Odia Gk- ମୁଁ ତୁମ ବାପାଙ୍କର ମାମୁଁ, ତୁମ ମା’ଙ୍କର ମାମୁଁ, ତୁମ ମାମୁଁ ଙ୍କର ମାମୁଁ ଓ ତୁମର ବି ମାମୁଁ, ତ କୁହ ତ ଦେଖି ମୁଁ କିଏ ?

ନମସ୍କାର ବନ୍ଧୁଗଣ ତେବେ ସମସ୍ତେ ନିଜର ବୁଦ୍ଧି କୁ ଅଧିକ ପ୍ରଖର କରିବା ପାଇଁ ଅଧିକ ଜ୍ଞାନ ର ଆବଶ୍ୟକ ରହିଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟ ରେ।

୧- କେଉଁ ଦେଶର ଜାତୀୟ ସଙ୍ଗୀତ ସବୁଠାରୁ ଲମ୍ବା?

ଉତ୍ତର: ଗ୍ରୀସ

୨- ପୃଥିବୀର ସବୁଠାରୁ ବଡ଼ ପକ୍ଷୀ କେଉଁଠି?

ଉତ୍ତର: ଓଟ ପକ୍ଷୀ

୩- କେଉଁ ନଦୀର ନାମ ଅନୁସାରେ ଭାରତ ର ନାମ ରଖା ଯାଇଛି।

ଉତ୍ତର: ଇଣ୍ଡସ

୪- ୟୁରୋପ ମହାଦେଶ ର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ କେଉଁଠି?

ଉତ୍ତର: ରୁଷିଆ

୫- ଚନ୍ଦ୍ରକିରଣ ପୃଥିବୀ ପୃଷ୍ଠ ରେ ପହଁଚିବା ପାଇଁ ପାଖାପାଖି କେତେ ସମୟ ନିଏ?

ଉତ୍ତର: ଏକ ସେକେଣ୍ଡ

୬- ଗାନ୍ଧିଜୀ ଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ ତେନେ କହିୟେ ର ରଚିୟିତା କିଏ?

ଉତ୍ତର: ନରସି ମେହେତା

୭- ଅନ୍ତର୍ରାଷ୍ଟ୍ରୀୟ ଫୁଟବଲ ମ୍ୟାଚ କେତେ ସମୟ ପର୍ଯ୍ୟନ୍ତ ଖେଳା ଯାଇଥାଏ।

ଉତ୍ତର: ୯୦ ମିନିଟ

୮- ବୋଆର ଯୁଦ୍ଧ ସମୟରେ କିଏ ଇଣ୍ଡିଆନ ଆମ୍ବୁଲାନ୍ସ ସଂସ୍ଥା ର ଶୁଭାରମ୍ଭ କରିଥିଲେ।

ଉତ୍ତର: ମହାତ୍ମା ଗାନ୍ଧୀ

୯- ପ୍ରଥମ ଚୀନ ତୀର୍ଥ ଯାତ୍ରୀ ଫାହିଆନ କାହାର ଶାସନ କାଳରେ ଭାରତ ଆସିଥିଲେ।

ଉତ୍ତର: ଚନ୍ଦ୍ରଗୁପ୍ତ ଦ୍ଵିତୀୟ

୧୦- ୧୯୧୯ ମସିହାର ଜାଲିୱାନା ବାଗ ହତ୍ୟାକାଣ୍ଡ ପାଇଁ କେଉଁ ଜେନେରାଲ ଦାୟୀ ଥିଲେ।

ଉତ୍ତର: ଜେନେରାଲ ଡାଏର

୧୧- ମହାଭାରତ ଯୁଦ୍ଧରେ ଅର୍ଜ୍ଜୁନ ଏବଂ ଦୁର୍ଯ୍ୟୋଧନ ଦୁଇ ଜଣ କୃଷ୍ଣ ଙ୍କ ପାଖକୁ ଯାଇଥିଲେ ଅର୍ଜୁନ କୃଷ୍ଣ ଙ୍କୁ ମାଗିଥିଲେ ଏବଂ ଦୁର୍ଯ୍ୟୋଧନ କଣ ମାଗିଥିଲେ।

ଉତ୍ତର: ନାରାୟଣୀ ସେନା

୧୨- ରାବଣ ସହିତ ଯୁଦ୍ଧ କରୁଥିବା ସମୟରେ ରାମଚନ୍ଦ୍ର ଙ୍କ ରଥ ର ସାରଥୀ କିଏ ଥିଲେ।

ଉତ୍ତର: ମାତଳି

୧୩- ୧୯୭୩ ମସିହା ଅପ୍ରେଲ ମାସରେ ବାଘ କୁ ଜାତୀୟ ପଶୁ ଭାବରେ କହିବା ଆଗରୁ ଆଉ କିଏ ଜାତୀୟ ପଶୁଭାବେ ଥିଲା।

ଉତ୍ତର: ସିଂହ

୧୪- ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ରେ ଜୟପ୍ରକାଶ ନାରାୟଣ କେଉଁ ଜେଲ ରୁ ପଳାୟନ କରିଥିଲେ।

ଉତ୍ତର: ହଜାରୀ ବାଗ ଜେଲ

୧୫- ଭାରତର ପ୍ରଥମ ସିନେମା ରାଜା ହରିଶ୍ଚନ୍ଦ୍ର ର ନିର୍ଦ୍ଧେଶକ କିଏ ଦେଇଥିଲେ ଯାହାକୁ ଭାରତୀୟ ସିନେମା ଜନକ କୁହାଯାଏ।

ଉତ୍ତର: ଦାଦା ସାହେବ ଫାଲକେ

16-ମୁଁ ତୁମ ବାପାଙ୍କର ମାମୁଁ, ତୁମ ମା’ଙ୍କର ମାମୁଁ, ତୁମ ମାମୁଁ ଙ୍କର ମାମୁଁ ଓ ତୁମର ବି ମାମୁଁ, ତ କୁହ ତ ଦେଖି ମୁଁ କିଏ ?

ଉତ୍ତର- ଜହ୍ନ ମାମୁଁ

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *