Odia Hasa Katha- ଗୋଟିଏ କୁଆଁରୀ ଝିଅ ର ପ୍ରେଗନେଣ୍ଟ ହେଇଗଲା ତ ତାର ସାଙ୍ଗ ତାକୁ ପଚାରିଲା, ‘ଏ ପିଲା କାହାର?’ ଝିଅଟି ଜବାବ ଦେଲା ‘ଟିକେ ଟିକେ….’

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ଜୀଵନ ରେ ସବୁବେଳେ ଲୋକମାନେ ଚିନ୍ତା ରେ ରହୁଛନ୍ତି । କାମ ଚିନ୍ତା,ପାଠ ପଢା ଚିନ୍ତା,ଘର ଚିନ୍ତା ଆଦି ଅନେକ ଚିନ୍ତା ଯୋଗୁଁ ସେମାନେ ଠିକ ଭାବରେ ଶୋଇ ମଧ୍ୟ ପାରୁ ନାହାନ୍ତି କିମ୍ବା ଖାଇବା ମଧ୍ୟ ଖାଇ ପାରୁ ନାହାନ୍ତି । ତେବେ ସେଥିପାଇଁ ଜୀଵନ ରେ ଟିକେ ଖୁସି ଏବଂ ରିଲାକ୍ସ ରହିବା ଆବଶ୍ୟକ ।

ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଲାଫ୍ଟର ମେଡ଼ିସିନ ନେଇ ଆସିଛୁ କିଛି ଜୋକ୍ସ ରୂପରେ ଯାହା ଦ୍ୱାରା ଆପଣଙ୍କ ସେହି ଚିନ୍ତା ଭରା ଜୀଵନ ରେ ଟିକେ ହସ ଆସିଯିବ । ଯାହା ଯୋଗୁଁ ଆପଣ ଖୁସି ଏବଂ ଉଲହାସ ରେ ନିଜର କାମ କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ଗୁଡିକ କଣ କଣ ।

୧- ପୁଅ: ମାଆ ମୋତେ ୧୦୦ ଟଙ୍କା ଦିଅ !

ମାଆ: କଣ ପାଇଁ ଏବଂ ଆଗରୁ ଯେଉଁ ପଇସା ସବୁ ନେଇଥିଲୁ ତାର ହିସାବ ମଧ୍ୟ ଦେ !

ପୁଅ: ତେବେ ତୁମେ ବି ଛୋଟ ବେଳୁ ମୋତେ ଯେଉଁ ପଇସା ବନ୍ଧୁଜନ ମାନେ ଦେଇଥିଲେ ତାର ହିସାବ ମଧ୍ୟ ଦିଅ !

ଏହା ପରେ ମାଆ ପୁଅ କୁ ମା-ରି ମା-ରି ମୁହଁ ଲାଲ କରି ଦେଲେ !!

୨- ଗୋଟିଏ ଝିଅ ଥିଲା ଯାହାର ବହୁତ ଆଟିଟ୍ୟୁଡ଼

ସେ ସବୁବେଳେ କୁହେ କି ମୁଁ ଯାହାର ଅଡ଼ି କାର ଥିବ ତାକୁ ହିଁ ବାହା ହେବି

ତେବେ ବହୁତ ଦିନ ପରେ ଆଜି ସେହି ଝିଅ କୁ ଦେଖିଲି

ନିଜ ସ୍ୱାମୀ ର ମୋଟର ଗାଡି ର ଟାଙ୍କି ରେ ଫୁଙ୍କିବାର ଦେଖି ମୋ ଆଖିରୁ ଲୁହ ବାହାର କରିଦେଲା !!

୩- ସନ୍ତା: ବଣ୍ଟା କୁ ତୁ ଖାଲି ପେଟ ରେ କେତୋଟି କଦଳୀ ଖାଇ ପାରିବୁ ?

ବଣ୍ଟା: ମୁଁ ଖାଲି ପେଟ ରେ ଛଅ ଟି କଦଳୀ ଖାଇ ପାରିବି

ସନ୍ତା: ଭୁଲ, ତୁ ଗୋଟିଏ କଦଳୀ ଖାଇବା ପରେ ତୋ ପେଟ ତ ଖାଲି ରହିବ ନାହିଁ

ତେଣୁ ତୁ ଖାଲି ପେଟ ରେ ଗୋଟିଏ କଦଳୀ ହିଁ ଖାଇ ପାରିବୁ !!

୪- ଜଣେ ସ୍ୱାମୀ ସକାଳୁ ଖବର କାଗଜ ପଡ଼ିଥିଲା

ସେଥି ରେ ଲେଖା ଯାଇଥିଲା ପତ୍ନୀ ଛାଡ଼ ଏବଂ ଝୋଲି ଧର

ତେବେ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇ ଆଉ ଥରେ ଦେଖିଲା ତ ଲେଖା ହୋଇଥିଲା ପତ୍ରି ଛାଡ଼ ଝୋଲି ଧର ।

୫- ଗପୁ ଆଉ ପପୁ ଦୁଇଜଣ କଥା ହେଉଥିଲେ !

ଗପୁ କହିଲା ଯେତେବେଳେ ମୁଁ ସୁ-ଟ ପିନ୍ଧି ପରିବା କିଣିବାକୁ ଯାଏ ସେତେବେଳେ ମୋତେ ସେ ମହଙ୍ଗା ପରିବା ଦିଏ

ଏବଂ ଯେତେବେଳେ ଅସନା ଡ୍ରେସ ପିନ୍ଧେ ସେତେବେଳେ ସେ ମୋତେ ଶସ୍ତା ପରିବା ଦିଏ !

ପପୁ କହିଲା ତେବେ ତୁ କଟୋରା ଧରି ଯାଅ ମାଗଣା ରେ ପରିବା ଦେବ !!

6.

ଗୋଟିଏ କୁଆଁରୀ ଝିଅ ର ପ୍ରେଗନେଣ୍ଟ ହେଇଗଲା ତ

ତାର ସାଙ୍ଗ ତାକୁ ପଚାରିଲା,

“ଏ ପିଲା କାହାର?”

ଝିଅଟି ଜବାବ ଦେଲା – “ଟିକେ ଟିକେ ରିଚାର୍ଜ କରୁଥିଲି

ଜଣା ନାହିଁ କିଏ ଲାଇଫ ଟାଇମ ଭାଉଚର ପକେଇଦେଲା”

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *