ଓଡ଼ିଆ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା Child Actor ମାନେ କେତେ ଟଙ୍କା ଦରମା ପାଆନ୍ତି ? କଣ ଆପଣ ଜାଣନ୍ତି ? 8 ଓ 9 ନଂ ଙ୍କ ଦରମା ସବୁଠୁ ଅଧିକ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଧାରାବାହିକ ଏବଂ ସିନେମା ନିଶ୍ଚିତ ଭାବରେ ଦେଖୁଥିବେ। ତେବେ ସେଥିରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ଆପଣ ଙ୍କ ର ପ୍ରିୟ ଥିବେ। ତେବେ ଏହି ସବୁ ଧାରାବାହିକ ଗୁଡିକ କୁ ଅଧିକ ମନୋରଞ୍ଜନ କରେଇଥାନ୍ତି ଏହି ଧାରାବାହିକ ରେ ଅଭିନୟ କରୁଥିବା କୁନି କୁନି ଶିଶୁ କଳାକାର ମାନେ। ସେମାନଙ୍କ ଅଭିନୟ ର ଯାଦୁ ରେ ଧାରାବାହିକ ଆହୁରି ମନୋରଞ୍ଜନ ହୋଇ ଯାଇଥାଏ। ତେବେ ଆସନ୍ତୁ ଆଜି ଆମେ ଜାଣିନେବା କି ଏହି ଶିଶୁ କଳାକାର ମାନଙ୍କ ର ଦରମା କେତେ।

୧- ପ୍ରଥମ ରେ ଅଛନ୍ତି ବିର। ଆପଣ ମାନେ ବିର ଙ୍କୁ ତାରାତାରିଣୀ ଧାରାବାହିକ ରେ ବହୁତ ସୁନ୍ଦର ଅଭିନୟ କରିଥିବାର ଦେଖିଥିବେ। ତେବେ ବିର ନିଜର ଗୋଟିଏ ଏପିଷୋଡ଼ କୁ କରିବା ପାଇଁ ୪୦୦୦ ଟଙ୍କା ନେଇ ଥାନ୍ତି।


୨- ଦ୍ଵିତୀୟ ରେ ଅଛନ୍ତି ଚିମ୍ପୁ। ତେବେ ଆପଣ ମାନେ ଚିମ୍ପୁ ଙ୍କୁ ସମ୍ପର୍କ ହୃଦୟ ରେ ଦେଖୁଥିବେ ତେବେ ସେ ଏହା ପୂର୍ବରୁ ରିୟାଲିଟି ଶୋ ରେ ମଧ୍ୟ ଦେଖା ଦେଇଥିଲେ। ତେବେ ଚିମ୍ପୁ ନିଜର ଗୋଟିଏ ଏପିଷୋଡ଼ ପାଇଁ ୪୦୦୦ ଟଙ୍କା ନିଅନ୍ତି।

୩- ତୃତୀୟ ରେ ହେଉଛନ୍ତି ଦୁର୍ଯ୍ୟୟ ଏବଂ ସ୍ତୁତି। ଆପଣ ଏହି ଦୁଇ ଜଣଙ୍କୁ ଦୁର୍ଗା ଧାରାବାହିକ ରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ସେମାନେ ଗୋଟିଏ ଏପିଷୋଡ଼ ପିଛା ୬୦୦୦ ଟଙ୍କା ନେଇଥାନ୍ତି।


୪- ଚତୁର୍ଥ ରେ ଅଛନ୍ତି ମାନି। ତେବେ ମାନିନୀ ଧାରାବାହିକ ରେ ଆପଣ କୁନି ମାନି ଙ୍କୁ ତ ନିଶ୍ଚିତ ଦେଖିଥିବେ। ତେବେ ସେ ନିଜର ସୁନ୍ଦର ଅଭିନୟ ରେ ସମସ୍ତଙ୍କୁ ମୁଗ୍ଧ କରି ଦେଇଥିଲେ ତେବେ ସେ ଗୋଟିଏ ଏପିଷୋଡ଼ ପିଛା ୭୦୦୦ ଟଙ୍କା ନିଅନ୍ତି।


୫- ପଞ୍ଚମ ରେ ଅଛନ୍ତି ଅନିମେଶ ଘୋଷ। ତେବେ ଅନିମେଶ ଙ୍କୁ ଆପଣ ବହୁତ ଗୁଡିଏ ସିନେମା ରେ ଅଭିନୟ କରିଥିବାର ଦେଖିଥିବେ ତେବେ ସେ ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୨୫୦୦୦ଟଙ୍କା ନେଇଥାନ୍ତି।

୬- ଷଷ୍ଠ ରେ ହେଉଛନ୍ତି ପରି ତେବେ ଧାରାବାହିକ ପରି ରେ କାମ କରି ସେ ଲୋକପ୍ରିୟତା ହାସଲ କରିଥିଲେ ତେବେ ସେ ଗୋଟିଏ ଏପିଷୋଡ଼ କୁ କରିବା ପାଇଁ ୮୦୦୦ ଟଙ୍କା ନେଇଥାନ୍ତି।


୭- ସପ୍ତମ ରେ ହେଉଛନ୍ତି ରାଜା। ତେବେ ରାଜାଙ୍କୁ ଆପଣ ତୁ ମୋ ଜୀଵନ ସାଥି ରେ ତାଙ୍କର ସୁନ୍ଦର ଅଭିନୟ କୁ ଦେଖୁଥିବେ। ତେବେ ସେ ନିଜର ଗୋଟିଏ ଏପିଷୋଡ଼ ପାଇଁ ୧୦,୦୦୦ ଟଙ୍କା ନେଇଥାନ୍ତି।

୮- ଅଷ୍ଟମ ରେ ହେଉଛନ୍ତି ରାଣୀ। ତେବେ ରାଣୀ ଧାରାବାହିକ ରେ ଅଭିନୟ କରି ସେ ଲୋକ ପ୍ରିୟ ହୋଇଥିଲେ ତେବେ ବର୍ତ୍ତମାନ କିନ୍ତୁ ନିଜର ପାଠ ପଢା ପ୍ରତି ଧ୍ୟାନ ଦେଉଛନ୍ତି। ତେବେ ସେ ନିଜର ଗୋଟିଏ ଏପିଷୋଡ଼ ପାଇଁ ୧୨,୦୦୦ ଟଙ୍କା ନେଇଥାନ୍ତି।

୯- ନବମ ରେ ହେଉଛନ୍ତି ତାରିଣୀ। ତେବେ ତାରିଣୀ ଧାରାବାହିକ ତାରା ତାରିଣୀ ରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ଏବଂ ଅଳ୍ପ ସମୟରେ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି। ତେବେ ସେ ଗୋଟିଏ ଏପିଷୋଡ଼ ପାଇଁ ୧୨,୦୦୦ ଟଙ୍କା ନେଇଥାନ୍ତି।

Leave a Reply

Your email address will not be published. Required fields are marked *