ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ର ରାନୀ ପଣ୍ଡା ଙ୍କ ସହିତ ସମସ୍ତେ ବେସ ପରିଚିତ । ରାନୀ ନିଜ ଅଭିନୟ ତଥା ଡ୍ୟାନ୍ସ ମାଧ୍ୟମରେ ଲକ୍ଷାଧିକ ଲୋକଙ୍କ ହୃଦୟରେ ନିଜର ଜାଗା ବନାଇ ପାରିଛନ୍ତି । ତେବେ କିଛି ଲୋକ ରାନୀ ଙ୍କୁ ଭଲ ପାଉଥିବା ସମୟରେ ଆଉ କିଛି ଲୋକ ରାନୀ ଙ୍କୁ ନାନା ପ୍ରକାର କଥାରେ ଆକ୍ଷେପ କରିଥାନ୍ତି । ମାତ୍ର ଅଭିନୟ ଦୁନିଆରେ ପ୍ରାଏ ସମସ୍ତଙ୍କୁ ସନ୍ନମାନ ଦେଇ ଆଗକୁ ବଢିବାକୁ ହେବ ବୋଲି ରାନୀ ପଣ୍ଡା କହିଛନ୍ତି ।
ତେବେ ରାନୀ ପଣ୍ଡା ସାବିତ୍ରୀ ବ୍ରତ କୁ ନେଇ ନିଜର କିଛି ମନ୍ତବ୍ୟ ରଖିଛନ୍ତି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ରାନୀ କହିଛନ୍ତି ଯେ କିଛି ସ୍ଵାମୀ ଙ୍କୁ ଛାଡି ଏବଂ କିଛି ସ୍ତ୍ରୀ ଙ୍କୁ ଛାଡି ସତ୍ୟବାନ ସାବିତ୍ରୀ ହୋଇଥିବେ । ମାତ୍ର ଏ ବିଷୟରେ କ’ଣ କହିବି ମୁଁ ଆଉ ? ମାତ୍ର ମୁଁ ଗୋଟିଏ କଥା ବୁଝି ପାରୁନହିଁ ଯେ ଆମ୍ଭ ସିନେମା ତଥା ସିରିଏଲ ଜଗତରେ ଏତେ ସୁନ୍ଦର ସୁନ୍ଦର ପ୍ରଡ଼କ୍ଟ କୋଊଠୁ ଆଣୁଛନ୍ତି ?
ଏତେ ସୁନ୍ଦର ଅଭିନୟ ତଥା ଦେଖିବା ପାଇଁ ଏତେ ସୁନ୍ଦର ? ଚମତ୍କାର ଅଭିନୟ । ସେଥିପାଇଁ ଆମ୍ଭ ଇଣ୍ଡଷ୍ଟ୍ରୀ ସଂପୂର୍ଣ୍ଣ ଭାବରେ ବର୍ବାଦ ଉପରେ । ମାତ୍ର ମୁହଁ କୁ ଟିକିଏ ଲଜ୍ୟା ସରମ ଅଛି ନା ? ମୁଁ ଆଗକୁ ଏଭଳି କଥା କହିବି ଶୁଣି ପାରିବ ନାହିଁ । ଗୋଟିଏ ଜାଗାରେ ତୁମ୍ଭର ବାଜିବ । ତେବେ ଏହିଭଳି କିଛି କଥା ରାନୀ ପଣ୍ଡା ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି ।
View this post on Instagram
ଏହାକୁ ନେଇ ରାନୀ ଙ୍କ ଫ୍ୟାନ୍ସ ମାନେ ନାନା ପ୍ରକାରର କଥା କମେଣ୍ଟ ମାଧ୍ୟମରେ ଲେଖିଛନ୍ତି । ଏହି କଥା ରାନୀ କାହାକୁ ଆକ୍ଷେପ କରି କହିଛନ୍ତି ତାହା ମଧ୍ୟ ସ୍ପଷ୍ଟ ନୁହେଁ । ନିକଟରେ କୋରନା ସମୟରେ ରାନୀ ପଣ୍ଡା ନିଜ ଏହିଭଳି ଏକ ଭିଡିଓ ମାଧ୍ୟମରେ କହିଥିଲେ ଯେ କୋରନା ରେ ଯାତ୍ରା ବନ୍ଧ ହେବ ଫଳରେ ରୋଜଗାର ପନ୍ଥା ସଂପୂର୍ଣ୍ଣ ଭାବରେ ବନ୍ଧ ହୋଇଯାଇଅଛି ।
View this post on Instagram
ତେବେ କୋରନା ମହାମାରୀ ର ଆତଙ୍କ କମିବା ପରେ ରାନୀ ପଣ୍ଡା ଙ୍କ କାମ ଖୁବ ଜୋରସେ ଚାଲିଥିଲା । ମାତ୍ର କୌଣସି ନ କୌଣସି କାରଣରୁ ରାନୀ ସବୁବେଳେ ସୋସିଆଲ ମିଡିଆ ରେ ଆକ୍ଟିଭ ରହି ନିଜର ମତ ଭିଡିଓ ମାଧ୍ୟମରେ ଦେଇଥାନ୍ତି । କେତେ ଲୋକେ ରାନୀ ଙ୍କୁ ସମର୍ଥନ କରିଲା ବେଳେ ଅନ୍ୟ କିଛି ଲୋକ ଅପଶବ୍ଦ ର ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।