ଚଉଠି ରାତିରେ, ସ୍ୱାମୀ- ମୋ ପାଖକୁ ଆସ ପ୍ରିୟେ, ସ୍ତ୍ରୀ- ମତେ ଡର ଲାଗୁଛି, (ଶାଶୁ ଆସି କବାଟ ବାଡେ଼ଇଲେ), ଆଉ ତା’ ପରେ…(Odia Jokes)

ବନ୍ଧୁଗଣ ଆଜିକାଲି ସମସ୍ତ ଲୋକ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ସବୁବେଳେ ଚିନ୍ତାରେ ରହୁଛନ୍ତି । ଚିନ୍ତାରେ ରହିବା ଦ୍ଵାରା ଲୋକ ଅନେକ ପ୍ରକାର ରୋଗରେ ପୀଡିତ ହୋଇଥାଏ । ବନ୍ଧୁଗଣ ଡାକ୍ତର ମାନଙ୍କ ମତରେ ସମସ୍ତ ଲୋକଙ୍କୁ ସବୁବେଳେ ଖୁସିରେ ରହିବା ଉଚିତ । ଯଦି ଆପଣ ଭିତରୁ ଖୁସିରେ ରହିବେ ତା ହେଲେ ଆପଣ ସବୁବେଳେ ସୁସ୍ଥ ରହିବେ । ତେବେ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । 

୧. ପ୍ରେମିକା- ମୁଁ ବହୁତ ସମୟ ହେବ ବୋର ହେଉଛି ଚାଲ ଆମେ ଟିକେ ଲୁଚକାଳି ଖେଳ ଖେଳିବା ।

ଯଦି ତମେ ମୋତେ ଖୋଜି ପାରିବ ତା ହେଲେ ଆମେ ଦୁଇଜଣ ସପିଙ୍ଗ କରିବାକୁ ଯିବା । 

ପ୍ରେମୀ- ଆଉ ଯଦି ମୁଁ ତମକୁ ଖୋଜି ନ ପାରିବି ତା ହେଲେ କଣ ?

ପ୍ରେମିକା- ଆରେ ଡରନି ମୁଁ ଗେଟ ପଛରେ ଲୁଚିଛି ତମେ ମୋତେ ଶୀଘ୍ର ଖୋଜି ମୋତେ ସପିଙ୍ଗ ପାଇଁ ନେଇଯାଅ

ଆଜି ମୁଁ ବହୁତ ଜିନିଷ କିଣିବି ଆଉ ବିଲ ତମେ ଦେବ । 

୨. ପ୍ରେମିକ- ତମେ କଣ ଜାଣିଛ ସଙ୍ଗୀତରେ ଏତେ ଶକ୍ତି ଅଛି ଯେ ଥଣ୍ଡା ପାଣିକୁ ବି ସଙ୍ଗୀତ ଗରମ କରିପାରେ… 

ପ୍ରେମିକା- ହଁ ହଁ ନିଶ୍ଚୟ ମୁଁ ଜାଣିଛି… ଟିକେ ଭାବ ଯଦି ତମର ଗୀତ ଶୁଣି ମୋର ରକ୍ତ ଗରମ ହେଇ ପାରୁଛି ତା ହେଲେ ପାଣି କଣ । 

୩. ସ୍ଵାମୀ- ଏ କଣ ତମେ ଆଉ ଗୋଟେ ସୁଟ ନେଇ ଆସିଲ ? ପହଡଦିନ ତ ନେଇଥିଲ… 

ସ୍ତ୍ରୀ ଚିତ୍କାର କରି କହିଲା- କଣ ପହଡଦିନ ? କଣ କହିଲ ତମେ ? ଶୀଘ୍ର କୁହ କଣ ପହଡଦିନ ?

ସ୍ଵାମୀ- କିଛି ନାହିଁ, ମୁଁ କେବଳ କହୁଛି କି ପହର ଦିନ ଗୋଟେ ସୁଟ ଆଣିଥିଲ ଆଉ ଆଜି ଗୋଟେ କାହିଁକି ଦୁଇଟି ନେଇ ଆସିଥାନ୍ତ । 

୪. ଥରେ ଗୋଟେ ପୁଅ ଗୋଟେ ଝିଅକୁ ପ୍ରେମ କରି ବସିଲା… 

ଅନେକ ଥର ପୁଅ ଲେଟ ନାଇଟରେ ଝିଅକୁ କଲ୍ କରିବାକୁ ଲାଗିଲା… 

ଥରେ ଝିଅର ମା ଫୋନ ଉଠେଇଲା… 

ପୁଅ ଟିକେ ଡରିକି କହିଲା- ଆଣ୍ଟି ପାୟଲ ଘରେ ଅଛି କି ?

ଆଣ୍ଟି- ହଁ ଅଛି ନା ମୋର ଦୁଇଟି ପାଦରେ ଅଛି ଆଉ ଚପଲ ବି ଅଛି । 

୫. ଝିଅ- ଜାନୁ ମୁଁ ତମ ଉପରେ ରାଗିଛି… 

ପୁଅ- କାହିଁକି ଡାର୍ଲିଙ୍ଗ କଣ ହେଇଛି ତମର ?

ଝିଅ- କାରଣ ତମେ ବହୁତ ଅପରିଷ୍କାର । 

ପୁଅ- ମୁଁ ଏମିତି କଣ କରିଦେଲି ?

ଝିଅ- ତମେ ତ ମୋତେ ମନାଉ ବି ନାହଁ । 

ପୁଅ- ତୁ କଣ ଦୀପାବଳି ପର୍ବ ତୋତେ ମୁଁ ମନେଇବି । 

୬. ସ୍ତ୍ରୀ- କେହି ଜଣେ ସତ ହିଁ କହିଛି ଚୋରୀ କରିବ ତ ଜୀବନ ସାରା ପସ୍ତେଇବ… 

ସ୍ଵାମୀ- ସତ କଥା ହିଁ କହିଛି ସେ, ମୁଁ ଠିକ ଦୁଇ ବର୍ଷ ତଳେ ତମ ମନ ଚୋରୀ କରିଥିଲି ଆଉ ଏବେ ବହୁତ ପଶ୍ଚାତାପ କରୁଛି । 

୭. ବାହାଘର ର ପ୍ରଥମ ରାତିରେ

ସ୍ୱାମୀ – ମୋ ପାଖକୁ ଆସ ପ୍ରିୟ

ସ୍ତ୍ରୀ – ମତେ ବହୁତ ଡର ଲାଗୁଛି

ସେତେବେଳେ ଶାଶୁ କବାଟ ବାଡେ଼ଇଲେ

ଶାଶୁ – କବାଟ ଖୋଲିଲୁ ପୁଅ

ସ୍ତ୍ରୀ – ଏବେ ଖୋଲନି ରୁହ ମୁଁ ପଲଙ୍କ ପଛରେ ଲୁଚି ଯାଏ…

ସ୍ୱାମୀ – ଲୁଚୁଛ କାହିଁକି ମୋ ମା ଆସିଛନ୍ତି ପା…

ସ୍ତ୍ରୀ – ଓଃ ମୁଁ ଭାବିଲି ଚେକିଂ ହବ ବୋଲି…

Leave a Reply

Your email address will not be published. Required fields are marked *