ବାହାଘର ର ପ୍ରଥମ ରାତିରେ ସ୍ତ୍ରୀ ରୋମାଣ୍ଟିକ ମୁଡ଼ ହୋଇ ଶାଢ଼ୀ ଖୋଲିଲା, ସ୍ୱାମୀ ଙ୍କୁ ଦେଖି କହିଲା ଜାଣିଛ ନା କଣ କରିବାର ଅଛି…(Odia Jokes)

ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଆପଣ ଯେତେ ଦୁଃଖ ଆଉ ଯେତେ ଚିନ୍ତାରେ ଥାନ୍ତୁ ନା କାହିଁକି ଆପଣଙ୍କ ମନ ନିଶ୍ଚୟ ଖୁସି ହୋଇଯିବ । ମଣିଷ ନିଜ ସମସ୍ତ ସମସ୍ୟା ଭିତରେ ରହିଥାଏ ଆଉ ଚିନ୍ତାରେ ଦିନ କାଟେ । ଏହା ଦ୍ଵାରା ଶରୀର ଅସୁସ୍ଥ ହେବା ସହ ମନ ଦୁର୍ବଳ ହୋଇଥାଏ । ଯଦି ଆପଣ ଖୁସିର ସହ ସମସ୍ତ କାମ କରିବେ ତା ହେଲେ ଆପଣଙ୍କ ମନ ମଝବୁତ ରହିବ ଆଉ ଶରୀର ମଧ୍ୟ ସୁସ୍ଥ ରହିବ ।  ଏହି ଓଡିଆ ଜୋକ୍ସ ପଢିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ ଆକାଶ ତାରାକୁ ଦେଖି ସ୍ଵାମୀକୁ କହିଲା- ସେଇଟା କେଉଁ ଜିନିଷ ଯାହାକୁ ତମେ ସବୁବେଳେ ଦେଖୁଛ, ହେଲେ ତାକୁ ଆଣି ପାରିବ ନାହିଁ…?

ସ୍ଵାମୀ ଜବାବ ଦେଇ କହିଲା- ପଡୋଶୀ ମହିଳା ।

୨. ସ୍ତ୍ରୀ ନିଜ ସ୍ଵାମୀକୁ କହିଲା…

ସ୍ତ୍ରୀ- ତମ ଜନ୍ମଦିନ ପାଇଁ ଏତେ ବଢିଆ ଡ୍ରେସ ମୁଁ ଆଣିଛି ତମେ ଖୁସି ହୋଇଯିବ…

ସ୍ଵାମୀ ଖୁସି ହୋଇ- ଦେଖେଇଲ

ସ୍ତ୍ରୀ- ରୁହ ମୁଁ ଏବେ ପିନ୍ଧିକି ଆସୁଛି ।

୩. ଦୁଇଜଣ ମହିଳା ପରସ୍ପର ସହ କଥା ହେଉଥିଲେ…

ପ୍ରଥମ ମହିଳା- ବହୁତ ବର୍ଷ ପୂର୍ବେ ଜଣେ ବାବା ମୋତେ କହିଥିଲେ ଭଗବାନ ତମକୁ ଏତେ ଦେବ ଯେ ତମେ ସମ୍ଭାଳି ପାରିବ ନାହିଁ ।

ଦ୍ଵିତୀୟ ମହିଳା- ତେବେ କଣ ହେଲା ?

ପ୍ରଥମ ମହିଳା- ଏବେ ଜଣା ପଡିଲା ସେ ଓଜନ କଥା କହୁଥିଲେ । ମୋର ଓଜନ ଏତେ ହେଲାଣି ଯେ ମୁଁ ନିଜକୁ ସମ୍ଭାଳି ପାରୁନି ।

୪. ସ୍ଵାମୀ- ଆମକୁ ତ ନିଜ ଲୋକ ଧୋକା ଦେଲେ ବାହାର ଲୋକଙ୍କ କଥା ଦୂର ଆଉ ମୋ ଭାଗ୍ୟ ସେଇଠି ବୁଡିଗଲା ଯେଉଁଠି ପାଣି କମ ଥିଲା…

