ଏହି ଓଡିଆ ହିରୋଇନ ମାନନକର ପ୍ରକୃତ ବୟସ କେତେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଆପଣଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଥିବେ । ତେବେ ପ୍ରାୟତଃ ବ୍ୟକ୍ତି ନିଜର ପ୍ରିୟ କଳାକାର ଙ୍କ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡ଼ିଆ ହିରୋଇନ ମାନଙ୍କ ପ୍ରକୃତ ବୟସ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟା ଚୌଧୁରୀ । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଫିଲ୍ମ ରେ ନାୟିକା ରୂପରେ ଏବଂ ଅନେକ ରିଆଲିଟି ସୋ ରେ ଜଜ୍ ରୂପରେ ମଧ୍ୟ ଦେଖିବାକୁ ପାଇଥିବେ । ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୫ ନଭେମ୍ବର ୧୯୮୯ ମସିହାରେ ହୋଇଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀ ୩୦ ବର୍ଷ ବୟସର ଅଟନ୍ତି ।

୨- ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି ଅଭିନେତ୍ରୀ ଓଲିଉଡ କୁଇନ ଭାବରେ ସମଗ୍ର ଓଡ଼ିଶା ରେ ପରିଚିତ । ଏହି ଅଭିନେତ୍ରୀ ଙ୍କ ଜନ୍ମ ୭ ଅଗଷ୍ଟ ୧୯୮୪ ମସିହାରେ ହୋଇଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀ ୩୫ ବର୍ଷ ବୟସ ର ଅଟନ୍ତି ।

୩- ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସିବାନୀ ସଂଗୀତା । ଏହି ଅଭିନେତ୍ରୀ କିଛି ବର୍ଷ ପୂର୍ବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀ ଙ୍କ ଜନ୍ମ ୧୩ ଜୁଲାଇ ୨୦୦୧ ମସିହାରେ ହୋଇଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀ ୧୮ ବର୍ଷ ବୟସର ଅଟନ୍ତି ।


୪- ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଭୂମିକା ଦାସ । ଏହି ଅଭିନେତ୍ରୀ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନୂଆ ପାଦ ରଖିଥିବା ଅଭିନେତ୍ରୀ ଙ୍କ ମଧ୍ୟରୁ ଜଣେ ଅଟନ୍ତି । ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୨ ଜାନୁଆରୀ ୨୦୦୩ ମସିହାରେ ହୋଇଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀ ୧୭ ବର୍ଷ ବୟସ ର ଅଟନ୍ତି ।


୫-ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ । ଏହି ଅଭିନେତ୍ରୀ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଏହି ଅଭିନେତ୍ରୀ ୧ ଜୁନ ୧୯୯୧ ମସିହାରେ ହୋଇଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀ ୨୮ ବର୍ଷ ବୟସର ଅଟନ୍ତି ।


୬- ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ଏହି ଅଭିନେତ୍ରୀ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୨ ଜୁଲାଇ ୧୯୯୬ ମସିହାରେ ହୋଇଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀ ୨୩ ବର୍ଷ ବୟସର ଅଟନ୍ତି ।


୭- ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଏହି ଅଭିନେତ୍ରୀ ଓଡ଼ିଆ ରୁ ନେଇ ହିନ୍ଦୀ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଛନ୍ତି । ଏହି ଅଭିନେତ୍ରୀ ଙ୍କ ଜନ୍ମ ୩ ମାର୍ଚ୍ଚ ୧୯୯୫ ମସିହାରେ ହୋଇଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀ ୨୪ ବର୍ଷ ବୟସର ଅଟନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *