ଗୋଟିଏ ଚାଲାଖ ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା, ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ? ଶାଳି– ଚଉଠି ରାତିରେ…

ବନ୍ଧୁଗଣ ଆଜିକାଲିର ଦୁନିଆରେ ଥିବା ସମସ୍ତ ଲୋକ କେବଳ ଟଙ୍କା ଅର୍ଜନ କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକମାନେ ନିଜ ବ୍ୟସ୍ତ ବହୁଳ ଜୀବନରେ ହସ କଣ ଭୁଲି ଯାଇଛନ୍ତି । ସକାଳୁ ଉଠିବାରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକମାନେ କେବଳ ଚିନ୍ତାରେ ରହୁଛନ୍ତି । ହେଲେ ବନ୍ଧୁଗଣ ବେଳେବେଳେ ମୁହଁରେ ହସ ରଖିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ମନ ଖୁସି ରହିବ ତା ହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ଆପଣ ସମସ୍ତ କାମ ଖୁସିର ସହ କରିପାରିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ନିଜର ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଜଣେ ଲୋକ ହୋଲି ଦିନରେ ଗୀତ ଗାଉଥିଲା…

ଘରେ ପାଣି ନାହିଁ ହୋଲି କେମିତି ପାଳନ କରିବି ରେ…

ଘରେ ନାହିଁ ପାଇଁ ହୋଲି କେମିତି ପାଳନ କରିବି ରେ…

ତାର ଏହି ଗୀତ ଶୁଣି ପଡୋଶୀ କହିଲା- ପାଣି ଥାଉ କି ନଥାଉ ହୋଲି ପାଳନ କରିବା ଉଚିତ ଏଣିକି ପାଣି ଉଧାରରେ ଆଣିକି ହେଉ ନା କାହିଁକି । ବର୍ଷକୁ ଥରେ ହୋଲି ପାଳନ କରିବା ଉଚିତ ।

୨. ସ୍ତ୍ରୀ ସକାଳୁ ଉଠି ସିଧା ମେକଅପ୍ କରିବାକୁ ଲାଗିଲା ସେତେବେଳେ ସ୍ଵାମୀର ନଜର ସ୍ତ୍ରୀ ଉପରେ ପଡିଗଲା ।

ସ୍ଵାମୀ- ପାଗଳ ହୋଇ ଯାଇଛ ନା କଣ ସକାଳୁ ସକାଳୁ ମେକଅପ୍ ?

ସ୍ତ୍ରୀ- ଚୁପ ଚାପ ଶୁଅ, ମୋତେ ମୋର ଫୋନ ଖୋଲିବାର ଅଛି । ମୁ ଫେସଲକ୍ ପକେଇ ଥିଲି ମୋ ଫୋନ ମୋତେ ଚିହ୍ନି ପାରୁ ନାହିଁ ସେଥିପାଇଁ ମେକଅପ୍ ନେଉଛି ।

୩. ଗୋଟେ ଟ୍ରକ ପଛରେ ଲେଖା ହୋଇଥିଲା…

‘ଛୋଟ ପରିବାର ସୁଖୀ ପରିବାର’

ଆଉ ତଳେ ଲେଖା ହୋଇଥିଲା…

ଅବଦୁଲ, ଯୋୟା, ସଲମାନ, ଯୁବେର, ସଲିମ, ଆୟଶା, ସୋଏବ, ବସିମ, ଶାହାଜାଦ, ଦିୟା ଓ ମସରୁଫର ବାପାଙ୍କ ଗାଡି ।

୪. ମାଷ୍ଟର- ମରିଗଲେ ବି ମୁ ତୋତେ ପ୍ରେମ କରୁଥିବି । ଏହି ବାକ୍ୟ ମଧ୍ୟରେ କବି କଣ କହିବାକୁ ଚାହୁଁଛନ୍ତି ?

ପପୁ- ଏହାର ଅର୍ଥ ହେଉଛି କବି, ନିଜ ପ୍ରେମିକାଙ୍କୁ ଭୁତ ହୋଇ ଡରେଇବା ପାଇଁ ଚାହୁଁଛି ।

୫. ଡାକ୍ତର- ଆପଣଙ୍କୁ କଣ ହେଉଛି ?

ରୋଗୀ- ପ୍ରଥମେ ଆପଣ ପ୍ରମିଷ କରନ୍ତୁ ଆପଣ ହସିବେ ନାହିଁ ?

ଡାକ୍ତର- ଓକେ ପ୍ରମିଷ ।

ରୋଗୀ ନିଜ ଗୋଡ ଦେଖାଇଲେ ଯାହା ଆଖୁ ପରିକା ପତଳା ଥିଲା । ଡାକ୍ତର ଏହା ଦେଖି ନିଜ ହସ କଣ୍ଟ୍ରୋଲ କରିପାରିଲା ନାହିଁ ।

ରୋଗୀ- ଆପଣ ହସିବେ ନାହିଁ ବୋଲି ମୋତେ ପ୍ରମିଷ କରିଥିଲେ ।

ଡାକ୍ତର- ଆଛା ସରି, ଏବେ ସମସ୍ୟା କଣ କୁହ ?

ରୋଗୀ- ଡାକ୍ତର ମୋ ଗୋଡ ଫୁଲି ଯାଇଛି ।

ଡାକ୍ତର- ହାହାହାହା, ଚାଲ, ତୁ ମଣିଷ ମାନଙ୍କ ପାଇଁ ଆସିଛୁ ।

୬. ପ୍ରେମିକା ନିଜ ପ୍ରେମୀକୁ କହିଲା- ଜାନୁ ମୋର ଜିଭ ଛେଲି ହେଇଯାଇଛି ।

ପ୍ରେମୀ- ଏଇଟା ତ ହେବାର ଥିଲା ତମ ହରକତ ପାଇଁ ।

ପ୍ରେମିକା- କାହିଁକି ମୁ କଣ କରିଲି ?

7. ଗୋଟିଏ ଚାଲାଖ ଭିଣେଇ ଶାଳି ସାହିତ ପ୍ରେମଭରା କଥା ହେଉଥିଲା

ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା …

ଭିଣେଇ – ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ?

ଶାଳି – ଚଉଠି ରାତିରେ ଆମେ କେବଳ ସ୍ଵାମୀ ସହିତ ଶୋଇ ପାରିବା

ଯେତେବେଲେକି ବାକି ସବୁ ରାତିରେ ଏମିତି କୌଣସି ପ୍ରତିବନ୍ଧକ ନାହିଁ ।

ଭିଣେଇ ଏ ପର୍ଯ୍ୟନ୍ତ କୋମାରେ !

ପ୍ରେମୀ- ତମେ କେବେ ନିଜ ଯବାନକୁ ଆରମ ଦେଉ ନଥିଲ ଦିନ ସାରା ଖାଲି ବକବକ ହେଉଥିଲ । ଯଦି ଆରମ ନଦେବ ତା ହେଲେ ଏହା ହିଁ ହବ ନା ।

Leave a Reply

Your email address will not be published. Required fields are marked *