ରୋଷେଇ ଘରୁ ସ୍ତ୍ରୀର ଆବାଜ ଆସିଲା- ତମେ ତ ଆଗରୁ ହିଁ ଗଧ ଅଛ, ତମ ଭେଜାରେ ଗୋବର ଭର୍ତ୍ତି ହୋଇ ରହିଛି…

ତମେ ନିଜ ଡଙ୍ଗା ସେଇଠି କାହିଁକି ନେଇ ଯାଉ ଥିଲ ଯେଉଁଠି ପାଣି କମ ଥିଲା ।

୫. ସ୍ତ୍ରୀ- ଶୁଣୁଛ, ଆଜି ଗୋଟେ ନ୍ୟୁଜ ଆସିଛି ଯେ, ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ବିକି ଦେଲା…

ସ୍ଵାମୀ- ଆରେ ୱାଃ କେତେ ଟଙ୍କାରେ ?

ସ୍ତ୍ରୀ- ଗୋଟେ ସାଇକେଲ ବଦଳରେ । ତମେ ମୋ ସହ ଏମିତି କରିବନି ତ ?

ସ୍ଵାମୀ- ମୁଁ ସାଇକେଲର କଣ କରିବି ।

୬. ମାଲିକିଆଣୀକୁ ଦୁଃଖରେ ଦେଖି ଚାକରାଣୀ ପଚାରିଲା…

ଚାକରାଣୀ- କଣ ହେଇଛି ମାଲିକିଆଣୀ ଆପଣଙ୍କ ମନ ଏତେ ଦୁଃଖ କାହିଁକି ଅଛି ?

ମାଲିକିଆଣୀ- କଣ କହିବି ତୋତେ ତୋର ସାର ତାଙ୍କ ଅଫିସରେ ଏକ ଝିଅକୁ ପ୍ରେମ କରୁଛନ୍ତି ।

ଚାକରାଣୀ- ନାହିଁ ଏମିତି କେବେ ହେବନି, ଏ ସବୁ କେବଳ ଆପଣ ମାନେ ଜଳେଇବା ପାଇଁ କହୁଛନ୍ତି ସାର କେବଳ ମୋତେ ଅଧିକ ଭଲ ପାନ୍ତି ।

୭. ସୋଫାରେ ସ୍ଵାମୀ ସ୍ତ୍ରୀ ବସିଥିଲେ ଆଉ ସ୍ତ୍ରୀ ନିଜ ସ୍ଵାମୀ ପାଖକୁ ଘୁଞ୍ଚି ଆସିଲା ଆଉ ସେହି ସମୟରେ ସ୍ଵାମୀ ଚଷମା ପିନ୍ଧି ଦେଲା ।

ସ୍ତ୍ରୀ- ତମେ ସବୁବେଳେ ଏମିତି କାହିଁକି କରୁଛ, ବିନା ଚଷମାରେ କଣ ମୋତେ ଦେଖି ପାରୁନ ?

ସ୍ଵାମୀ- ନା ନା ଏମିତି କିଛି ନାହିଁ, ଡାକ୍ତର ମୋତେ ଚଷମା ଦେଲା ବେଳେ କହିଥିଲେ ଯେତେବେଳେ ଚିନ୍ତା ଆସିବ ସେତେବେଳେ ଚଷମା ପିନ୍ଧି ନେବ ।

୮. ବାହାଘର ର ପ୍ରଥମ ରାତିରେ ସ୍ତ୍ରୀ ରୋମାଣ୍ଟିକ ମୁଡ଼ ହୋଇ ଶାଢ଼ୀ ଖୋଲିଲା …

ସ୍ୱାମୀ ଙ୍କୁ ଦେଖି କହିଲା ଜାଣିଛ ନା କଣ କରିବାର ଅଛି…

ସ୍ୱାମୀ – ହେ ଯା ଏତେ ରାତିରେ ମୁଁ କେଭେ ବି ଲୁଗା ଧୋଇବାକୁ ଯିବିନି….

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *