ଓଡ଼ିଆ ସିରିଏଲ ହିରୋଇନ ମାନଙ୍କ ମା ମାନେ ଦେଖିବାକୁ କେମିତି ? 4 ନମ୍ବର ହିରୋଇନ ଙ୍କ ମା’ ଦେଖା ଯାନ୍ତି ବହୁତ ଷ୍ଟାଇଲିସ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଡ଼ିଆ ଫିଲ୍ମ ଏବଂ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖୁଥିବେ ତେବେ ଆପଣ ଏହି ଫିଲ୍ମ ଏବଂ ଧାରାବାହିକ ଗୁଡିକରେ ଅଭିନୟ କରୁଥିବା ହିରୋଇନ ମାନଙ୍କୁ ମଧ୍ୟ ପସନ୍ଦ କରୁଥିବେ, ତେବେ ଏହି ହିରୋଇନ ମାନଙ୍କ ମାଆ ମାନଙ୍କ ବିଷୟରେ ଆଜି ଆମେ କିଛି ଜାଣିବା ତେବେ ଏହି ହିରୋଇନ ମାନେ ନିଜ ମାଆ ସପୋର୍ଟରେ ଏତେ ଭଲ ଅଭିନୟ କରି ପାରିଛନ୍ତି ଓ ନିଜ ଜୀବନରେ ସଫଳ ହୋଇ ପାରିଛନ୍ତି । ତେବେ ଆଜି ଆମେ କିଛି ସୁପର ଡୁପର ହିଟ ହିରୋଇନ ମାନଙ୍କ ବିଷୟରେ ବିସ୍ତାର ସହ ଜାଣିବା ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଦୁର୍ଗା କିମ୍ବା ଅର୍ପିତା । ତେବେ ଆପଣ ଏହି ଅଭିନେତ୍ରୀ ଙ୍କୁ ଦୁର୍ଗା ଏବଂ ମହାଦେବୀ ଧାରାବାହିକ ରେ ଦେଖିଥିବେ ଏବଂ ସେ ଦେଖିବାକୁ ଖୁବ ସୁନ୍ଦର ତେବେ ସେ ନିଜ ମାଆ ଙ୍କୁ ଖୁବ ଭଲ ପାଆନ୍ତି ତେବେ ଏହି ଫୋଟୋ ଜରିଆରେ ଆପଣ ତାଙ୍କୁ ଦେଖି ପାରୁଥିବେ ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ମିତାଲି । ମିତାଲି ଙ୍କୁ ଆପଣ ନୂଆ ବୋହୁ ଧାରାବାହିକ ରେ ରାଧିକା ଭୂମିକା ରେ ଦେଖିଥିବେ ତେବେ ସେ ନିଜର ସୁନ୍ଦର ଅଭିନୟ ଜରିଆରେ ଲୋକ ମାନଙ୍କ ର ହୃଦୟ ଜିଣିବାରେ ସଫଳ ମଧ୍ୟ ହୋଇଥିଲେ ତେବେ ଏହି ଫୋଟୋ ରେ ଆପଣ ତାଙ୍କ ମାଆ ଙ୍କୁ ଦେଖି ପାରୁଥିବେ


୩- ତୃତୀୟ ରେ ହେଉଛନ୍ତି ଲିପି । ତେବେ ଆଲବମ କୁଇନ ରୁ ବର୍ତ୍ତମାନ ଧାରାବାହିକ ରେ ମଧ୍ୟ ଧମାଲ କରୁଛନ୍ତି ଲିପି ତେବେ ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ନିଜ ଅଭିନୟ ଜରିଆରେ ଲୋକ ମାନଙ୍କ ର ହୃଦୟ ରେ ବାସ କରିଛନ୍ତି ତେବେ ତାଙ୍କ ମାଆ ମଧ୍ୟ ଜଣେ ଅଭିନେତ୍ରୀ ଯାହାଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।


୪- ଚତୁର୍ଥ ରେ ହେଉଛନ୍ତି ଲିପ୍ସା । ତେବେ ଲିପ୍ସା ଅନେକ ଧାରାବାହିକ ଏବଂ ସିନେମା ଆଦି ରେ ନଜର ଆସିଛନ୍ତି ତେବେ ସେ ମଧ୍ୟ ନିଜ ମାଆ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ସହ ବହୁତ ଭଲ ବଣ୍ଡିଙ୍ଗ ମଧ୍ୟ ସେୟାର କରନ୍ତି ଏହି ଫୋଟୋ ମାଧ୍ୟମରେ ତାଙ୍କୁ ଦେଖି ପାରୁଥିବେ ।


୫- ପଞ୍ଚମ ରେ ହେଉଛନ୍ତି ଦେବସ୍ମିତା । ତେବେ ସେ ଅନେକ ଧାରାବାହିକ ରେ ଅଭିନୟ କରୁଛନ୍ତି ତା ସବି ସେ ରଜ କୁଇନ ରେ ମଧ୍ୟ ବିଜେତା ହୋଇଛନ୍ତି ତେବେ ଦେବସ୍ମିତା ମଧ୍ୟ ନିଜ ମାଆଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।


୬- ଷଷ୍ଠ ରେ ହେଉଛନ୍ତି ଦେବିକା । ତେବେ ଦେବିକା ଜେଜେ ମାଆ ଧାରାବାହିକ ରେ ଅଭିନୟ କରି ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଥିଲେ ତା ଛଡା ସେ ଅନେକ ସିନେମା ରେ ମଧ୍ୟ ନଜର ଆସିଛନ୍ତି ତେବେ ଦେବିକା ଙ୍କ ମାଆ ମଧ୍ୟ ହେଉଛନ୍ତି ଜଣେ ଅଭିନେତ୍ରୀ ସେ ମଧ୍ୟ ଧାରାବାହିକ ରେ କାମ କରନ୍ତି ଏହି ଫୋଟୋ ରେ ଆପଣ ତାଙ୍କୁ ଦେଖି ପାରୁଥିବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *