ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ଆଶା’ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜର ଜବରଦସ୍ତ ଭୂମିକା ପଦର୍ଶନ କରି ଲୋକ ମାନଙ୍କର ମନ ଜିତି ଛନ୍ତି । ତେବେ ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ଓଡିଆ ଟିଭି ଇଣ୍ଡଷ୍ଟ୍ରି ସଫଳତା ହାସଲ କରିଛନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ ରିଅଲ ଲାଇଫ ଲୁକ୍ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସିଲା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସିଲା । ସିଲାଙ୍କ ପ୍ରକୃତ ନାମ ହେଉଛି ସିମରନ ମହାରଣା । ବନ୍ଧୁଗଣ ଏହି ସିରିଏଲରେ ସିଲା ନିଜ ଜବରଦସ୍ତ ଅଭିନୟ ଦେଖାଇ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ସିଲା ରିଅଲ ଲାଇଫରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।
ସୁରମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁରମା । ସୁରମା ଏହି ସିରିଏଲରେ ଆଶାଙ୍କ ଜା ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବେସ ପସନ୍ଦ ମଧ୍ୟ କରିଛନ୍ତି । ତେବେ ରିଅଲ ଲାଇଫରେ ସୁରମା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।
ଅନନ୍ୟା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅନନ୍ୟା । ଏହି ସିରିଏଲରେ ଅନନ୍ୟା ଆଶାଙ୍କ ଝିଅ ଭୂମିକାରେ ନଜର ଆସୁଛନ୍ତି । ସିରିଏଲରେ ଅନନ୍ୟା ଏକ ସଂସ୍କାରୀ ଲୁକ୍ ରେ ନଜର ଆସୁଥିଲେ ମଧ୍ୟ ରିଅଲ ଲାଇଫରେ ସେ ବହୁତ ଷ୍ଟାଇଲିସ ଅଟନ୍ତି ।
ଅଙ୍କିତା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଙ୍କିତା । ଅଙ୍କିତା ଏହି ସିରିଏଲରେ ଆଶାଙ୍କ ସାନ ଝିଅର ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ରିଅଲ ଲାଇଫରେ ମଧ୍ୟ ଅଙ୍କିତା ବହୁତ ସିମ୍ପଲ ଓ ସୁନ୍ଦର ନଜର ଆସନ୍ତି ।
ଆଶା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଆଶା । ଆଶା ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ଓ ଏହି ସିରିଏଲରେ ସେ ଏକ ସଂସ୍କାରୀ ଲୁକ୍ ରେ ନଜର ଆସୁଛନ୍ତି । ହେଲେ ରିଅଲ ଲାଇଫରେ ସେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।
ପ୍ରକାଶ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରକାଶ । ପ୍ରକାଶ ଏହି ସିରିଏଲରେ ଆଶାଙ୍କ ସ୍ଵାମୀ ଭୂମିକାରେ ନଜର ଆସୁଛନ୍ତି । ପ୍ରକାଶଙ୍କ ଜବରଦସ୍ତ ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ରିଅଲ ଲାଇଫରେ ମଧ୍ୟ ପ୍ରକାଶ ବହୁତ ହ୍ୟାଣ୍ଡସମ ଦେଖାଯାନ୍ତି ।
ଆଦି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଆଦି । ଆଦି ଏହି ସିରିଏଲରେ ଆଶାଙ୍କ ପୁଅ ଭୂମିକାରେ ନଜର ଆସୁଛନ୍ତି । ଆଦି ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ଓ ହ୍ୟାଣ୍ଡସମ ନଜର ଆସନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।