Odia Hasa Katha: ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା, ଶାଳି ସାହେବା ! ଯଦି ମୁଁ ତମକୁ କେବଳ କିସ କରି ଛାଡିଦେବି ତା ହେଲେ ତମେ କଣ ଭବିବ ? ଶାଳି- ମୁ ଭାବିବି…

ନମସ୍କାର ବନ୍ଧୁଗଣ ତେବେ ଜୀବନରେ କିଛି ମଜାଦାରିଆ କିମ୍ବା ମନୋରଞ୍ଜନ ରହିବା ନିହାତି ଆବଶ୍ୟକ । ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ କିଛି ଜୋକ୍ସ ଆଣିଛୁ । ତେବେ ଆସନ୍ତୁ ଜାଣିନେବା ସେହି କିଛି ଜୋକ୍ସ ବିଷୟ ରେ ।

୧- ପପୁ- ତୁମେ ବିନା ଅ-ପ-ରେ-ସ-ନ କରି କଣ ପାଇଁ ହସ୍ପିଟାଲରୁ ପଳେଇ ଆସିଲା?

ଚିଣ୍ଟୁ-ନର୍ସ ବାର ବାର କହୁଥିଲା ଡର ନାହିଁ ଏହା ଛୋଟ ଅ-ପ-ରେ–ସନ କିଛି ବି ହବନି !

ପପୁ- ତେବେ ଏଥିରେ ଡ଼ରିବାର କଣ ଅଛି ଯେ !

ଚିଣ୍ଟୁ- ଆରେ ସେ ମୋତେ ନୁହେଁ ଡାକ୍ତର କୁ କହୁଥିଲା !

୨- ଗୋଟିଏ ଝିଅ ନିଜ ପ୍ରେମିକ କୁ ଦେଖା କରିବା ପାଇଁ ମିନି ସ୍କର୍ଟ ପିନ୍ଧି ଆସିଥିଲା !

ତେବେ ପୁଅ ଟି କହିଲା ଆରେ ଏତେ ଛୋଟ ଡ୍ରେସ ଲୋକେ କଣ କହିବେ ଏବଂ ତୁମ ମାଆ କିଛି କହିଲେନି ?

ତେବେ ଝିଅ କହିଲା ହଁ ବହୁତ ରାଗି ଗଲେ ଏବଂ କହିଲେ ଆଉ ମୋ ସ୍କର୍ଟ ପିନ୍ଧିବୁ ନାହିଁ !

୩- ନର୍ସରୀ କ୍ଳାସ ର ପିଲା ଟି ନିଜ ଶିକ୍ଷକ ଙ୍କୁ କହିଲେ କି ମ୍ୟାମ ଆପଣ ଙ୍କୁ ମୁଁ କେମିତି ଲାଗେ ?

ମ୍ୟାମ କହିଲେ କି ସୋ ସୁଇଟ !

ଛୋଟ ପିଲାଟି ନିଜ ସାଙ୍ଗ କୁ କହିଲା ଦେଖିଲୁ ତ ଲାଇନ ମା-ରୁ-ଛି ମୋତେ !!

୪- ଥରେ ସ୍ୱାମୀ ସ୍ତ୍ରୀ ଭିତରେ ବହୁତ ଝଗଡା ହୋଇଗଲା

ସେତେବେଳେ ସ୍ୱାମୀ କହିଲା ଏବେ ଚୁପ ରୁହ ନହେଲେ ମୋ ଭିତର ପଶୁ ବାହାରି ଯିବ !

ସେତେବେଳେ ସ୍ତ୍ରୀ କହିଲା କି ମୁଷା କୁ ଭଲା କିଏ ଡ଼ରେ !!

୫- ଥରେ ଜଣେ ମହିଳା ବସ ରେ କମଳା ଚୋପା ଛଡାଉ ଥିଲା !

କଣ୍ଡକ୍ଟର: ଆରେ ବସ ଭିତରେ ଚୋପା ଫୋପାଡ଼ନି ଅସନା ହୋଇଯିବ !

