Ollywood ରୁ ଆସିଲା ବଡ ଦୁଃଖ ଖବର, ରାତି ଅଧରେ ଡାକ୍ତର ଖାନାରେ ଏହି ଓଡିଆ ଅଭିନେତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ତିଳୋତମା ଖୁଣ୍ଟିଆ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତିଳୋତମା ଖୁଣ୍ଟିଆଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସେ ଉଭୟ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଦୁଃଖତ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ବିଷୟରେ ଜାଣିଲେ ଆପଣ ମାନେ ଭାବବିହୁଳ ହୋଇଯିବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ତିଳୋତମା ଖୁଣ୍ଟିଆଙ୍କ ପରଲୋକ ଘଟିଛି । ସେ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି ।

ତେବେ ମିଡିଆ ରିପୋର୍ଟସ ଅନୁସାରେ ତାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ସେ ଦୀର୍ଘ ଦିନ ଧରି ହୃତଘାତରେ ପୀଡିତ ଥିଲେ । ଗତ କିଛି ଦିନ ହେବ ଭୁବନେଶ୍ଵରର ଉତ୍କଳ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲି ଥିଲା । ତେବେ ଗତ କାଲି ତଥା ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । ଫିଲ୍ମ, ସିରିଏଲ ଏବଂ ନାଟକ ଆଦିରେ ସେ ଦୀର୍ଘ ଦିନ ଧରି ଅଭିନୟ କରି ଓଡିଶାବାସୀଙ୍କର ମନ କିଣି ଥିଲେ ।

ତେବେ ତିଳୋତମାଙ୍କ ମୃତ୍ୟୁ ହେବା ପରେ ଏବେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ଆଉ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ତା ହେଲେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *