ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଫୁଣିଥରେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ଆଉ ଉତ୍ତର। ଯାହା ଦ୍ୱାରା ଆପଣ ନିଜ ବୁଦ୍ଧି ର ପରୀକ୍ଷା କରିବା ସହ ନିଜେ ନିଜର ଜ୍ଞାନ କୁ ବୃଦ୍ଧି ମଧ୍ୟ କରାଇ ପାରିବେ। ତେବେ ଆସନ୍ତୁ ଜାଣିନେବା ସେହି ଭଳି କିଛି ପ୍ରଶ୍ନ ଉତ୍ତର।
୧- ଆଖିର ଲୁହ କାହିଁକି ଲୁଣିଆ ଲାଗିଥାଏ?
ଉତ୍ତର- ଲୁହରେ ସୋଡିୟଲ କ୍ଲୋରାଇଡ଼ ଥାଏ ସେଥିପାଇଁ।
୨- ସାପର ବିଷ କେଉଁ ରଙ୍ଗର ହୋଇଥାଏ?
ଉତ୍ତର- ହଳଦିଆ।
୩- ମଇଦା କେଉଁଥିରୁ ତିଆରି?
ଉତ୍ତର- ଗହମ।
୪- କେଉଁ ଜୀବ ତାର ପାଦ ରେ ସ୍ୱାଦ ବାରି ଥାଏ?
ଉତ୍ତର- ପ୍ରଜାପତି।
୫- କେଉଁ ପ୍ରାଣୀ ଅନ୍ଧାର ରେ ଦେଖି ପାରେ?
ଉତ୍ତର- ଚିତାବାଘ।
୬- କଳା ପତାକା ର ଅର୍ଥ କଣ?
ଉତ୍ତର- ପ୍ରତିବାଦର ସଙ୍କେତ।
୭- ଭାରତରେ ମାଟିତଳେ ଟ୍ରେନ ପ୍ରଥମେ କେବେ ଏବଂ କେଉଁଠି ଚାଲିଥିଲା।
ଉତ୍ତର- କଲିକତାରେ ୨୧ ଅକ୍ଟୋବର ୧୯୮୪ ମସିହାରେ।
୮- ଭାରତରେ ସୁନା କେଉଁଠାରେ ମିଳେ?
ଉତ୍ତର- କର୍ଣ୍ଣାଟକ ରାଜ୍ୟର କୋଲାର ଠାରେ ମିଳେ।
୯- ଓଡ଼ିଶାରେ କେତୋଟି ହ୍ରଦ ଅଛି ଏବଂ ତାହାର ନାମ କଣ?
ଉତ୍ତର- ତିନୋଟି ଅଛି, ସର,ଚିଲିକା ଓ ଅଂଶୁପା।
୧୦- ସବୁଠାରୁ ବେଶୀ ଦିନ ବଞ୍ଚୁଥିବା ଜୀବ କିଏ?
ଉତ୍ତର- କଇଁଛ।
୧୧- ଭିକ୍ଟୋରିଆ ସହର କେଉଁଠାରେ ଅବସ୍ଥିତ?
ଉତ୍ତର- କୋଲକତା।
୧୨- କେଉଁ ଜୀବର ଆଖିରୁ ସବୁବେଳେ ଲୁହ ଝରେ?
ଉତ୍ତର- କୁମ୍ଭୀର।
୧୩- ଓଡ଼ିଆ ନବବର୍ଷ କେବେ ପାଳନ କରାଯାଏ?
ଉତ୍ତର- ପଣା ସଂକ୍ରାନ୍ତି ରେ।
୧୪- କେଉଁ ଜୀବ ର ରକ୍ତର ରଙ୍ଗ ନୀଳ?
ଉତ୍ତର- ଅକ୍ଟୋପସ।
୧୫- କେଉଁ ପକ୍ଷୀ ଉଭୟ ଆଗକୁ ଏବଂ ପଛକୁ ଉଡିପାରେ?
ଉତ୍ତର- ହମିଙ୍ଗ ବାର୍ଡ।
୧୬- କେଉଁ ବୃକ୍ଷ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ?
ଉତ୍ତର- ଅଶ୍ଵତଥ ଗଛ।
୧୭- କେଉଁ ଗଛର ପତ୍ର ରୁ ନୂଆ ଗଛ ହୁଏ?
ଉତ୍ତର- ଅମର ପୋଇ।
୧୮- କେଉଁ ଜୀବ ର ୯ ଟି ମୁଣ୍ଡ ଅଛି?
ଉତ୍ତର- ହାଇଡ୍ରା।
୧୯- କେଉଁ ଜୀବ ର ଆଖି ନାହିଁ?
ଉତ୍ତର- ଜିଆ।
୨୦- ୨୦ ଟଙ୍କା ନୋଟର ପଛରେ ଥିବା ଫୋଟୋ କେଉଁ ଜାଗା।
ଉତ୍ତର- ଏଲୋରା ଗୁମ୍ଫା, ମହାରାଷ୍ଟ୍ର।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।