗଲା ଏବଂ ପପୁ କୁ ପଚାରିଲା କିଛି ବୁଝିଲ।

ପପୁ- ହଁ ତୁ ଆଜି ପୁରା ବେଡ଼ ରେ ଶୋଇବୁ ଡାହଆଣୀ।

୬- ଗୋଟିଏ ଟ୍ରକ ପଛରେ ଲେଖା ଯାଇଥିଲା ଛୋଟ ପରିବାର ସୁଖୀ ପରିବାର।

ତାର ସିଧା ତଳକୁ ଲେଖା ଯାଇଥିଲା।

ଅବଦୁଲ, ଜୋୟା, ସଲମାନ, ଜୁବେର, ଆଏଶା, ସୋହେବ, ଦିୟା, ମସରୁକ ର ବାପା।

୭- ପବ୍ଲିକ ଶୌଚାଳୟ ରେ ଲେଖା ହୋଇଥିଲା।

ଦୁନିଆ ଚାନ୍ଦ ରେ ପାହଁଚି ଗଲାଣି ତୁ ଏଇଠି ବସିଛୁ।

ରାମୁ- ତା ତଳେ ଲେଖିଲା…. ଚାନ୍ଦ ରେ ପାଣି ନଥିଲା ସେଥିପାଇଁ ଫେରି ଆସିଲି।

୮- ବାହାଘର ପରେ ନୂଆ ବୋହୁ ବହି ଦେଖିକରି ଖାଇବା ପ୍ରସ୍ତୁତ କରିଥିଲା।

ତେବେ ଶାଶୂ ଫ୍ରିଜ ରେ ରଖିଥିବା ଜିନିଷ ଦେଖି ଚମକି ଗଲେ।

ଶାଶୂ- ଫ୍ରିଜ ରେ ଘଂଟା କିଏ ରଖିଲା।

ବୋହୁ- ମୁଁ.. ବହିରେ ଲେଖା ହୋଇଥିଲା ସବୁ ଜିନିଷ ର ମିଶ୍ରଣ କରି ଏକ ଘଂଟା ଫ୍ରିଜ ରେ ରଖିଦିଅ।

୯- ସୋନୁ ବହୁତ ଦୁଃଖ ରେ ଥିଲା। ତେବେ ଜଣେ ତାକୁ ପଚାରିଲା କି କଣ ପାଇଁ ଦୁଃଖ ରେ ଅଛୁ।

ସୋନୁ- ଆରେ ମୁଁ ଜଣଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇଥିଲି ପ୍ଲାଷ୍ଟିକ ସର୍ଜରୀ ପାଇଁ ହେଲେ ବର୍ତ୍ତମାନ ତାକୁ ମୁଁ ଜାଣି ପାରୁ ନାହିଁ।

୧୦- ସ୍ୱାମୀ- ଜାନ ମୋତେ କ୍ଷମା କରିଦିଅ।

ସ୍ତ୍ରୀ- କଣ ପାଇଁ?

ସ୍ୱାମୀ- ମୁଁ ଯେତେବେଳେ ବି ତୁମକୁ ପ୍ରେମ କରେ ମୋତେ ଆମ ପଡୋଶୀ କଥାମନ ପଡେ।

ସ୍ତ୍ରୀ- ତୁମେ ମୋତେ ଧଓକା ଦେଲ। ମୁଁ ପଡୋଶୀ ସହ ପ୍ରେମ କଲେ ବି ତୁମ କଥା ଭାବେ।

ସ୍ୱାମୀ ବେହୋଶ।

୧୧. ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା

“ଦିଲ ମେ ଛୁପା କେ ଦିଲ କେ ଅରମାନ ଲେ ଚଲେ”

ହମ ଆଜ ଅପନୀ ମଔତ କା ସାମାନ ଲେ ଚଲେ”

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *