ଓଡିଆ ସିରିଏଲ ‘Jhilli’ ର କଳାକାର ମାନଙ୍କ ପ୍ରକୃତ ବୟସ କେତେ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ଝିଲି’ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲର କାହାଣୀଟି ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜର ଜବରଦସ୍ତ ଭୂମିକା ପଦର୍ଶନ କରି ଲୋକ ମାନଙ୍କର ମନ ଜିତି ଛନ୍ତି । ତେବେ ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ଓଡିଆ ଟିଭି ଇଣ୍ଡଷ୍ଟ୍ରି ସଫଳତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାର ମାନଙ୍କ ବୟସ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବୟସ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସିଦ୍ଧେଶ୍ଵର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସିଦ୍ଧେଶ୍ଵର । ଆପଣ ମାନେ ସମସ୍ତେ ଝିଲି ସିରିଏଲରେ ସିଦ୍ଧେଶ୍ଵରଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ସିଦ୍ଧେଶ୍ଵରଙ୍କ ପ୍ରକୃତ ବୟସ ହେଉଛି ୬୧ ବର୍ଷ ।

ସୁସମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଚାନୟୀ ସୁସମା । ସୁସମା ଏହି ସିରିଏଲରେ ସିଦ୍ଧାର୍ଥଙ୍କ ଜେଜେମା ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ବନ୍ଧୁଗଣ ସୁସମାଙ୍କ ବୟସ ହେଉଛି ୪୨ ବର୍ଷ ।

ସମରେଶ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସମରେଶ । ଆପଣ ମାନେ ସମସ୍ତେ ଝିଲି ସିରିଏଲରେ ସମରେଶଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ସମରେଶଙ୍କ ବୟସ ହେଉଛି ୪୪ ବର୍ଷ ।

ହାପି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ହାପି । ହାପି ଏହି ସିରିଏଲରେ ସିଦ୍ଧାନ୍ତଙ୍କ ଭାଇ ଭୂମିକାରେ ନଜର ଆସୁଛନ୍ତି । ହାପି ଏହି ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ହାପିଙ୍କ ବୟସ ହେଉଛି ୨୪ ବର୍ଷ ।

ସିଦ୍ଧାର୍ଥ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ସିଦ୍ଧାର୍ଥ । ସିଦ୍ଧାର୍ଥ ଏହି ସିରିଏଲରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ବୟସ ହେଉଛି ୨୫ ବର୍ଷ ।

ସୁନିତା- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ସୁନିତା । ସୁନିତା ଏହି ସିରିଏଲରେ ସିଦ୍ଧାର୍ଥଙ୍କ ଭଉଣୀ ଭୂମିକାରେ ନଜର ଆସୁଛନ୍ତି । ତେବେ ସୁନିତାଙ୍କ ବୟସ ହେଉଛି ୨୨ ବର୍ଷ ।

ଝିଲି- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଝିଲି । ଝିଲି ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ଓ ଝିଲିଙ୍କ ବୟସ ହେଉଛି ୨୨ ବର୍ଷ ।

ଏଲିନା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଏଲିନା । ଏଲିନା ଏହି ସିରିଏଲରେ ସିଦ୍ଧାର୍ଥଙ୍କ ଭଉଣୀ ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ଏଲିନାଙ୍କ ବୟସ ହେଉଛି ୨୦ ବର୍ଷ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *