ଏମାନେ ହେଉଛନ୍ତି ଓଡିଆ ସିରିଏଲ ‘ସିନ୍ଦୁର ର ଅଧିକାର’ ର Actor ମାନଙ୍କ Real Life ଲଭ ପାର୍ଟନର, ପ୍ରଥମ ଥର ପାଇଁ ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ଲୋକପ୍ରିୟ ‘ଧାରାବାହିକ ସିନ୍ଦୁର ର ଅଧିକାର’ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ରେ ଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଆପଣ ବେଶ ଭଲ ଭାବରେ ଜାଣିଥିବେ । କିନ୍ତୁ କଣ ଆପଣ ମାନେ ଏହି କଳାକାର ଙ୍କ ପ୍ରକୃତ ଜୀବନସାଥୀ ଙ୍କ ସମ୍ବନ୍ଧରେ ଜାଣିଛନ୍ତି କି ? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଲିକୁନ ଚୌଧୁରୀ । ଯିଏ ଏହି ଧାରାବାହିକ ରେ ମିଠୁ ନାମକ ଭୂମିକା ରେ ଅଭିନୟ କରୁଛନ୍ତି । ଲିକୁନ ବାସ୍ତବରେ ବିବାହିତ ଅଟନ୍ତି ଏବଂ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସ୍ୱାଗତିକା ସାହାଣୀ । ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି ।


୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୂଚରିତା ସ୍ୱାଇଁ । ଯିଏ ଏହି ଧାରାବାହିକ ରେ ଉର୍ବୀ ନାମକ ଭୂମିକା ରେ ନଜର ଆସୁଛନ୍ତି । ଏହି ଅଭିନେତ୍ରୀ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ଡେଟ୍ ମଧ୍ୟ କରୁ ନାହାନ୍ତି ।


୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଚୁନୀ ରିୟା । ଯିଏ ଏହି ଧାରାବାହିକ ରେ ଦାମିନି ନାମକ ଭୂମିକା ରେ ଅଭିନୟ କରୁଛନ୍ତି । ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ସ୍ୱାମୀ ଙ୍କୁ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।


୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ସନୋଜ କୁମାର । ଯିଏ ଏହି ଧାରାବାହିକ ରେ ମୁଖ୍ୟ ଭୂମିକା ଆରବ ନାମକ ଚରିତ୍ର ରେ ନଜର ଆସୁଛନ୍ତି । ସନୋଜ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ଗାର୍ଲଫ୍ରେଣ୍ଡ ମଧ୍ୟ ନାହାନ୍ତି ।


୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ବିକାଶ ନାୟକ । ଯିଏ ଏହି ଧାରାବାହିକ ରେ ଛତୁଆ ନାମକ ଭୂମିକା ରେ ଅଭିନୟ କରୁଛନ୍ତି । ବିକାଶ ଙ୍କ ଧର୍ମପତ୍ନୀ ଙ୍କୁ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।


୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ନିଳାଖି ପାତ୍ର । ଯିଏ ଏହି ଧାରାବାହିକ ରେ ମୁଖ୍ୟ ଭୂମିକା ଇତି ନାମକ ଚରିତ୍ର ରେ ଖୁବ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି । ଏହି ଅଭିନେତ୍ରୀ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ମଧ୍ୟ ଡେଟ୍ କରୁ ନାହାନ୍ତି ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ହାପି କର । ଯିଏ ଏହି ଧାରାବାହିକ ରେ ବି-ଳା-ସ ଭୂମିକା ରେ ନଜର ଆସୁଛନ୍ତି । ହାପି ପ୍ରକୃତ ଜୀବନ ରେ ବିବାହିତ ଅଟନ୍ତି । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ମୋନାଲିସା କର ଏବଂ ସେ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ମାନସ ମିଶ୍ର । ଯିଏ ଏହି ଧାରାବାହିକ ରେ ଆରବ ଙ୍କ ବାପା ରଞ୍ଜନ ନାମକ ଭୂମିକା ରେ ଅଭିନୟ କରୁଛନ୍ତି । ଏହି ଅଭିନେତା ରିଅଲ ଲାଇଫ ରେ ବିବାହିତ ଅଟନ୍ତି ଏବଂ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ମଧୁସ୍ମିତା ମିଶ୍ର । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *