Odia Hasakatha- ପପୁ ମମ୍ମୀକୁ କହିଲା ‘କାଲି ପାପା କାମବାଲି ସହିତ ସୋଫା ଉପରେ….’

ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଓ ଏହି ବ୍ୟସ୍ତ ବହୁତ ଜୀବନରେ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀବନରେ ହସିବା ନିହାତି ଜରୁରୀ । ଯାହା ଦ୍ଵାରା ଆପଣଙ୍କ ଦେହ ଓ ମନ ଉଭୟ ସୁସ୍ଥ ରହିବ । ତେବେ ଆଜି ଆମେ ସେହି ଚାପ କୁ ଦୁର କରିବା ପାଇଁ କିଛି ମଜାଳିଆ ଜୋକ୍ସ ନେଇ ଆସିଛୁ ଯାହା ଦ୍ୱାରା ଆପଣ ନିଜ ଜୀଵନ ରେ ଟିକେ ରିଲାକ୍ସ ହୋଇ ପାରିବେ।

1- ବିବାହର ୫ ବର୍ଷ ପରେ…

ଭ୍ୟାଲେଣ୍ଟାଇନ ଡେ ଦିନ ସ୍ଵାମୀ ନିଜ ସ୍ତ୍ରୀ ପାଇଁ ଧଳା ଗୋଲାପ ଫୁଲ ଆଣିଲା ।

ସ୍ତ୍ରୀ- ଏ କଣ ଧଳା ଗୋଲାପ ଦଉଛ, ଭ୍ୟାଲେଣ୍ଟାଇନ ଡେ ଦିନରେ ତ ନାଲି ଗୋଲାପ ଦିଅନ୍ତି ?

ସ୍ଵାମୀ- ବର୍ତ୍ତମାନ ଜୀବନରେ ପ୍ରେମ ଠାରୁ ଅଧିକ ଶାନ୍ତିର ଆବଶ୍ୟକତା ଅଛି

ସେଥିପାଇଁ ମୁଁ ଧଳା ଗୋଲାପ ଆଣିଛି ।

2- ଜଣେ ମହିଳା କ୍ରିକେଟ ମ୍ୟାଚ ଦେଖୁଥିଲା, ଚେହେରାରେ ତ୍ରିରଙ୍ଗା ର ଟାଟୁ ଥିଲା

ସେହି ସମୟରେ ଶକ୍ତି କପୁର ଆସିଲା ଓ ମହିଳା ଜଣଙ୍କୁ ଚୁମ୍ବନ ଦେଲା ।

ମହିଳା- ଏମିତି କାହିଁକି କରିଲ ?

ଶକ୍ତିକପୁର- ମୁଁ ମୋର ଦେଶର ଝଣ୍ଡାକୁ ଚୁମ୍ବନ ଦେଲି, ଆଇ ଲଭ ମାଈ ଇଣ୍ଡିଆ ।

3- ପୁଅ – ପାପା ମୋ ମ୍ୟାଡମ ବହୁତ ହଟ ନା…

ବାପା – ପୁଅ, ମ୍ୟାଡମ ମା ସମାନ ହେଇଥାଏ

ପୁଅ – ତୁମକୁ ତ ସବୁବେଳେ ନିଜ

ଖୁସି ଦେଖାଯାଏ !!

4-ସ୍ଵାମୀ – ଯେତେବେଳେ ମୁ ତୁମ ଉପରେ ଚିଲାଏ ତମେ ନିଜ ରାଗକୁ କେମିତି ବାହାର କର

ସ୍ତ୍ରୀ- ଟଏଲେଟ ସଫା କରି ।

ସ୍ଵାମୀ- ହା ହା ହା, ସେଇଟା କେମିତି

ସ୍ତ୍ରୀ- ଟଏଲେଟକୁ ମୁ ତମ ଟୁଥବ୍ରସରେ ସଫା କରେ, ଏବେ ଟିକେ ହସୁନ ।

5- ପପୁର ଗାଡି କାଦୁଅରେ ପଶିଗଲା

ଗପୁ- କଣ ହେଲା ପପୁ ?

ପପୁ- ଗାଡି କାଦୁଅରେ ପସିଯାଇଛି ସାଙ୍ଗ, ସେଥିପାଇଁ ଅପେକ୍ଷା କରିଛି ?

ଗପୁ- ହେଲେ ସାଙ୍ଗ କାହାର ଅପେକ୍ଷା କରିଛୁ ?

ପପୁ- ନିରମା ବାଲି ତିନିଟି ମହିଳାଙ୍କର ।

6-ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡଙ୍କ ମଧ୍ୟ କଥାବାର୍ତ୍ତା

ବୟଫ୍ରେଣ୍ଡ- ତୁମେ ମୋତେ କେତେ ଭଲ ପାଉଛ ?

ଗାର୍ଲଫ୍ରେଣ୍ଡ- JIO ସିମର ବାଲାନ୍ସ ଯେତେ, ମୁ ସେତେ ଭଲ ପାଉଛି ।

ବୟଫ୍ରେଣ୍ଡ- Confused…ତାହାଲେ ମୁ ଏହାକୁ Unlimited ଭାବିବି ନା ଖାଲି ଡିସେମ୍ବର ପର୍ଯ୍ୟନ୍ତ ଭାବିବି ।

7- ଖାଦ୍ଯ ଖାଇବା ସମୟରେ ପତି ନିଜ ପତ୍ନୀକୁ ଆବାଜ ଦେଲା

ପତି- ଶୁଣୁଛ ତମେ, ଏହି ଯେଉଁ ତରକାରୀ ଟା ତମେ ବନେଇଛ, ଏହାର ନାମ କଣ ?

ପତ୍ନୀ- କାହିଁକି, କଣ ପାଇଁ ପଚାରୁଛ ।

ପତି- ଆରେ ମୋତେ ବି ସ୍ଵର୍ଗରେ ପଚରା ହେବ କଣ ଖାଇ ମରିଛ, ସେଥିପାଇଁ ।

8- ଗୋଟିଏ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା…

ଅଧିକାରୀ- ତୁମ ସ୍ଵାମୀ ମରିବା କେତେ ଦିନ ହେଲାଣି ?

ମହିଳା – ସେ ତ ଏବେ ଘରେ ଅଛନ୍ତି

ଅଧିକାରୀ – ତେବେ ଫର୍ମ କାହିଁକି ଭରୁଛ ତୁମେ ?

ମହିଳା – ସାହାବ, ସରକାରୀ କାମରେ ସମୟ ତ ଲାଗିଥାଏ ନା !

ଯେ ପର୍ଯ୍ୟନ୍ତ ଏହା ହେବ, ସେ ପର୍ଯ୍ୟନ୍ତ ମରି ଯାଇଥିବେ …!!

9- ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….

ମମ୍ମୀ- ଏବେ ନୁହଁ ପୁଅ,

ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ

ପାପା ଆସିବା ମାତ୍ରେ

ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???

ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ

ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ

Leave a Reply

Your email address will not be published. Required fields are marked *