ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିଲେ Ollywood Actress Prakruti Mishra!

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର ! ପ୍ରଯୋଜକ ଟୁଟୁ ନାୟକଙ୍କୁ ନେଇ କାଷ୍ଟିଙ୍ଗ କାଉଚ ନାମରେ ସଙ୍ଗୀନ ଅଭିଯୋଗ ବଖାଣିଲେ ପ୍ରକୃତି ମିଶ୍ର । ତେବେ ବର୍ତ୍ତମାନର ତାଜା ଖବର ଅନୁସାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ନେଇ କହିଲେ । ଯେ ଟୁଟୁ ନାୟକ ଜଣେ ବଡ ଫିଲ୍ମ ପ୍ରଯୋଜକ ନୁହନ୍ତି । ତାଙ୍କ ବାପା ହେଉଛନ୍ତି ଜଣେ ବହୁତ ବଡ ସମ୍ମାନୀୟ ଫିଲ୍ନ ପ୍ରଯୋଯକ ।

ଟୁଟୁ ନାୟକ କେବଳ ଜଣେ ପ୍ରଡ଼କସନ ମ୍ୟାନେଜର । ଟୁଟୁ ନାୟକ ରାତିରେ ଫିଲ୍ମ ସୁଟିଙ୍ଗ ପରେ ଝିଅ ମାନଙ୍କୁ ପାଖକୁ ଡାକନ୍ତି । ଯଦି ଯେଉଁ ଝିଅ ଏହି କଥାର ପ୍ରତିବାଦ କରେ । ତାକୁ ଫିଲ୍ମରୁ କାଢିଦେବାର ଧମକ ମଧ୍ୟ ଦେଖେଇଥାନ୍ତି । ତେଣୁ ଟୁଟୁ ନାୟକଙ୍କୁ ବହୁତ ହିଁ ଆଗରୁ କାଷ୍ଟିଙ୍ଗ କାଉଚ କରିବା ନାମରେ ସାମିଲ କରାଯିବାର ଥିଲା । ଏପରିକି ଯେତେବେଳେ ବାବୁଶାନ ଓ ମୋତେ ନେଇ କିଛି ହଙ୍ଗାମା କ୍ରୀଏଟ ହୋଇଥିଲା । ସେତେବେଳେ ସେ ବାବୁଶାନଙ୍କ ସପକ୍ଷରେ ଯାଇଥିଲେ ।

ଭୁଲ କାହାର ଠିକ କାହାର କିଛି ନବୁଝି ମୋ ବିପକ୍ଷରେ ଯାଇ ଏପରି ମଧ୍ୟ କିଛି କହିଥିଲେ । ଯେ ସବୁ ହିରୋଇନ ମାନେ ବଡ ବଡ ହିରୋଙ୍କୁ ଫସାଇ ଦିଅନ୍ତି । ତେବେ ଏଠାରେ ସେ କେବଳ ମୋତେ ଟାର୍ଗେଟ କରି କହିନଥିଲେ ବଂର ସବୁ ଓଡିଆ ଅଭିନେତ୍ରୀଙ୍କୁ ନେଇ ଏପରି କଥା ଇଙ୍ଗିତ କରି କହିଥିଲେ । ହେଲେ ଅନେକ ଅଭିନେତ୍ରୀ  କାମ ପାଇବା ଆଶାରେ ଟୁଟୁ ନାୟକଙ୍କ ନାମରେ କିଛି ବି କୌଣସି ପ୍ରକାର ଅଭିଯୋଗ ଆଣି ନାହାନ୍ତି ।

ତେବେ ଓଡିଆ ଅଭିନେତ୍ରୀ ମାନଙ୍କୁ ନେଇ ସେ ବହୁତ ବହୁତ ଖରାପ ଖରାପ କଥା କହିଛନ୍ତି । ତେଣୁ ମୁଁ ତ ଚାହୁଁଛି । ଟୁଟୁ ନାୟକଙ୍କୁ ବହୁତ ହିଁ ଶୀଘ୍ର ଓଡିଆ ସିନେମା ଇଣ୍ଡଷ୍ଟ୍ରିରୁ ବ୍ୟାନ କରିଦେବା ଉଚିତ । ତେବେ ଏଭଳି ଅଭିଯୋଗ ପରେ ଟୁଟୁ ନାୟକ ପ୍ରତିକ୍ରିୟାରେ କହିଛନ୍ତି । ଯେ ପ୍ରକୃତି ମିଶ୍ର କଣ ? ସେଇଟା ସାରା ଓଡିଶା ଜାଣିଛି । ତେଣୁ ମୁଁ ଠିକ ବାଟରେ ଅଛି କିଏ କଣ କହିବ ମୋତେ କିଛି ଫରକ ହିଁ ପଡେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *