ନମସ୍କାର ବନ୍ଧୁଗଣ ତେବେ ଜୀଵନ ରେ ବର୍ତ୍ତମାନ ବହୁତ ଚିନ୍ତା ଏବଂ ଦୁଃଖ ତା ସହ ଚାପ ର ମଧ୍ୟ ଶିକାର ହେଉଛନ୍ତି । ତେବେ ଏହି ସବୁର ଚିକିତ୍ସା ବା ଭଲ ମେଡ଼ିସିନ ହେଉଛି ଳାଫ୍ଟର ମେଡ଼ିସିନ । ଆଜି ଆମେ ଆପଣଙ୍କ ପାଇଁ କିଛି ଏଭଳି ଜୋକ୍ସ ନେଇ ଆସିଛୁ ଯାହା ଦ୍ୱାରା ଆପଣଙ୍କ ଜୀଵନ ରେ କିଛି ମାତ୍ରାରେ ଚାପ କମି ଯିବ ନିଶ୍ଚିତ । ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେବେ ଆସନ୍ତୁ ପଢିବା କିଛି ମଜାଳିଆ ଜୋକ୍ସ ।
1. ଚେଲା- ବାବାଜୀ, ମୋ ଡାହାଣ ପଟ ହାତ କୁଣ୍ଡାଇ ହେଉଛି ।
ବାବା- ବତ୍ସ ତୁମ ପାଖକୁ ଲକ୍ଷ୍ମୀ ଆସିବେ !
ଚେଲା- ବାବାଜୀ, ଡାହାଣ ପଟ ପାଦ ମଧ୍ୟ କୁଣ୍ଡାଇ ହେଉଛି ।
ବାବା- ବତ୍ସ, ତୁମର ଯାତ୍ରା ଯୋଗ ମଧ୍ୟ ରହିଛି !
ଚେଲା- ବାବା, ପେଟରେ ମଧ୍ୟ କୁଣ୍ଡାଇ ହେଉଛି…
ବାବାଜୀ- ବତ୍ସ, ତୁମେ ଉତ୍ତମ ଭୋଜନ ପ୍ରାପ୍ତ କରିବ !
ଚେଲା- ବାବା, ମୋ ବେକ ମଧ୍ୟ କୁଣ୍ଡାଇ ହେଉଛି ।
ବାବା- ଦୂରକୁ ହଟିଯା ଶଳା, ତତେ କୁଣ୍ଡିଆ ରୋଗ ହେଇଛି…
2. ଥରେ ଗୋଟେ ମମଦୁଆ ମମଦ ପିଇ କରି ନିଜ ଘରକୁ ଆସିଲା ଓ ଶୋଇବା ସମୟରେ ସବୁଦିନ ପାଇଁ ଶୋଇ ପଡିଲା…
ଉପରକୁ ଯାଇ ସେ ପୁଣି ନିଜ ଜୀବନକୁ ମାଗିଲା ସେତେବେଳେ ଭଗବାନ ରାଜି ମଧ୍ୟ ହୋଇଗଲେ ।
ହେଲେ ଭଗବାନ ତାକୁ କୁକୁଡା ରୂପରେ ଜନ୍ମ ଦେଲେ ।
ଏହାପରେ ମମଦୁଆ କୁକୁଡା ହୋଇ ଜନ୍ମ ହେଲା ଓ ସୁନାର ଅଣ୍ଡା ଦେଲା ।
ଏହିପରି ସେ ଦୁତୀୟ ଥର ସୁନା ଅଣ୍ଡା ଦେବା ସମୟରେ କିଏ ଗୋଟେ ତା ମୁଣ୍ଡରେ ଝାଡୁ ମାରିଲା, ସେହି ସମୟରେ ମଦୁଦୁଆର ନିଦ ଭାଙ୍ଗିଗଲା ।
ସେହି ସମୟରେ ମଦୁଦୁଆର ସ୍ତ୍ରୀ କହିଲା ଉଠି ଯା ରେ ମଦୁଦୁଆ ବିଛଣାରେ ଦୁଇ ଥର ଝାଡା ବସି ସାରିଛୁ ବାଥରୁମ ଯା…!!
3. ପୁଅ ଆସିବା ମାତ୍ରେ ଝିଅ ତାକୁ କୁଣ୍ଢେଇ ପକେଇଲା…
ପୁଅ- ଆଜି କଣ ଏତେ ପ୍ରେମ ଝରୁଛି…
ଝିଅ- ଜାନୁ, ତୁମେ ଆଜି ମୋତେ କିଛି ବି ମାଗିପାର ।
ପୁଅ- କଣ ପ୍ରମିଜ ?
ଝିଅ- ଯାହା ତୁମ ମନ କରିବ…
ପୁଅ- ବେବି, ସେହି ସାମ୍ନାରେ ଯେଉଁ କାର ଅଛି ନା ମତେ ସେଇଟା ଦରକାର ।
ଝିଅ- ହଉ, ତା ହେଲେ ତମେ ମତେ କଣ ଦେବ ?
ପୁଅ- ମୁଁ ତମକୁ ସେହି କାର ରଙ୍ଗର ଲିପଷ୍ଟିକ ଦେବି ।
4. ବାପା ପୁଅର ତଲାସି ନେଲା…
ଜାକେଟରୁ ସିଗଆରେଟ, ମମଦ ଓ ଝିଅ ମାନଙ୍କ ନମ୍ବର ବାହାରିଲା ।
ବାପା ପୁଅକୁ ବହୁତ ପିଟିଲା ଓ କହିଲା…
ବାପା- କେବେଠୁ ଏହି ସବୁ କାମ କରୁଛୁ ?
ପୁଅ କାନ୍ଦି କାନ୍ଦି କହିଲା- ବାପା ଏ ଜାକେଟ ମୋର ନୁହଁ ତୁମର !
5. ଅଧ ରାତିରେ ପପୁ ମମଦ ପିଇ କରି ରାସ୍ତାରେ ଯାଉଥିଲା…
ସେହି ସମୟରେ ଗୋଟେ ପୋଲିସ ବାଲା ପପୁକୁ ଅଟକାଇ ପଚାରିଲା…
ପୋଲିସ- କୁଆଡେ ଯାଉଛ ?
ପପୁ- ମମଦ ପିଇବା ଦ୍ଵାରା ହେଉଥିବା ସମସ୍ଯା ଉପରେ ପ୍ରବଚନ ଶୁଣିବା ପାଇଁ ।
ପୋଲିସ- ଏତେ ରାତିରେ କଣ ତୁମ ବାପା ପ୍ରବଚନ ଶୁଣେଇବେ ?
ପପୁ- ନାହିଁ ସାର, ସ୍ତ୍ରୀ ଅଛି ନା ମୋ ପାଖରେ !
୭. ଗୋଟିଏ ଝିଅର ବାହାଘର ପେଟ୍ରୋଲ ଭରୁଥିବା ଲୋକ ସହ ହୋଇଗଲା,
ଚଉଠି ରାତି ପରେ ଝିଅ ର ସାଙ୍ଗମାନେ ପଚାରିଲେ
ଚଉଠି ରାତି କେମିତି ଥିଲା ?
ମଜା ଆସିଲା ନା….
ଝିଅ କହିଲା- ବୋକା, ସାରା ରାତି ପେଟ୍ରୋଲ ପାଇପ ଧରି ଘୁରି ବୁଲିଲା କି,
କେତେ ପେଟ୍ରୋଲ ପକେଇବି….!!!!
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।