ମହିଳା: ତୁ ଭିତରେ ଫୋପାଡ଼ି ବାକୁ ଦେଉନୁ ଏବଂ ମୋଦି ବାହାରେ ତେବେ ! ଆମେ କମଳା ଖାଇବୁ ନା ନାହିଁ !!

୬-ବାପା ନିଜ ପୁଅ କୁ- ଦେଖ ପୁଅ ଜୁଆ ଏକ ଏପରି ଜିନିଷ ଯାହା ତୁ ଆଜି ଜିତିଲେ କାଲି ହାରିବୁ ତା ଆର ଦିନ ଖେଳିଲେ ପରେ ଫୁଣି ହାରିବୁ ।

ପୁଅ- ହଁ ବାପା ବୁଝି ଗଲି ଅବି ସବୁବେଳେ ଦିନେ ଛାଡ଼ି ଦିନେ ଖେଳିବି ।

୭- ଜଣେ ଜାଟ ଥିଲେ ଏବଂ ତାଙ୍କର ଚାରିଟି ପୁଅ ଥିଲେ ଏବଂ ସେ ଚାହୁଁଥିଲେ କି ଏମାନଙ୍କର ବହୁତ ଶୀଘ୍ର ବିବାହ ହୋଇଯାଉ ।

ତେବେ ଝିଅ ଵାଲା ପୁଅ ଦେଖିବାକୁ ଆସିବା ବେଳେ ।

ଚୌଧୁରୀ- ଆପଣଙ୍କ ପୁଅ କଣ କରନ୍ତି?ମୋତେ ଲାଗୁଛି ଏହି ଚାରି ଜଣ ଡାକ୍ତର ଅଛନ୍ତି ।

ଜାଟ- ଲାଗୁଛି ମାନେ କିଛି ବୁଝି ପାରିଲିନି ।

ଚୌଧୁରୀ- ଆରେ ମୁଁ ଯାହା ବି ପଚାରିଲେ ସେମାନେ ଉତ୍ତର ରେ ତୋତେ କଣ ବେମାରୀ ଅଛି ବୋଲି କହୁଛନ୍ତି ।

୮- ଗୋଟିଏ ହାତୀ ଦିନେ ଏକ ପିମ୍ପୁଡି କୁ ଲାଇନ ମାରୁଥିଲା ।

ତେବେ ପିମ୍ପୁଡି ହାତୀ ର ସ୍ତ୍ରୀ କୁ ଯାଇ କହିଲା କି ତୁମ ସ୍ୱାମୀ ଙ୍କୁ ସମ୍ଭାଳି ନିଅ ନହେଲେ ତୁମେ ବି ବହାର କୁ ଯାଉଛ ଏବଂ ଆମ ପୁଅ ମାନେ ବି ବହୁତ ଛିଚୋରା ଅଛନ୍ତି ।

୯- ଜଣେ ଯୁବକ ନିଜ ସାଙ୍ଗ କୁ- ଆରେ ତୋର ଏତେ ଗାର୍ଲ ଫ୍ରେଣ୍ଡ କେମିତି?

ସାଙ୍ଗ- ଅରେ ମୁଁ ଗୋଟିଏ ଝିଅ କୁ ଭଲ ପାଉଥିଲି ଏବଂ ସେ ମୋ ହୃଦୟ କୁ ଭାଙ୍ଗିଦେଲା

ଏବଂ ଭାଙ୍ଗି ଥିବା ସବୁ ତୁକଡ଼ା ରେ ସବୁ ଝିଅ ମାନେ ରହି ଯାଉଛନ୍ତି ।

୧୦. ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା

ଶାଳି ସାହେବା ! ଯଦି ମୁଁ ତମକୁ କେବଳ କିସ କରି ଛାଡିଦେବି

ତା ହେଲେ ତମେ କଣ ଭବିବ ?

ଶାଳି- ମୁ ଭାବିବି ମୋ ପାଗଳ ଭିଣେଇ

ବ୍ୟାଙ୍କକକ ଗଲେ ହେଲେ

କେବଳ ଏୟାରପୋର୍ଟରୁ ଫେରି ଆସିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *