ଦେଖନ୍ତୁ ହିରୋଇନ Gungun ଙ୍କ ହଳଦୀ ରସମ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଚାଲିଛି ବିବାହ ର ସିଜନ । ଚାରି ଆଡ଼େ ବର୍ତ୍ତମାନ ବିବାହ ଉତ୍ସବ ଦେଖିବାକୁ ମିଳୁଛି । ତେବେ ଏହା ଆମ ବଲିଉଡ ତଥା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ତାର କିଛି ପ୍ରଭାବ ଦେଖିବାକୁ ମିଳୁଛି । ତେବେ ସିନେ ଜଗତର ଅନେକ କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ତେବେ ସେମାନଙ୍କ ର ଫୋଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ତେବେ ଆଉ କିଛି ଅଭିନେତା ଏବଂ ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ତେବେ ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଯୁଗ ତଥା ସ୍ମାର୍ଟ ଯୁଗ ରେ ଲୋକମାନେ ଘରେ ରହି ନିଜ ମନ ପସନ୍ଦ ର ଅଭିନେତା ତଥା ଅଭିନେତ୍ରୀ ଙ୍କ ଜୀଵନ ରେ ଚାଲୁଥିବା ସମସ୍ତ ଖବର କୁ ସହଜ ରେ ଜାଣି ପାରୁଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତ୍ରୀ ଅଛନ୍ତି ଯେଉଁ ଅଭିନେତ୍ରୀ ମାନ ଙ୍କ ପାଖ ରେ ଭଲ ଅଭିନୟ କରିବା ସହିତ ସୁନ୍ଦର ନୃତ୍ୟ ମଧ୍ୟ କରିଥାନ୍ତି ।

ତେବେ ଏହା ଛଡା ବହୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଭଲ ନାଚିବା ସହିତ କିଏ ଗୀତ ଗାଈ ପାରେ ତ କିଏ ଭଲ ଆଙ୍କରିଙ୍ଗ କରି ଥାଏ ତେବେ ଅନେକ କିଛି କଳା ରହିଥାଏ । ତେବେ ସେହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ଗୁନଗୁନ । ତେବେ ଆପଣ ମାନେ ଗୁନଗୁନ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ତେବେ ସେ ଅନେକ ସିନେମା ଏବଂ ଧାରାବାହିକ ରେ ଅଭିନୟ କରିଛନ୍ତି ତେବେ ଜଗୁ ଅଟୋବାଲା, ସାକ୍ଷୀ ରହିବ ଏ ସିଂହ ଦୁଆର,ଆଦି ଅନେକ ସିନେମା ରେ ସେ ନିଜର ସୁନ୍ଦର ଅଭିନୟ କୁ ପ୍ରଦର୍ଶନ କରିଛନ୍ତି ।

ତେବେ ଏହା ଛଡା ସେ ନିଜର ଅନେକ ରିୟାଲିଟି ଶୋ ରେ ନିଜର ଦମଦାର ଉପସ୍ଥାପନା କରି ଲୋକ ପ୍ରିୟ ହେବା ସହ ଘରେ ଘରେ ବେଶ ପରିଚିତ ମଧ୍ୟ ହୋଇ ପାରିଛନ୍ତି । ତେବେ ଲୋକମାନେ ତାଙ୍କ ଉପସ୍ଥାପନା କୁ ବେଶ ଭଲ ମଧ୍ୟ ପାଆନ୍ତି । ତେବେ ଆପଣଙ୍କ ପ୍ରିୟ ଗୁନଗୁନ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି ।


ତେବେ ଆସନ୍ତା ନଭେମ୍ବର ୩୦ ତାରିଖ ରେ ସେ ଉଦ୍ୟଗୀ ଅଭିସ୍ମିତ ନାୟକ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଅଭିନେତ୍ରୀ ଗୁନଗୁନ ଙ୍କ ର ହଳଦୀ ରସମ ର ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି । ଯେଉଁଥିରେ ଭୂମିକା,ଇପ୍ସିତା ଭଳି ଅନେକ କଳାକାର ମାନେ ଯୋଗଦାନ ଦେଇଥିଲେ ଏବଂ ଖୁବ ମଜା ମସ୍ତି କରିଥିଲେ । ତେବେ ଏହି ଭିଡିଓ ଏବଂ ଫୋଟୋ ରେ ଗୁନଗୁନ ବହୁତ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି ତେବେ ଅଭିସ୍ମିତ ତାଙ୍କୁ ଫିଲ୍ମ ଷ୍ଟାଇଲ ରେ ମୁଦି ପିନ୍ଧାଇ ପ୍ରପୋଜ ର ଭିଡିଓ ମଧ୍ୟ ଭାଇରାଲ ହେଉଛି ।

ତେବେ ଗୁନଗୁନ ନିଜ ବିବାହ ସମ୍ପର୍କରେ ନିଜେ ସୂଚନା ଦେଇଥିଲେ ତେବେ ଗୁନଗୁନ୍ ସୋସିଆଲ୍ ମିଡିଆରେ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି ଏବଂ ନୂଆ ଜୀବନ ଆରମ୍ଭ କରିବା ପାଇଁ ସଭିଙ୍କ ଆଶୀର୍ବାଦ ଲୋଡିଛନ୍ତି । ଏହା ସହ ପୋଷ୍ଟରେ ଗୁନଗୁନ୍ ଲେଖିଛନ୍ତି ସଭିଙ୍କ ଆଶୀର୍ବାଦ ସହ ମୁଁ ଏବଂ ଅଭିସ୍ମିତ ନାୟକ ଆସନ୍ତା ନଭେମ୍ୱର ୩୦ ତାରିଖରୁ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ । ତେବେ ଏହି ଲେଖା ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *