Odia Gk- କେଉଁ ଜୀବ ତା ଛୁଆକୁ ଦେଖିବା ଆଗରୁ ହିଁ ମୃତ୍ୟୁବରଣ କରେ ? 99% ଲୋକ ଜାଣନ୍ତି ନାହିଁ

ନମସ୍କାର ବନ୍ଧୁଗଣ ତେବେ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧- କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?
ଉତ୍ତର- ହାତୀ ନିଜ ନାକ ଦ୍ଵାରା ସବୁ କାମ କରିଥାଏ ।

୨. କେଉଁ ଫଳ ଉପରେ ପତ୍ର ଥାଏ ?
ଉତ୍ତର- ସପୁରି ଫଳ ଉପରେ ଗଛର ପତ୍ର ରହିଥାଏ ।

୩. ତାହା କଣ ଯାହା ଦେଲେ ବଢିଥାଏ ?
ଉତ୍ତର- ଜ୍ଞାନ ଯାହା ଦେଲେ ବଢି ଥାଏ ।

୪. ଗୋଟେ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଥାଏ ?
ଉତ୍ତର- ବନ୍ଧୁଗଣ ବର୍ଣ୍ଣମାଳାରେ ସମସ୍ତ ଓଡିଆ ଅକ୍ଷର ରହିଥାଏ ।

୫. ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ?
ଉତ୍ତର- ନଡିଆ ଗଛ ଯାହାର ମୁଣ୍ଡ ତଥା ନଡିଆରେ ପାଣି ଥାଏ ।

୬. ରାତିରେ ଅଛି କିନ୍ତୁ ଦିନରେ ନାହିଁ ତାହା କଣ ?
ଉତ୍ତର- ଅନ୍ଧାର ଯାହା ରାତିରେ ଆସିଥାଏ ହେଲେ ଦିନରେ ନଥାଏ ।

୭. ହାତ ନାହିଁ, ଗୋଡ ନାହିଁ କିନ୍ତୁ ସେ ସବୁ ଆଡେ ବୁଲିପାରେ ତାହା କଣ ?


ଉତ୍ତର- ଖବର କାଗଜର ହାତ ଗୋଡ ନଥାଏ ହେଲେ ସେ ସବୁ ଆଡେ ବୁଲି ଥାଏ ।

୮. ବାମରୁ ପଢିଲେ ଓଜନିଆ, ଡାହାଣରୁ ପଢିଲେ ନାହିଁ ତାହା କଣ ?
ଉତ୍ତର- TON ଯାହାକି ଓଜନ / NOTର ଅର୍ଥ ନାହିଁ ।

୯. ଗୋଟିଏ ଶବ୍ଦକୁ ଠିକ ଉଚ୍ଚାରଣ କଲେ ଭୁଲ ହୁଏ ଓ ଭୁଲ ଉଚ୍ଚାରଣ କଲେ ଠିକ ହୁଏ ତେବେ ଶବ୍ଦଟି କଣ ?
ଉତ୍ତର- ଭୁଲ, ଯାହାକି ଆମେ ଠିକ ଉଚ୍ଚାରଣ କଲେ ଭୁଲ ହୁଏ ଓ ଭୁଲ ଉଚ୍ଚାରଣ କଲେ ଠିକ ହୁଏ ।


୧୦. କେଉଁ ହାଣ୍ଡିରେ ଭାତ ହୁଏ ନାହିଁ ?

ଉତ୍ତର- କଳାହାଣ୍ଡି ଗୋଟେ ଜିଲ୍ଲାର ନାମ ଯେଉଁଥିରେ ଭାତ ହୁଏ ନାହିଁ ।

୧୧. ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ସାଇଁ ସାଇଁ ତାହା କଣ ?
ଉତ୍ତର- ଗୁଡି ଯାହାର ଲଞ୍ଜ ଅଛି ହେଲେ ଡେଣା ନାହିଁ କିନ୍ତୁ ଆକାଶରେ ଉଡେ ।

୧୨. କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ ?
ଉତ୍ତର- ପ୍ରଜାପତି

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *